ସାଙ୍ଗକୁ ବାଣ ପେଟି ଉପରେ ବସାଇ ନିଆଁ ଲଗାଇଦେଲେ, ଆଉ ତା’ପରେ.
ବେଙ୍ଗାଲୁରୁ: ଦିପାବଳୀ ଅବସରରେ କିଛି ପିଲାମାନେ ନିଜ ବନ୍ଧୁଙ୍କ ସହ ଏଭଳି ଥଟ୍ଟାମଜା କରିଛନ୍ତି ଯେ ତାଙ୍କର ଜୀବନ ଚାଲିଯାଇଛି।
ଏଭଳି ଏକ ଘଟଣା ବେଙ୍ଗାଲୁରୁରେ ଘଟିଛି। ମୃତ ଯୁବକଙ୍କର ବୟସ ୩୨ ବର୍ଷ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ୩୨ ବର୍ଷୀୟ ଶବାରିଶ ଓ ତାଙ୍କ…