Latest Odisha News

BREAKING NEWS

୨୫ ବର୍ଷ ହେବ ଚିନି ଖାଇ ନାହାନ୍ତି ଏହି ହୀରୋ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଜନ ଆବ୍ରାହାମ ଉଭୟ ମଡେଲିଂ ଏବଂ ଫିଲ୍ମକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ସର୍ବଦା ନିଜ ଫିଟନେସକୁ ଗୁରୁତ୍ୱ ଦେଇଥାନ୍ତି । ନିକଟରେ ପାକିସ୍ତାନୀ କଳାକାର ଏଲୀ ଖାଁ ତାଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ଏକ…

ବିଜେଡି ଉପରେ ବର୍ଷିଲେ ଅପରାଜିତା, କହିଲେ, ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନାଁ ନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡ଼ ବାବୁ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସାନ ବାବୁ କହି ଟାର୍ଗେଟ୍ କରିଛନ୍ତି ।…

ଅତାବିରା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଭିଷେକ

ବରଗଡ଼: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ ପର୍ବ । ନିଜ ନିଜ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନିର୍ବାଚିତ ପ୍ରାର୍ଥୀ । ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର…

ହିନ୍ଦୁ ବିବାହ କେବଳ ନାଚଗୀତ,ଭୋଜିଭାତ କରିବାର ଉତ୍ସବ ନୁହେଁ: ସୁପ୍ରିମ କୋର୍ଟ

ନୂଆଦିଲ୍ଳୀ: ହିନ୍ଦୁ ବିବାହକୁ ନେଇ କିଛି  ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମ କୋର୍ଟ । ହିନ୍ଦୁ ବିବାହ କେବଳ ନାଚଗୀତ, ଭୋଜିଭାତ ଓ ମଜାମସ୍ତି କରିବାର ଉତ୍ସବ ନୁହେଁ । ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ଏକ ପବିତ୍ର ଅନୁଷ୍ଠାନ । ସାତ ଫେରା ବିନା ଯଦି କୌଣସି ବିବାହ ହେଉଛି…

ପୁଣି ଫେରିଲା ‘ବାହୁବଳୀ’, ରାଜାମୌଲୀ ଦେଖାଇଲେ ଏହାର ପ୍ରଥମ ଝଲକ

ମୁମ୍ବାଇ: ‘ବାହୁବଳୀ’, ‘ବାହୁବଳୀ ୨’ ପରେ ଏବେ ଧୁମ ମଚେଇବ ‘ବାହୁବଳୀ, ଦ କ୍ରାଉନ ଅଫ୍ ବ୍ଲଡ୍’ । ଖୁବଶୀଘ୍ର ଆସିବାକୁ ଯାଉଛି ‘ବାହୁବଳୀ, ଦ କ୍ରାଉନ ଅଫ୍ ବ୍ଲଡ୍’ । ଏସ୍ ଏସ୍ ରାଜାମୌଲୀଙ୍କ ‘ବାହୁବଳୀ’ ଏବଂ ‘ବାହୁବଳୀ ୨’ ର ବଡ ସଫଳତା ପରେ ଏବେ ସେ ତାଙ୍କର ପ୍ରଶଂସକମାନଙ୍କୁ ପୁଣି ଏକ ବଡ…

‘କେହି ଭୟଭୀତ ନାହାନ୍ତି, ୨୪ ଘଣ୍ଟା ମଧ୍ୟରେ ଆମେଠୀ ଓ ରାୟବରେଲି ପାଇଁ ହେବ ପ୍ରାର୍ଥୀ ଘୋଷଣା’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି । ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମେତ ଦେଶର ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଦେଶବାସୀ ବିଶେଷ କରି ଆମେଠୀ ଏବଂ ରାୟବରେଲି ର ଜନତାଙ୍କ ନଜର…

ନାମାଙ୍କନ ଭରିଲେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ  କରିଛନ୍ତି  । ଏହି ଅବସରରେ ବିଶାଳ ଶୋଭାଯାତ୍ରା…

ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ ମାମଲା, ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ: ବଲିଉଡ ତାରକା ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ ଘଟଣାରେ ସାମ୍ନାକୁ ଆସିଛି ଏକ ବଡ ଖବର । ପୋଲିସ କଷ୍ଟଡି ଭିତରେ ଆତ୍ମହତ୍ୟା କରିଛନ୍ତି ଫାୟାରିଂ କେସ୍‌ରେ ଧରାପଡିଥିବା ଜଣେ ଅଭିଯୁକ୍ତ । ଆତ୍ମହତ୍ୟା କରିଥିବା ଅଭିଯୁକ୍ତର ନାମ ଅନୁଜ ଥାପନ ବୋଲି ଜଣାପଡିଛି । ଅଭିଯୁକ୍ତ ଅନୁଜ…

ବିରାଟ ପଟୁଆରରେ ଆସି ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିଲେ ରିତା ସାହୁ

ବିଜେପୁର: ବରଗଡ଼ ନିର୍ବାଚନ ଅଧିକାରୀ ଶୁଶାନ୍ତ କୁମାର ସିଂ ଠାରେ ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ରିତା ସାହୁ । ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟିକା ପ୍ରାର୍ଥୀନୀ ଭାବେ ରିତା ସାହୁ ନାମାଙ୍କନ ପତ୍ର ଦାଖଲ କଲେ । ରୀତା ସାହୁଙ୍କ ସହ ଶୋଭାଯାତ୍ରାରେ ବିଜେଡି ସାଂସଦ…

କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ଏଠାରେ ବିରୋଧୀର ସ୍ଥିତି ନାହିଁ

ଗଞ୍ଜାମ: ସାଧାରଣ ନିର୍ବାଚନ ପାଇଁ ଜୋରଦାର ଚାଲିଛି ରାଜନେତାଙ୍କ ପ୍ରଚାର । ଏହାରିଭିତରେ ବିଜେଡି ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା…