କୁମ୍ଭୀର ଭର୍ତି ନଦୀରେ ପଡି ଯାଇଥିଲେ ମହାନ ଅଲରାଉଣ୍ଡର ଇଆନ ବୋଥାମ
ଲଣ୍ଡନ: ଇଂଲଣ୍ଡର ମହାନ ଅଲରାଉଣ୍ଡର ଇଆନ ବୋଥାମଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି । ବୋଥାମ କୁମ୍ଭୀର ଭର୍ତି ଥିବା ଏକ ନଦୀରେ ପଡି ଯାଇଥିଲେ । ଭାଗ୍ୟବଶତଃ ପାଣି ଭିତରେ ପଡିବା ସତ୍ୱେ ତାଙ୍କୁ କୁମ୍ଭୀର ଖାଇ ନ ଥିଲା । ସାଥୀ ଖେଳାଳି ମାର୍ଭ ହ୍ୟୁଜସ ଏବଂ ଅନ୍ୟମାନଙ୍କ ସହଯୋଗୁ ସେ ମୃତ୍ୟୁ…