Latest Odisha News

ଦିଲ୍ଲୀ ପୈତୃକ ଘର ‘ସୋପାନ’କୁ ୨୩ କୋଟି ଟଙ୍କାରେ ବିକ୍ରି କଲେ ବିଗ୍ ବି ଅମିତାଭ ବଚ୍ଚନ

ଦିଲ୍ଲୀ : ଘର ବିକ୍ରି କଲେ ବିଗ୍ ବି ଅମିତାଭ ବଚ୍ଚନ । ଦିଲ୍ଲୀ ଗୁଲମୋହର ପାର୍କ ସ୍ଥିତ ପୈତୃକ ବାସ ଭାବନ 'ସୋପାନ' କୁ ବିଗ୍ ବି ଅମିତାଭ୍ ବଚ୍ଚନ ବିକ୍ରି କରିଦେଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛି । ପ୍ରାୟ ୨୩ କୋଟି ଟଙ୍କାରେ ଅମିତାଭ ବଚ୍ଚନ ଘରକୁ ବିକ୍ରି କରିଛନ୍ତି ବୋଲି ଜଣାପଡିଛି ।…

[ଦେଖନ୍ତୁ ଭିଡିଓ] ପୋଲିସର ବର୍ବରତା, ବୃଦ୍ଧଙ୍କୁ ଲାତ

ଭୁବନେଶ୍ୱର: କିଛି ହାତଗଣତି କର୍ମଚାରୀଙ୍କ ଅମାନବୀୟ ବ୍ୟବହାର ପାଇଁ ବଦନାମ୍ ହେଉଛି ପୋଲିସ ବିଭାଗ । ସାଧାରଣ ଲୋକଙ୍କୁ କଥା ବଦଳରେ ମାଡ ଦେଇ କିଛି ପୋଲିସ କର୍ମଚାରୀ ନିଜ ଦବଦବା ଜାହିର କରିବାକୁ ଚେଷ୍ଟା କରିଥାନ୍ତି । ଏହି ପ୍ରୟାସରେ ଜଣେ ବୃଦ୍ଧଙ୍କୁ ପୋଲିସ ଲାତ ମାରିବାର ଭିଡିଓ ସୋସିଆଲ୍…

ନବଜାତ ଶିଶୁକୁ ହସ୍ପିଟାଲ ଶୌଚାଳୟରେ ଛାଡି କୁଆଡେ ଚାଲିଗଲା ମା’

ପୁରୀ : ଶିଶୁ କନ୍ୟାକୁ ଜନ୍ମ ଦେଇ ମା' କୁଆଡେ ଚାଲିଗଲା । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଏପରି ଅଭିବନୀୟ ଘଟଣା ଘଟିଛି ।ପ୍ରସୂତି ପାଇଁ ହସ୍ପିଟାଲରେ ଭର୍ତି ହୋଇଥିବା ଜଣେ ମହିଳା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଆଉଟ ଡୋର ଶୌଚାଳୟ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଇ କୁଆଡେ ଛୁ ମାରିଛନ୍ତି ।…

ଆସିଲା ରିପୋର୍ଟ , ଗଲ୍‌ୱାନ୍‌ ସଂଘର୍ଷରେ ୩୮ ଚୀନ ସୈନିକଙ୍କ ନଦୀରେ ବୁଡି ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ :ଗଲୱାନରେ ସଂଘର୍ଷ ବେଳେ ନଦୀରେ ଭାସିଯାଇ ୩୮ଜଣ ଚୀନ ସୈନିକଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।୨୦୨୦ ଜୁନ ୧୫ରେ ଲଦାଖର ଗଲୱାନ ଉପତ୍ୟାକାରେ ସଂଘର୍ଷ ବେଳେ ପ୍ରାୟ ୩୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଯାଇଛି । ଅଷ୍ଟ୍ରେଲିଆ ସମ୍ବାଦପତ୍ର ଦ କ୍ଲାକ୍ସନରେ ପ୍ରକାଶ…

ପାକିସ୍ତାନକୁ ନାକରେ କନ୍ଦେଇଲେଣି ବାଲୋଚିସ୍ତାନୀ ବିଦ୍ରୋହୀ

ଇସଲାମାବାଦ: ନିଜେ ବିଛାଇଥିବା ଜେଲରେ ଫସିଛି ପାକିସ୍ତାନ । ଦେଶ ଭିତରେ ଆଫଗାନିସ୍ତାନୀ ସମର୍ଥନ ଆତଙ୍କବାଦୀ ଏବଂ ଦେଶର ସୀମାରେ ବାଲୋଚିସ୍ତାନର ବିଦ୍ରୋହୀ ପାକିସ୍ତାନ ପାଇଁ ବଡ ମୁଣ୍ଡ ବ୍ୟାଥାର କାରଣ ସାଜିଛନ୍ତି । ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ପାଂଜଗୁର ଓ ନୁଶାକି ଅଂଚଳରେ ବାଲୋଚି…

ମା’ ହେବା ପରେ କାମକୁ ଫେରିଲେ ପ୍ରିୟଙ୍କା ,ପପୁଲାର ମାଗାଜିନର କଭର ପେଜରେ ବୋଲ୍ଡ ଲୁକରେ ନଜର ଆସିଲେ

ମୁମ୍ବାଇ : ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ ଥାନ୍ତି । ମା' ହେବା ପରେ ପୁଣି କାମକୁ ଫେରିଛନ୍ତି ପ୍ରିୟଙ୍କା ଚୋପ୍ରା । ଏକ ପପୁଲାର ମାଗାଜିନର କଭର ଫେଜ୍ ଫଟୋସୁଟରେ ପ୍ରିୟଙ୍କା ବୋଲ୍ଡ ଲୁକରେ ନଜର ଆସିଛନ୍ତି ।ଏହି କଭର ଫେଜରେ ପ୍ରିୟଙ୍କାଙ୍କ ଗ୍ଲାମରିଅସ୍ ଲୁକକୁ…

ଆଇପିଏଲ: ମିଡିଆ ରାଇଟ୍ସରେ ବିସିସିଆଇ ଆୟ କରିବ ୪୫ ହଜାର କୋଟି !

ମୁମ୍ବାଇ: ଆଇପିଏଲ ୨୦୨୨ର ମେଗା ନିଲାମ ଫେବୃୟାରୀ ୧୨ ଓ ୧୩ରେ ହେବ । ଏହି ଅବସରରେ ୨୦୨୩ରୁ ୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ନେଇ ମଧ୍ୟ ନିଲାମ ହେବ । ରିପୋର୍ଟ ମୁତାବକ ବିସିସିଆଇ ଏ ବାବଦକୁ ୪୦ ରୁ ୪୫ ହଜାର କୋଟି ଆୟ କରିବା ଲକ୍ଷ୍ୟରେ ରହିଛି । ୧୦ ଫେବୃୟାରୀ ପୂର୍ବରୁ ଇ-ନିଲାମୀ ମାଧ୍ୟମରେ…

ରାଜ୍ୟରେ ହାରାହାରି ୩୩% ଓମିକ୍ରନ୍ ଆକ୍ରାନ୍ତ, ଆସିଲା ଓମିସିୟୋର ଷ୍ଟଡି ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରୁ ହାରାହାରି ୩୩ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିସିୟୋର୍ ଷ୍ଟଡି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ରାଜ୍ୟରେ ଓମିସିୟୋର କିଟର ହାରାହାରି ୩୧ହଜାର ୬୬୬ ଜଣଙ୍କର ସାମ୍ପୁଲ୍ ଟେଷ୍ଟ କରାଯାଇଥିଲା । ସେଥିରୁ ୧୭ଶହ ୨୯ ଜଣଙ୍କର ପଜିଟିଭ୍ ବାହାରିଥିଲା ।…

ଆଜି ଦେଶରେ ସଂକ୍ରମଣ ବଢ଼ିଛି, କମିଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । ଯଦିଓ ଗତକାଲି ଅପେକ୍ଷା ଆଜି କେସ୍ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍, ୭୨ହଜାର ୪୩୩ କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ୬.୮ ପ୍ରତିଶତ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଚିହ୍ନଟ…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍: ୩୬୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ୪ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୨୯ ଆକ୍ରାନ୍ତ । କାରେଣ୍ଟିନରୁ ୨୧୧୫ ଓ ଲୋକାଲ୍…