ଚାଷୀଙ୍କ ପାଇଁ ଖୁସି ଖବର: ଡିସେମ୍ବରରୁ ମିଳିବ ୩୧୦୦ ଟଙ୍କା
ଭୁବନେଶ୍ବର: ଚାଷୀଙ୍କୁ ମିଳିବ ବୋନସ୍ । ଧାନ କିଣାରେ ୮୦୦ ଟଙ୍କା ଇନପୁଟ ସବସିଡି ସହିତ ମୋଟ ୩୧ଶହ ଟଙ୍କା ଆସନ୍ତା ଡିସେମ୍ବର ୮ରୁ ଦେବେ ରାଜ୍ୟ ସରକାର । ଏନେଇ ଆଜି ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି,…