Latest Odisha News

BREAKING NEWS

ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଇନଗତ ପୋଷ୍ୟ ଗ୍ରହଣ ହିଁ ପ୍ରତ୍ୟେକ ଶିଶୁକୁ ପରିବାର ଯୋଗାଇ ଦେବାର ପ୍ରକୃଷ୍ଟ ଉପାୟ। ଶିଶୁ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ହିତାଧିକାରୀଙ୍କ ସକ୍ରିୟ ସହଭାଗିତା ଦ୍ୱାରା ଏହାକୁ ନିଶ୍ଚିତ କରାଯାଇ ପାରି। ଆଜି ଏକଦିବସୀୟ ରାଜ୍ୟସ୍ତରୀୟ ପୋଷ୍ୟ ଗ୍ରହଣ ନିୟମାବଳୀ, ୨୦୨୨ ତାଲିମ…

ବୟଫ୍ରେଣ୍ଡ…ବ୍ଲାକମେଲିଂ…ଗଣଦୁଷ୍କର୍ମ !

କଟକ: ବୟଫ୍ରେଣ୍ଡ ଦେଇଥିଲା ବିଶ୍ବାସରେ ବିଷ ! ଆପତ୍ତିଜନକ ଭିଡିଓ ଦେଖାଇ ବ୍ଲାକମେଲିଂ ! କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ! ବନ୍ଧାହେଲେ ବୟଫ୍ରେଣ୍ଡ ସହ ୬ଅଭିଯୁକ୍ତ । କଟକରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଛାତ୍ରୀଙ୍କ ବୟଫ୍ରେଣ୍ଡ ଓ ତାଙ୍କ ସାଙ୍ଗମାନେ ମିଶି ତାଙ୍କୁ…

ଦେଶର ଦାନବୀରଙ୍କ ତାଲିକା ପ୍ରକାଶ; ଆଗରେ ରହିଛନ୍ତି ଶିବ ନାଦର

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ ଧନୀ ବ୍ୟକ୍ତି ଶିବ ନାଦର ୨୦୨୩-୨୪ ଆର୍ଥିକ ବର୍ଷରେ ଦାନବୀର ତାଲିକାରେ ଆଗରେ ରହିଛନ୍ତି। ଏଚସିଏଲ୍ ଟେକ୍ନୋଲୋଜି ପ୍ରତିଷ୍ଠାତା ତଥା ଭାରତୀୟ ବିଲିୟନେୟାର ନାଦାର ଚଳିତ ବର୍ଷ ଦାନ ସ୍ବରୂପ ୨୧୫୩ କୋଟି ଟଙ୍କା ଦାନ କରିଛନ୍ତି। ଗତ ବର୍ଷ ତୁଳନାରେ ଏହି ପରିମାଣ…

ଓଡିଶାରେ ପୁଣି ଲଭ୍ ଜିହାଦ୍: ଜଗତସିଂପୁର ଯୁବତୀଙ୍କୁ ଫସାଇଥିଲା କଶ୍ମୀର ଯୁବକ

ଭୁବନେଶ୍ବର: ରାଜ୍ୟରେ ପୁଣି ଏକ ଲଭ୍ ଜିହାଦ୍ ମାମଲା ସାମ୍ନାକୁ ଆସିଛି । ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କର ଜାଲ ବୁଣିଥିଲା କଶ୍ମୀର ଯୁବକ । ଯୁବତୀଙ୍କୁ କଶ୍ମୀର ନେବା ପାଇଁ ଭୁବନେଶ୍ବରରେ ଆସି ପହଞ୍ଜିଥିଲା । ହେଲେ ଧରିପକାଇଥିଲା ଭୁବନେଶ୍ବର ପୋଲିସ୍ । ବର୍ତ୍ତମାନ…

ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ

ନୂଆଦିଲ୍ଲୀ: ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ଏହାର ନାମ ଆଂଶିକ କାର୍ଯ୍ୟ ଦିବସ ବା ‘ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ’ ରଖାଯାଇଛି। ତେବେ ଯେତେବେଳେ ଅନେକ ବିଭାଗ କୋର୍ଟର ଦୀର୍ଘ ଛୁଟିଦିନ ଉପରେ ପ୍ରଶ୍ନ ଉଠାଇଥିଲେ ସେତିକିବେଳେ…

ଭିଜିଲାନ୍ସ ହାତରେ ଡାକ୍ତର ବାବୁ, ସାଙ୍ଗରେ ଅଛନ୍ତି ଫାର୍ମାସିଷ୍ଟ

କୋରାପୁଟ: ଲାଞ୍ଚ ନେବା ପଡିଲା ମହଙ୍ଗା l ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର ବାବୁ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ବଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ଙ୍କୁ ଧରିଛି ଭିଜିଲାନ୍ସ l ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା…

ଆମ୍ବ ଟାକୁଆ ଟ୍ରାଜେଡି; ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି

ଭୁବନେଶ୍ବର: କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଗୋଟେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା…

ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ପାଇଁ ରେଳବାଇର ୩କୋଟି କ୍ଷତି

ନୂଆଦିଲ୍ଲୀ: ଦୁନିଆରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା ଏବଂ ଏହାର ପ୍ରଭାବ ପରିବାର ଉପରେ ମଧ୍ୟ ପଡିଥାଏ। କିନ୍ତୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ପାଇଁ ଭାରତୀୟ ରେଳବାଇ ପ୍ରଭାବିତ ହୋଇଛି। କେବଳ ଏତିକି ନୁହେଁ ସ୍ୱାମୀଙ୍କୁ…

ଟ୍ରେନରେ ନିଜପାଇଁ ତିଆରି କରିଦେଲେ ଖଟିଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆମ ଦେଶରେ ଭ୍ରମଣ କରିବାର ସବୁଠାରୁ ଲୋକପ୍ରିୟ ମାଧ୍ୟମ ହେଉଛି ବସ୍ କିମ୍ବା ଟ୍ରେନ୍। ତେବେ ଏଥିରେ ସବୁବେଳେ ଭିଡ ଲାଗିରହିଥାଏ। ପର୍ବପର୍ବାଣିରେ ଘରକୁ ଯିବାପାଇଁ କୌଣସି ପ୍ରକାରେ ବସ୍ ରେ ଟିକେଟ ମିଳିଯାଏ କିନ୍ତୁ ଟ୍ରେନ୍ ପାଇଁ ମାସକ ପୂର୍ବରୁ ରିଜର୍ଭ କରିବାକୁ ପଡିଥାଏ। ତା'…

୨୦୩୬ ସୁଦ୍ଧା ଓଡିଶା ହେବ ମହିଳା ବିରୋଧୀ ଅପରାଧ ମୁକ୍ତ ରାଜ୍ୟ: ମନ୍ତ୍ରୀ

ଭୁବନେଶ୍ବର: କଟକରେ ବ୍ଲାକମେଲ କରି ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୁରୁଷ ବନ୍ଧୁଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ମହିଳା ବିରୋଧୀ ଅପରାଧରେ ଦୃଢ…