Latest Odisha News

BREAKING NEWS

ଇଣ୍ଡିଆନ ଓପନ ଫାଇନାଲରେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତର ଲକ୍ଷ୍ୟ ସେନ ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଂଟନରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଏହି ଦକ୍ଷତାସମ୍ପନ୍ନ ଯୁବ ଖେଳାଳି ଶନିବାର ସେମିଫାଇନାଲରେ ଲକ୍ଷ୍ୟ ମାଲେସିଆର ଏନଜି ଜେ ୟଙ୍ଗଙ୍କୁ…

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ । ୨୦୨୦-୨୧ ବର୍ଷ ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇଛି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ । ପୁରସ୍କାର ବାବଦକୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ପ୍ରଦାନ…

ରାଜ୍ୟରୁ ଆଜି ସର୍ବାଧିକ ୩୨୨୦ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୨୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୭୬୨ ଜଣ ସୁସ୍ଥ ହୋଇ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଖୋର୍ଦ୍ଦା ଜିଲ୍ଲାରୁ ୬୦୪, ସମ୍ବଲପୁରରୁ ୩୭୨, କଟକରୁ ୩୪୬,…

ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ପଦ ତ୍ୟାଗ କଲେ ବିରାଟ କୋହଲି

ଭୁବନେଶ୍ୱର: ବଡ ନିଷ୍ପତ୍ତି ନେଲେ ଭାରତୀୟ କ୍ରିକେଟର୍ ବିରାଟ କୋହଲି । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ପରାଜୟ ତାଙ୍କ ଜୀବନରେ ଆଣିଛି ବିରାଟ ପରିବର୍ତ୍ତନ । ଭାରତୀୟ କ୍ରିକେଟ୍ ଟେଷ୍ଟ ଦଳର ଅଧିନାୟକ ପଦକୁ ସେ ତ୍ୟାଗ କରିଛନ୍ତି । ଏ ନଇ ଏକ ଟୁଇଟ୍ ଜରିଆରେ ସେ ଅଗଣିତ କ୍ରିକେଟ…

୧୭ରୁ ଏମସ ଓପିଡି ବନ୍ଦ

ଭୁବନେଶ୍ବର : ଆସନ୍ତା ୧୭ ତାରିଖରୁ ବନ୍ଦ ହେବ ଭୁବନେଶ୍ବର ଏମସ ଓପିଡି । କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଭୁବନେଶ୍ବର ଏମସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ…

[ଭିଡିଓ] ଅସୁସ୍ଥ ହୋଇପଡିଲା ଡ୍ରାଇଭର, ୧୦ କି.ମି ବସ୍ ଚଳାଇଲେ ମହିଳା

ଭୁବନେଶ୍ୱର: ଜଣେ ମହିଳାଙ୍କ ସାହସିକତା ଚର୍ଚ୍ଚାକୁ ଆସିଛି । ଅସୁସ୍ଥତା କାରଣରୁ ବସ୍ ଚଳାଇପାରିନଥିଲା ଚାଳକ । ମନରେ ସାହାସ ସଂଚି ଦୀର୍ଘ ୧୦ କି.ମି ବସ୍ ଚଳାଇ ଅସୁସ୍ଥ ଗାଡି ଚାଳକର ଜୀବନ ରକ୍ଷା କଲେ ଜଣେ ମହିଳା । ପୁନେର ୱାଘଲି ଅଂଚଳରୁ କିଛି ମହିଳା ଗତ ୮ ତାରିଖରେ ପିକନିକ୍ ପାଇଁ ଘରୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକିଲା ଓମିକ୍ରନ ସଂକ୍ରମଣ । ଆଜି ପୁଣି ଚିହ୍ନଟ ହୋଇଛନ୍ତି ଆଉ ୩୨ ଓମିକ୍ରନ୍ତ ଆକ୍ରାନ୍ତ ସଂଖ୍ୟା । ଏନେଇ ସୂଚନା ଦେଇଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍‌ ସାଇନ୍‌ସେସ୍ । ଆଜିର ନୂଆ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ୨୦୨କୁ…

ମଦମୁକ୍ତ ବିହାରରେ ପୁଣି ମଦମୃତ୍ୟୁ ଅଭିଯୋଗ

ବିହାର : ମଦମୁକ୍ତ ବିହାରରେ ପୁଣି ମଦମୃତ୍ୟୁ ଅଭିଯୋଗ । ନୀତୀଶ କୁମାରଙ୍କ ସରକାରରେ ପୁଣି ଲାଗିଲା କଳଙ୍କ । ବିହାର ନାଳନ୍ଦା ଜିଲ୍ଲା ସୌହସରାୟ ଥାନା ଅଞ୍ଚଳରେ ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି…

ରାଜ୍ୟ ସରକାର ଯୁବପିଢ଼ୀଙ୍କୁ ନିଯୁକ୍ତିର ମରିଚିକା ଦେଖାଉଛନ୍ତି : କଂଗ୍ରେସ

ଭୁବନେଶ୍ୱର : ଚାକିରିରେ ସର୍ବନିମ୍ନ ବୟସ ବଢାଇବା ପ୍ରସଙ୍ଗ କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମରେ ସରକାରୀ ଚାକିରୀର ସର୍ବନିମ୍ନ ବୟସସୀମା ସାଧାରଣ ବର୍ଗଙ୍କ ପାଇଁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଥିବା ସ୍ଥଳେ…

ପଞ୍ଚାୟତ ନିର୍ବାଚନ କସରତ, ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ନୋଡାଲ ଅଫିସର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ପାଇଁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ପଞ୍ଚାୟତ ନିର୍ବାଚନର ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ…