ଓଲଟିଲା ଯାତ୍ରୀବାହୀ ବସ୍; ଚାଳକ ମୃତ, ୩୦ ଯାତ୍ରୀ ଆହତ
ଦଶପଲ୍ଲା: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡା ଛକରେ ଦୁର୍ଘଟଣା । ରାସ୍ତା କଡରେ ଥିବା ଏକ ଗଛକୁ ପିଟି ହୋଇ ଏଲଟିପଡିଲା ଯାତ୍ରୀବାହୀ ବସ୍ । ଫଳରେ ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବା ସୂଚନା…