Latest Odisha News

BREAKING NEWS

ଆସନ୍ତାକାଲି OSSTET ପରୀକ୍ଷା

କଟକ : ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଏସଏସଟିଇଟି । ସକାଳ ୯ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ହେବ । ସେହିପରି ଦିନ ୧ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ହେବ । ପେପର-୧ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ…

ପେଗାସସ ଜାସୁସୀ ମାମଲାର ନୂଆମୋଡ, ଫୋନ ହ୍ୟାକ ଘଟଣାରେ ଗଠନ ହେବ ତଦନ୍ତ କମିଶନ

ଜେରୁସେଲମ : ପେଗାସସ ଜାସୁସୀ ମାମଲାର ନୂଆମୋଡ । ବିଶ୍ବର ବହୁ ନେତା, ମନ୍ତ୍ରୀ, ରାଜନୀତିଜ୍ଞ, କୂଟନୀତିଜ୍ଞ, ମାନବାଧିକାର କର୍ମୀ, ବିଚାରପତିଙ୍କ ଫୋନ ହ୍ୟାକ ଘଟଣାରେ ଗଠନ ହେବ ତଦନ୍ତ କମିଶନ । ଏନେଇ ଘୋଷଣା କରିଛନ୍ତି ଇସ୍ରାଏଲ ସରକାର । ଏପରିକି ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ…

ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର : ପୁରୀ ଆସିବେ ରାମନାଥ କୋବିନ୍ଦ । ଆସନ୍ତା ୨୦ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ସରକାରୀ ଭାବରେ କୌଣସି ସ୍ପଷ୍ଟସୂଚନା ମିଳିନାହିଁ । ଚୈତନ୍ୟ ଗୌଡୟୀ ମଠ ବା ବୈଷ୍ଣବ ଗୈଡୀୟ ମଠର କାର୍ଯ୍ୟକ୍ରମ ସରଧା ବାଲିରେ ଅନୁଷ୍ଠିତ ହେବ ।ଏହି ଭବ୍ୟ…

ୟୁକ୍ରେନରୁ ବିଦାୟ ନେଇପାରନ୍ତି ଆମେରିକୀୟ ଯବାନ

ଓ୍ବାସିଙ୍ଗଟନ୍ : ୟୁକ୍ରେନରୁ ବିଦାୟ ନେଇପାରନ୍ତି ସମସ୍ତ ଆମେରିକୀୟ । ଆମେରିକା ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି, ଯୁଦ୍ଧମୁହାଁ ୟୁକ୍ରେନରୁ ତୁରନ୍ତ ବିଦାୟ ନେବା ଆମେରିକୀୟଙ୍କ ଲାଗି ଠିକ୍ ପଦକ୍ଷେପ ହେବ । ଜର୍ମାନ ଚାନସେଲର ଓଲାଫ ସ୍କଜଙ୍କ ସହ ଆଲୋଚନା ବେଳେ ଏନେଇ ସୂଚନା ଦେଇଛନ୍ତି ବିଡେନ…

[ଦେଖନ୍ତୁ ଭିଡିଓ] ମଇଦାନରେ ହେଭିୱେଟ୍, ଜୋରଦାର ପ୍ରଚାର ପ୍ରସାର

ଜଗତସିଂହପୁର: ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ଚାଲିଛି ପ୍ରଚାର । ମଇଦାନରେ ଦଳ ଦଳ ମଧ୍ୟରେ ଟକ୍କର । ତେବେ ବାଜି ମାରିବ କିଏ? ତାକୁ ନେଇ ଚାଲିଛି ଛକା ପଞ୍ଝା । ଜିଲ୍ଲା ନାଉଗାଁ ବ୍ଲକର ଜିଲ୍ଲାପରିଷଦ ୧ ନମ୍ବର ଜୋନରେ ପ୍ରଚାର ପ୍ରସାର ଜୋରଦାର ହେଉଥିବାର ଦେଖାଦେଉଛି । ଚଳିତ ନିର୍ବାଚନରେ…

ଯବାନଙ୍କ ହିମ ସମାଧି: ୨ ଦିନ ପରେ ମିଳିଲା ୭ଜଣଙ୍କ ମୃତ ଦେହ

ଇଟାନଗର: ଅରୁଣାଚଳର କାମେଙ୍ଗ ସେକ୍ଟରରେ ନିଖୋଜ ୭ ଯବାନଙ୍କ ମୃତ ଦେହ ଆଜି ମିଳିଛି । ଏ ନେଇ ସେନା ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ପ୍ୟାଟ୍ରେଲିଂ କରୁଥିବା ବେଳେ ସେମାନଙ୍କ ଉପରେ ବରଫ ଅତଡା ଖସି ପଡିଥିଲା । ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏକ ସ୍ୱତନ୍ତ୍ର ଟିମ ଯାଇ ସେମାନଙ୍କୁ…

୧୨ରୁ ଲିଙ୍ଗରାଜ ମନ୍ଦିର ସହ ଖୋଲିବ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର : ଏଣିକି ସମସ୍ତ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରିବେ । ରାଜ୍ୟରେ କରୋନା ମହାମାରୀର ତୃତୟୀ ଲହର ହ୍ରାସ ପାଇବା ପରେ ଭୁବନେଶ୍ୱରେ ଆସନ୍ତା ୧୨ ତାରିଖରୁ ପ୍ରଭୁ ଲିଙ୍ଗରାଜଙ୍କ ସମେତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ । ଏନେଇ…

ଡିଜିଟାଲ୍ ଇଣ୍ଡିଆର ଜ୍ୱଳନ୍ତ ଉଦାହରଣ “ଡିଜିଟାଲ୍ ଭିକାରୀ”

ଭୁବନେଶ୍ୱର: ରାସ୍ତାଘାଟରେ, ବସଷ୍ଟାଣ୍ଡରେ ଅବା ମନ୍ଦିର କିମ୍ବା ରେଳବାଇ ଷ୍ଟେସନରେ ଆମେ ଅଧିକାଂଶ ସମୟ ଭିକାରୀ ମାନଙ୍କୁ ଦେଖିବାକୁ ପାଇଥାଉ । ସାଧାରଣତଃ ସେମାନେ ୨ ଟଙ୍କାଠାରୁ ଆରମ୍ଭ କରି ୫ଟଙ୍କା କିମ୍ବା ୧୦ ଟଙ୍କା ନଗଦ ଆକାରରେ ମାଗିଥାନ୍ତି । ହେଲେ ବିହାରରେ ଏମିତି ଜଣେ ଭିକାରୀ ଅଛନ୍ତି…

ନୟାଗଡ ମେଡିକାଲରେ ଶିଶୁ ବିକ୍ରି ମାମଲା , ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୟାଗଡ : ନୟାଗଡ ମେଡିକାଲେର ନବଜାତ ଶିଶୁ ବିକ୍ରି ମାମଲା । ଶିଶୁକୁ ବିକ୍ରି କରିଥିଲେ ନର୍ସ ଓ ଆଶାଦିଦି । ଏହି ଘଟଣାରେ ସଂପୃକ୍ତ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶା କର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ ମୁଖ୍ୟ ଚିକିତ୍ସାଳୟର ନର୍ସ କମଳା ଦେଇ ,…

[ଦେଖନ୍ତୁ ଭିଡିଓ] ପ୍ରେମ ସପ୍ତାହରେ ଆଜି ‘ପ୍ରପୋଜ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଚକୋଲେଟ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର । ଆଉ ଏବେ ଏହି ପ୍ରେମ…