‘ମାମଲାର ଜରୁରୀ ଶୁଣାଣି ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ’
ନୂଆଦିଲ୍ଲୀ: କୌଣସି ମାମଲାର ଜରୁରୀ ଶୁଣାଣି କିମ୍ବା ତାଲିକାଭୁକ୍ତ କରିବା ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ଘୋଷଣା କରିଛନ୍ତି।
ଏଣିକି ଏଭଳି ମାମଲାରେ ଆଇନଜୀବୀମାନଙ୍କୁ ଇମେଲ୍ ଯୋଗେ କିମ୍ବା ଲିଖିତ ପତ୍ର…