Latest Odisha News

BREAKING NEWS

ପଦ୍ମ ପୁରସ୍କାର ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ ନେଇ ଶନିବାର ଘୋଷଣା କରିଛନ୍ତି ଓଡିଶା ସରକାର। ସରକାରୀ ସୂତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)…

ବିଜେଡି କାଉନସେଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ରେମୁନାରେ ଥିବା ଜଣେ ବିଜେଡି କାଉନସିଲରଙ୍କ ଘରୁ ଶନିବାର ଦିନ ଏକ ଚାରି ମାସର ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଶିଶୁଟିକୁ ବେଆଇନ ଭାବେ ସେଠାରେ ରଖାଯାଇଥିବା ଅଭିଯୋଗ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ ରେମୁନାରେ ୱାର୍ଡ ନମ୍ବର ୧୧ର ବିଜେଡି କାଉନସିଲରଙ୍କ…

ଦିନକୁ ୭ ଘଣ୍ଟାରୁ କମ୍ ଶୋଇବା ଭଲ ନା ଖରାପ ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ସୁସ୍ଥ ରହିବା ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଦ୍ରା ଅଭାବ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ। ଶୋଇବା ଆପଣଙ୍କୁ ପ୍ରତ୍ୟେକ ଦିନ କାମ ପାଇଁ ନୂତନ ଶକ୍ତି ଦେଇଥାଏ ଯାହା ସାହାଯ୍ୟରେ ଆପଣ ଦୈନନ୍ଦିନ କାର୍ଯ୍ୟ କରନ୍ତି। ଶୋଇବା ସମୟରେ ଆମ ଶରୀରରେ ଅନେକ ହରମୋନ୍ ନିର୍ଗତ ହୁଏ ଯାହା…

ଶ୍ରୀମନ୍ଦିରରେ ଜେଟିପିଙ୍କୁ ପିଟିଲେ ବଙ୍ଗୀୟ ଭକ୍ତ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର କିଛି ବଙ୍ଗାଳୀ ଭକ୍ତଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କିଛି କଥାକୁ ନେଇ ବଙ୍ଗୀୟ ଭକ୍ତଙ୍କ ସହ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅସଭ୍ଯ ଭାଷାରେ ଗାଳିଗୁଲଜ ପରେ…

ବଢାଉଛି ଚିନ୍ତା: ନବଜାତ ଶିଶୁଙ୍କ ଉପରେ ପଡୁନି ଆଣ୍ଟିବାୟୋଟିକ୍‌ର କୌଣସି ପ୍ରଭାବ !

ନୂଆଦିଲ୍ଲୀ: ଆଣ୍ଟିବାୟୋଟିକ୍ ପ୍ରତିରୋଧ ସାରା ବିଶ୍ୱରେ ଏକ ଗମ୍ଭୀର ସମସ୍ୟା ଭାବରେ ଉଭା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଏହି କାରଣରୁ ୨୦୫୦ ସୁଦ୍ଧା ବାର୍ଷିକ ୧୦ ନିୟୁତ ମୃତ୍ୟୁ ହେବାର ସମ୍ଭାବନା ରହିଛି। କିନ୍ତୁ ଏହି ସମସ୍ୟା ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି। ଏହି କାରଣରୁ ଆଜି…

ଆଇପିଏଲ ଖେଳିବାକୁ ଚାହୁଁଛନ୍ତି ଆଣ୍ଡରସନ, ଇଂଲଣ୍ଡ ବୋର୍ଡ ଉପରେ ଅସନ୍ତୁଷ୍ଟ

ଲଣ୍ଡନ: ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନ ଏବେ ପୂନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ଆଇପିଏଲର ମେଗା ନିଲାମରେ ଆଣ୍ଡରସନ ରେଜିଷ୍ଟର କରିବା ସମସ୍ତଙ୍କୁ ଚକିତ କରିଛି । ସେ ଏହି ଅବସରରେ କହିଛନ୍ତି ଯେ, ମୁଁ ଭଲ ଫର୍ମରେ ରହିଛି ଏବଂ ଫିଟ ମଧ୍ୟ ଅଛି । ଆହୁରି ଅନେକ ଦିନ କ୍ରିକେଟ ଖେଳିବା ଜାରୀ…

ଚାରିଆଡୁ ଫାଟିଲାଣି ଶ୍ରୀମନ୍ଦିର, ମେଘନାଦ ପାଚେରୀ ପରେ ଏବେ ଉତ୍ତର ଦ୍ବାର ଗୁମୁଟ

ପୁରୀ: ଓଡିଶାର ଐତିହ୍ୟ ତଥା ସାଢେ ୪ କୋଟି ଓଡିଆଙ୍କର ଗର୍ବ ପୁଣି ଶ୍ରୀଜଗନ୍ନାଥ ମନ୍ଦିର ଏବେ ବିପଦରେ । ମରାମତି ଏବଂ ରକ୍ଷଣାବେକ୍ଷଣା ଅଭାବରେ ଚାରିଆଡେ ଏବେ ଫାଟ ସୃଷ୍ଟି ହେଲାଣି । ପୂର୍ବରୁ ମେଘନାଦ ପାଚାରୀରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଥିବା ବେଳେ ଏବେ ଉତ୍ତର ଦ୍ବାର ଗୁମୁଟିରେ ଫାଟ…

ଝାଡ଼ଖଣ୍ଡରେ ଯୋଦ୍ଧାର ନାଁ କଳ୍ପନା

ନୂଆଦିଲ୍ଲୀ: ବର୍ଷେ ତଳେ ରାଜନୀତିର ଅ ଆ ଜାଣିନଥିଲେ । ଏବେ ରାଜନୀତି ମଇଦାନର ପୋଖତ ଖେଳାଳି । ତାଙ୍କ ଭାଷଣ ଶୁଣିବାକୁ ଖରାରେ ବି ଭିଡ ଲଗାନ୍ତି ଆଦିବାସୀ ମହିଳା, ତାଳିବର୍ଷାରେ ଅଭିବାଦନ ଜଣାନ୍ତି । କେତେବେଳେ ସାନ୍ତାଳୀ ତ କେତେବେଳେ ହିନ୍ଦୀରେ ଲୋକଙ୍କ ପାଇଁ କୁହନ୍ତି, ଲୋକଙ୍କ କଥା…

ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ…ଏମିତି ଧରାପଡିଲେ ସଇତାନ୍

ନୂଆଦିଲ୍ଲୀ: ଅସହାୟ ପୀଡିତା, ୩ ସଇତାନ୍ ଓ ଗଣଦୁଷ୍କର୍ମର ଭୟାବହ କାହାଣୀ। ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ୍ କରିବା ସହ ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅପରାଧ ପଛର କାହାଣୀ ଯେତିକି ଭୟାବହ ଅନୁସନ୍ଧାନ ବି ଥିଲା ସେତିକି…

‘୫ ମାସରେ ନୂଆ ଇତିହାସ ସୃଷ୍ଟି କଲେଣି ସରକାର’, କହି ତାତ୍ସଲ୍ୟ କଲେ ପ୍ରମିଳା

ଭୁବନେଶ୍ବର: ନୂଆ ସରକାର ଆସିବାର ଗତ ୫ ମାସ ଭିତରେ ବହୁ କିଛି ଘଟିଲାଣି । କେନ୍ଦୁଝର ଏବଂ କଟକରେ ଦୁଷ୍କର୍ମ, ଆମ୍ବ ଟାକୁଆ ଖାଇ ମୁତ୍ୟୁ । ଯାହା ୨୪ ବର୍ଷରେ ହୋଇନଥିଲା । ପରିବର୍ତ୍ତନ ଆଣିବୁ, ପରିବର୍ତ୍ତନ ଆଣିବୁ କହି ପୂରା ଇତିହାସ ହିଁ ବଦଳାଇ ଦେଲେ ବୋଲି କହି ନୂଆ…