Latest Odisha News

BREAKING NEWS

ବର୍ଦ୍ଧିତ ପିଆଜ ଦରକୁ ନେଇ ପ୍ରତିକ୍ରିୟା ଦେଲେ ମନ୍ତ୍ରୀ, କହିଲେ..

ଭୁବନେଶ୍ୱର: ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଚାଲିଛି । ଏହି ସମୟରେ ଅନେକ ଲୋକ ବିନା ପିଆଜ ରସୁଣ ଅର୍ଥାତ୍ ସୁଦ୍ଧ ଶାକାହାରୀ ଖାଇବା ଖାଉଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଯେ, ପଞ୍ଚୁକ ସମୟରେ ମଧ୍ୟ ପିଆଜ ଦର ଆକାଶ ଛୁଆଁ ହୋଇଛି । ବର୍ତ୍ତମାନ ବଜାରରେ ପିଆଜ କିଲୋ ପିଛା…

ପିଆଜ କେଜି ୩୦ ଟଙ୍କାରେ ବିକିବ ନାଫେଡ: ମନ୍ତ୍ରୀ

ଭୁବନେଶ୍ୱର: ପିଆଜ କେଜି ୩୦ ଟଙ୍କାରେ ବିକ୍ରି କରିବ ନାଫେଡ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। "ପିଆଜ ଓଡିଶାରେ ଉତ୍ପାଦିତ ହୁଏ ନାହିଁ ଏବଂ ତେଣୁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ପିଆଜ ଏବଂ ରସୁଣର ମୂଲ୍ୟ ରାଜ୍ୟ ବାହାରେ ଅଧିକ ଏବଂ ଯାହା ଫଳରେ…

ଆବାସିକ ବିଦ୍ୟାଳୟରୁ ଦଶମ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

କନ୍ଧମାଳ: ଆବାସିକ ବିଦ୍ୟାଳୟରୁ ଦଶମ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଆର. ନୂଆଗାଁସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଘଟିଛି । ମୃତ ଛାତ୍ର ଜଣକ ହେଲେ ବାଲି ସୁଗ୍ରି ଗ୍ରାମର ରସାନନ୍ଦ ମଲ୍ଲିକଙ୍କ ସାନ ପୁଅ…

ସୁଭଦ୍ରା ଟଙ୍କା ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ସୁଭଦ୍ରା ଟଙ୍କାକୁ ନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବ । କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଟିମ ଯିବ । ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ…

କାହିଁକି ବଢୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ?

ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ପର୍ବତ ବୋଲି କୁହାଯାଏ। ଯାହାକୁ ଅନେକ ଲୋକ ଆରୋହଣ କରିବାକୁ ସ୍ୱପ୍ନ ଦେଖନ୍ତି। କିନ୍ତୁ ଆପଣ ଜାଣନ୍ତି କି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ପ୍ରତିବର୍ଷ ବଢୁଛି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହାର କାରଣ କଣ.. ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ବୃଦ୍ଧି…

ରିଲ୍ସ ପାଇଁ ଷ୍ଟଣ୍ଟ, ଟ୍ରାକରେ ଫସିଲା ଥାର୍; ଆଉ ତାପରେ…

ଜୟପୁର: ସୋସିଆଲ ମିଡିଆରେ ଫେମସ ହେବା ପାଇଁ ଆଜିକାଲିର ଯୁବପିଢି କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ରାଜସ୍ଥାନ ଜୟପୁରର ହରମାଡା ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ଯୁବକ ଜଣକ ରିଲ୍ସ ବନେଇବା ପାଇଁ ମଦ ନିଶାରେ ଥାର୍ ଗାଡି ନେଇ ରେଳ ଟ୍ରାକ୍ ଉପରକୁ ଚଢି ଯାଇଥିଲେ। ଟ୍ରାକରେ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ଚର୍ଚ୍ଚାରେ ବିବାହ କାର୍ଡ…

ରାଞ୍ଚି: ୧୨ ନଭେମ୍ବରରୁ ସାରା ଦେଶରେ ବିବାହ ଋତୁ ଆରମ୍ଭ ହୋଇଛି । ଦେଶରେ ବିବାହ ଏକ ପର୍ବ ପରି ଆୟୋଜିତ ହୋଇଥାଏ । ସୋସିଆଲ ମିଡିଆରେ ବିବାହ ସହିତ ଜଡିତ ଅନେକ ରିଲ ଏବଂ ଭିଡିଓ ମଧ୍ୟ ଆପଣ ଦେଖିବାକୁ ପାଉଥିବେ । ଏହା ବ୍ୟତୀତ ବିଭିନ୍ନ ବିବାହର କାର୍ଡ ମଧ୍ୟ ବିଭିନ୍ନ କାରଣରୁ ସୋସିଆଲ ମିଡିଆରେ…

ଫିଲ୍ମ ଦେଖି ଘର ଭିତରେ କଲେ ଗଞ୍ଜେଇ ଚାଷ, ତା ପରେ…

ନୋଏଡା: ଫିଲ୍ମ ଦେଖି ପାଇଲେ ଆଇଡ଼ିଆ l ଘର ଭିତରେ କଲେ ଗଞ୍ଜେଇ ଚାଷ l ସେ ବି ପୁଣି ଏମିତି ସେମିତି ଗଞ୍ଜେଇ ନୁହେଁ, ପ୍ରିମିୟମ ଗଞ୍ଜେଇ l ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଜଣେ 46 ବର୍ଷୀୟ ବ୍ୟକ୍ତି ତାଙ୍କ ଘର ଭିତରେ ଏହି ଗଞ୍ଜେଇ ଚାଷ କରିଛନ୍ତି l ଆପାର୍ଟମେଣ୍ଟର ଦଶମ ମହଲାରେ ରହୁଥିବା ଏହି…

‘ମାମଲାର ଜରୁରୀ ଶୁଣାଣି ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ’

ନୂଆଦିଲ୍ଲୀ: କୌଣସି ମାମଲାର ଜରୁରୀ ଶୁଣାଣି କିମ୍ବା ତାଲିକାଭୁକ୍ତ କରିବା ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ଘୋଷଣା କରିଛନ୍ତି। ଏଣିକି ଏଭଳି ମାମଲାରେ ଆଇନଜୀବୀମାନଙ୍କୁ ଇମେଲ୍‌ ଯୋଗେ କିମ୍ବା ଲିଖିତ ପତ୍ର…

ବିଜେପିର ନିର୍ବାଚନୀ ରାଲିରେ ମିଥୁନଙ୍କ ପର୍ସ ଚୋରି

ଧାନବାଦ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ ଚୋରି ହୋଇଯାଇଛି। ସୂଚନା ଅନୁଯାୟୀ, ସେ ଧନବାଦ୍ ଜିଲ୍ଲାର ନିର୍ସା ବିଧାନସଭାରୁ ବିଜେପି ପ୍ରାର୍ଥୀ ଅପର୍ନା ସେନ୍ ଗୁପ୍ତାଙ୍କ ପାଇଁ ପ୍ରଚାର କରିବାକୁ…