୯୦ ଦଶକ ବଲିଉଡର ରହସ୍ୟ ଉଜାଗର କଲେ ସୋନାଲୀ ବେନ୍ଦ୍ରେ
ମୁମ୍ବାଇ: ୯୦ ଦଶକରେ ବଲିଉଡ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ତାଙ୍କ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ଏବେ ସେ ୱେବ ସିରିଜ ଦି ବ୍ରୋକେନ ନ୍ୟୁଜ ଦ୍ୱିତୀୟ ସିଜନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଅବସରରେ ୯୦ ଦଶକରେ କିପରି ନିର୍ମାତାମାନେ…