ରେକର୍ଡ ଭାଙ୍ଗିବା ପୂର୍ବରୁ ଅବସର !
ଭୁବନେଶ୍ବର : ଲାଗୁଥିଲା ସଚିନ ତେନ୍ଦୁଲକର ଓ ମୁଥିଆ ମୁରଲିଧରନଙ୍କ ରେକର୍ଡ ଭାଙ୍ଗିଦେବେ । ଆଉ ତା’ପରେ କ୍ରିକେଟ୍ ଜଗତରୁ ନେବେ ବିଦାୟ । କିନ୍ତୁ ଟେଷ୍ଟ କ୍ରିକେଟ୍ରେ ସୁରକ୍ଷିତ ରହିବ ସଚିନ ଓ ମୁରଲିଧରନଙ୍କ ରେକର୍ଡ । ତେବେ କିଏ ଭାଙ୍ଗିଥାନ୍ତା ଦୁନିଆର ଏହି ଦୁଇ ମହାନ କ୍ରିକେଟରଙ୍କ ଟେଷ୍ଟ…