Latest Odisha News

BREAKING NEWS

୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହେଲେ ଧୀରଜ ୱଧାୱନ

ନୂଆଦିଲ୍ଲୀ: ଦିୱାନ ହାଉସିଂ ଫାଇନାନ୍ସ କପୋରେଶନ ଲିମିଟେଡ (ଡିଏଚଏଫଏଲ)ର ପୂର୍ବତନ ନିର୍ଦ୍ଦେଶକ ଧୀରଜ ୱଧାୱନଙ୍କ ସିବିଆଇ ଗିରଫ କରିଛି । ୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଠକେଇ ମାମଲାରେ ସିବିଆଇ ତାଙ୍କ ବିରୋଧରେ…

ରାଜନୀତିରେ ମାଗଣା ବିଜୁଳି: ଆପଣଙ୍କ ବିଲ୍ କ’ଣ ଜୁନ ମାସରୁ ଦେୟମୁକ୍ତ ହୋଇପାରିବ, ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜନୀତିରେ ବିଜୁଳି। ରାଜ୍ୟରେ ତିନି ପ୍ରମୁଖ ଦଳ ମାଗଣା ବିଜୁଳି ନେଇ ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛନ୍ତି। ତେବେ ଶାସକ ଦଳ ପ୍ରଥମ ଥର ପାଇଁ ଶହେ ୟୁନିଟ୍ ମାଗଣା ବିଜୁଳି ଘୋଷଣା କରିବା ପରେ ଏହାକୁ ନେଇ ବିତର୍କ ତେଜିଛି। ବିଭିନ୍ନ ସଭାରେ ବିଜେଡି ନେତା ଭିକେ…

ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ସମୟରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ପୂରିଛି ଦୁଇ ମାସ । ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଗୋଟିଏ ମାସ ପରେ ଆୟୋଗ ନିଜର ପାରଦର୍ଶୀ ପଦକ୍ଷେପ ଗ୍ରହଣ କରି ସଦ୍ୟତମ ରିପୋର୍ଟ ପ୍ରକାଶ କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ଥର ଆୟୋଗ ଏଭଳି ରିପୋର୍ଟ…

ନିର୍ବାଚନ ବେଳେ ଭୋଟରମାନେ ନେତାଙ୍କୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ: ରାଜ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ନିର୍ବାଚନ ବେଳେ ଭୋଟରଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଭୋଟରଙ୍କ ଆଧାର ଏବଂ ମୋବାଇଲ୍ ଫୋନ୍ ବିବରଣୀ ସଂଗ୍ରହ କରୁଥିବା ନେଇ ସୂଚନା ମିଳିଛି। ଏହାପରେ…

ଛାଡପତ୍ରର କାରଣ ୫ ଟଙ୍କିଆ କୁରକୁରେ, କାଠଗଡାରେ ସ୍ଵାମୀ-ସ୍ତ୍ରୀ

ଆଗ୍ରା: ଝିମିଟି ଖେଳରୁ ମହାଭାରତ । ସାମାନ୍ୟ ୫ ଟଙ୍କିଆ କୁରକୁରେ ପାଇଁ ଅଦାଲତରେ ସ୍ଵାମୀ-ସ୍ତ୍ରୀ । ବିବାହର ଗୋଟିଏ ବର୍ଷ ପରେ କୋର୍ଟର କାଠଗଡାରେ ପତି-ପତ୍ନୀ । ଉତ୍ତର ପ୍ରଦେଶ ଆଗ୍ରାରୁ ଆସିଛି ଏଭଳି ଏକ ଘଟଣା । ଉତ୍ତର ପ୍ରଦେଶର ଆଗ୍ରାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସ୍ବାମୀ ୫ଟଙ୍କିଆ…

ଟି୨୦ ବିଶ୍ୱକପ: ଦ୍ୱିତୀୟ ସେମିଫାଇନାଲ ପାଇଁ ନାହିଁ ରିଜର୍ଭ ଦିବସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରିଜର୍ଭ ଦିବସ ନାହିଁ । ଆଇସିସି ପକ୍ଷରୁ ଏହା ଘୋଷଣା କରାଯିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଆଇସିସି ଏହାର ସମାଧାନର ରାସ୍ତା ଖୋଜୁଛି । ଦ୍ୱିତୀୟ ସେମିଫାଇନାଲରେ ବର୍ଷା କିମ୍ବା ଅନ୍ୟ କୌଣସି ଅସୁବିଧା…

ଆୟକର କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ଆୟକର ବିଭାଗର ଜଣେ ଅଧୀକ୍ଷକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ତେବେ ଆଜି ଅପରାହ୍ନ ସମୟରେ ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ କୌଣସି…

ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ବିମାନବନ୍ଦର, ସ୍କୁଲ ଓ ହସ୍ପିଟାଲ ପରେ ଏବେ ଦିଲ୍ଲୀର ତିହାର ଜେଲକୁ ବୋମାରେ ଉଡାଇଦାବାକୁ ଧମକ ମିଳିଛି । ବୋମା ଧମକ ପରେ ଜେଲ୍ ର ସୁରକ୍ଷା ବ୍ୟବସ୍ଥା କୁ ଆହୁରି କଡାକଡି କରିଦିଆଯାଇଛି । ଘଟଣାସ୍ଥଳରେ ପହଞ୍ଚିବା ପୋଲିସ ଏବଂ ଡଗ୍ ସ୍କ୍ବାର୍ଡ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି କେତେ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରଣାସୀ ସଂସଦୀୟ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୩.୦୨ କୋଟି ଟଙ୍କାର ଅସ୍ଥାବର(ଚଳ ପ୍ରଚଳ) ସମ୍ପତ୍ତି ଅଛି। ପାଖରେ ନଗଦ ୫୨,୯୨୦…

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ, ଚିକିତ୍ସା ଜାରି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ । ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ କାରଣରୁ ସେ ଆଜି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଭାଗ ନେଇପାରିଲେ…