୧୨ ବର୍ଷର ପୁରୁଣା ଲକି କାରକୁ ଅନ୍ତିମ ବିଦାୟ
ଅହମଦାବାଦ: ୧୨ ବର୍ଷର ପୁରୁଣା ଲକି କାରକୁ ଅନ୍ତିମ ବିଦାୟ।ଗୁଜୁରାଟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ନିଜର ପୁରୁଣା କାରକୁ କବାଡିବାଲାକୁ ଦେବା ପରିବର୍ତ୍ତେ ଏହାର ଅନ୍ତିମ ସଂସ୍କାରର ଆୟୋଜନ କରିଛନ୍ତି।
ଗୁଜୁରାଟର ଏକ କୃଷକ ପରିବାର ନିଜର ୧୨ବର୍ଷ ପୁରୁଣା…