Latest Odisha News

ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କଲା ଆମେରିକା

ଓ୍ବାସିଙ୍ଗଟନ୍ : ପୁଣି ବିଶ୍ବର ଦୁଇ ସୁପରପାଓ୍ବାରଙ୍କ ମଧ୍ୟରେ ଘନେଇଲା ବିବାଦ । ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କରିଛି ଆମେରିକା । କୋଭିଡ ନିୟମ ଅନୁସାରେ ଆମେରିକାର ବିମାନ ଉପରେ ଚୀନ କଟକଣା ଜାରି କରିବା ପରେ ଯେସାକୁ ତେସା ନୀତିରେ ଆମେରିକା ଏଭଳି ପଦକ୍ଷେପ ନେଇଛି । ବିଦେଶରୁ…

ସାଧାରଣତନ୍ତ୍ର ଦିବସ ପାଇଁ ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା

ନୂଆଦିଲ୍ଲୀ : ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜିଠାରୁ ବନ୍ଦ ହୋଇଛି ଦିଲ୍ଲୀର ଐତିହାସିକ ଲାଲକିଲ୍ଲା । ଆସନ୍ତା ୨୬ ତାରିଖ ଯାଏ ଲାଲକିଲ୍ଲା ଭିତରକୁ ଯାଇପାରିବେ ନାହିଁ ସାଧାରଣ ନାଗରିକ ଓ ପର୍ଯ୍ୟଟକ । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର…

[ଭିଡ଼ିଓ] ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ କଟକରୁ ଭୁବନେଶ୍ୱର ଗ୍ରୀନ୍ କରିଡର

କଟକ : କଟକ SCB ମେଡିକାଲ୍‌ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ହୋଇଛି । ଆଜି ସକାଳ ପ୍ରାୟ ୯ଟା ସମୟରେ ଗ୍ରୀନ୍‌ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍‌ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା । ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବାର…

ବ୍ରିଟେନରେ ଠାବ ହେଲା ଓମିକ୍ରନର ନୂଆ ଭାରିଆଣ୍ଟ

ବ୍ରିଟେନ୍ : ବ୍ରିଟେନରେ ଠାବ ହୋଇଛି ଓମିକ୍ରନର ନୂଆ ଭାରିଆଣ୍ଟ । ଏହାକୁ ନେଇ ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସି ପକ୍ଷରୁ ଚିନ୍ତା ପ୍ରକଟ ହୋଇଛି । ଏହି ନୂଆ ଭାରିଆଣ୍ଟର ନାଁ BA.2 ରଖାଯାଇଛି । ଏହି ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ଜାରି ରହିଛି ଏବଂ ଏହାକୁ ଭାରିଆଣ୍ଟ ଅଫ…

ଆଖିରୁ ଜଣାପଡିବ କେବେ ହେବ ମୃତ୍ୟୁ !

ଭୁବନେଶ୍ୱର: ମଣିଷର ଆଖି ବହୁତ କିଛି କହିଥାଏ । ଏବେ ଏହାକୁ ଦେଖି ମଣିଷର ମୃତ୍ୟୁ କେବେ ହେବ ତାହା ଆକଳନ କରାଯାଇ ପାରିବ ବୋଲି ଜଣାପଡିଛି । ଇଂଲଣ୍ଡର ଏକ ବୈଜ୍ଞାନିକ ଏ ଭଳି ଏକ ଗବେଷଣା କରିଛନ୍ତି ଯେ, ଆଖିର ରେଟିନାକୁ ଦେଖି ମୃତ୍ୟୁର ପ୍ରକୃତ ସମୟ ଜଣାଯାଇ ପାରିବ । ସ୍ୱାସ୍ଥ୍ୟ ଅବସ୍ଥା ଆକଳନ…

[ଭିଡ଼ିଓ] ସୋର ବସ୍ ଦୁର୍ଘଟଣାରେ ୮ମୃତ, ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଡ ଧରଣର ବସ ଦୁର୍ଘଟଣା । ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବିଦୁ ଛକ ନିକଟରେ  ମର୍ମନ୍ତୁଦ ବସ ଦୁର୍ଘଟଣା । ଦୁର୍ଘଟଣାରେ ୮ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପରିବାର ବର୍ଗଙ୍କୁ ଗଭୀର…

୨୬୨ କଏଦୀ ପଜିଟିଭ, ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ କରିବାକୁ ଦାବି

ଥିରୁଅନନ୍ତପୁରମ: କେରଳ ରାଜ୍ୟର ପୂଜାପୋରା କେନ୍ଦ୍ରୀୟ ଜେଲରେ କରୋନା ବିସ୍ଫୋରଣ । ଏହି ଜେଲରେ ରହୁଥିବା କଏଦୀଙ୍କ ମଧ୍ୟରୁ ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା କଏଦୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଖବର ଅନୁସାରେ, ଗତ ୩ଦିନ ପୂବର୍ବରୁ ପୂଜାପୋରା ଜେଲରେ ରହୁଥିବା ୯୩୬…

ଭାରସାମ୍ୟ ହରାଇ ଓଲଟିଲା କାର , ଡ୍ରାଇଭର ମୃତ, ୨ଗୁରୁତର

ପାରାଦୀପ : ପାରାଦୀପରେ ମର୍ମନ୍ତୁଦ ଦୁର୍ଘଟଣା । ପାରାଦୀପ ଗଡଚୁନ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ କାର ଓଲଟି ପଡିିଛି ।ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଛି । ଗାଡିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ପ୍ରଥମେ ଅଠରବାଙ୍କୀ ଓ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ସୋରୋ ବସ୍ ଦୁର୍ଘଟଣା ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର : ବାଲେଶ୍ବର ସୋରରେ ମର୍ମନ୍ତୁଦ ଦୁର୍ଘଟଣା । ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଆହତ ହୋଇଥିବା ୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ…

ବାଲେଶ୍ବରରେ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୮ ମୃତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା । ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଘରୋଇ ବସ । ମର୍ମନ୍ତୁଦ ବସ ଦୁର୍ଘଟଣାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ…