Latest Odisha News

BREAKING NEWS

ରାଜ୍ୟ ରାଜନୀତିରେ କମ୍ପନ: ପୁଣି ବିସ୍ଫୋରକ ବୟାନ ଦେଲେ ମୁନା ଖାଁ

ନବରଙ୍ଗପୁର: ପୁଣି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ବିଜେଡି ରାଜ୍ୟସଭା ସାଂସଦ ମୁନାଁ ଖାଁଙ୍କ ବୟାନ । ବିଜେପିର ୧୪ ବିଧାୟକ କାଳେ ବିଜେଡି ଲିଙ୍କରେ ଅଛନ୍ତି ବୋଲି ଦାବି କରିଛନ୍ତି ମୁନା । ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନବରଙ୍ଗପୁରରେ ଆୟୋଜିତ ଏକ…

ହିଜାବ ବିରୋଧରେ ଛାତ୍ରୀଙ୍କ ଅଜବ ପ୍ରତିବାଦ

ନୂଆଦିଲ୍ଲୀ: ଇରାନରେ ହିଜାବକୁ ବିରୋଧ କରି ଶନିବାର ଦିନ ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ନିଜର ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ ଇରାନରେ ହିଜାବ ଏବଂ ଡ୍ରେସ କୋଡ୍ ସମ୍ବନ୍ଧରେ କଡା ନିୟମ ଅଛି…

ଝାଡ଼ଖଣ୍ଡରେ ଲଢେଇର ନାଁ ‘ଅସ୍ମିତା’

ନୂଆଦିଲ୍ଲୀ: ଓଡିଶା ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଅସ୍ମିତା ପ୍ରସଙ୍ଗ । ବିଜେପିର ରୋଟି, ମାଟି, ବେଟି ବନାମ ଜେଏମଏମର ଝାଡ଼ଖଣ୍ଡ ଅସ୍ମିତା । ଲୋକସଭା ଲଢେଇରେ ଆଦିବାସୀ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପିକୁ ମାତ୍ ଦେଇଥିବା ଜେଏମଏମ୍ ବିଧାନସଭା ନିର୍ବାଚନରେ ବି ସମାନ ଫର୍ମୂଲା…

ସାମ୍ବାଦିକଙ୍କ ଫୋନ କାହିଁକି ଛଡ଼ାଇଲେ ରାଜପାଲ ଯାଦବ… 

ମୁମ୍ବାଇ: କମେଡିଆନ ରାଜପାଲ ଯାଦବ ନିଜ ଅଭିନୟ ମାଧ୍ୟମରେ ଲୋକଙ୍କୁ ହସାଇଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କର ଏଭଳି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯିବେ। ରାଜପାଲ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଅଭିନେତା…

ବକ୍ସ ଅଫିସରେ ଧମାଲ କରୁଛି ‘ଭୁଲ ଭଲୈୟା-୩’ ଓ ‘ସିଙ୍ଗହମ୍ ଏଗେନ୍’: ଦ୍ୱିତୀୟ ଦିନରେ କାହାର…

ମୁମ୍ବାଇ: ନଭେମ୍ବର ୧ ଶୁକ୍ରବାର ସିନେମା ପ୍ରେମୀଙ୍କ ପାଇଁ ଏକ ବିଶେଷ ଦିନ ଥିଲା। କାରଣ ଦିପାବଳୀ ସହ ବିଶ୍ୱର ସମସ୍ତ ପ୍ରେକ୍ଷାଳୟରେ ଚଳିତ ବର୍ଷର ଦୁଇଟି ବଡ ଚଳଚ୍ଚିତ୍ର ମଧ୍ୟରେ ଏକ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ କାର୍ତ୍ତିକ ଆର୍ଯ୍ୟଙ୍କ ଭୟଙ୍କର କମେଡି ଫିଲ୍ମ…

ନଭେମ୍ବର ୯ରେ ୫ ଘଣ୍ଟା ପାଇଁ ବନ୍ଦ ରହିବ କେରଳ ବିମାନବନ୍ଦର

ଥିରୁବନନ୍ତପୁରମ୍: ନଭେମ୍ବର ୯ ରେ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ୧୯୩୨ ମସିହାରୁ ଏହି ନିୟମ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଦୁଇଥର ଏଠାରେ ବିମାନ ଚଳାଚଳ ବନ୍ଦ ହୋଇଥାଏ। ଏହି ସମୟ ମଧ୍ୟରେ ମନ୍ଦିର ପକ୍ଷରୁ ଏକ ଶୋଭାଯାତ୍ରା ରନୱେ ଦେଇଯାଇଥାଏ। ତେବେ…

ମେଘନାଦ ପାଚେରୀରେ ଫାଟ: ଶବ୍ଦ ଭେଦ କରିପାରୁନଥିଲା, ହେଲେ ପାଣି ଗଳୁଛି…

ପୁରୀ: ଶ୍ରୀମନ୍ଦିରର ସୁଉଚ୍ଚ ସୁଦୀର୍ଘ ସୁରକ୍ଷା ପାଚେରୀ । ୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭାବରେ କାହିଁ କେତେ ଯୁଗରୁ ଛିଡା ହୋଇଆସିଛି । ନାଁ ତାର ମେଘନାଦ ପାଚେରୀ । ପୁରାଣ କହେ  ଏହା ସମୁଦ୍ରର ଘୁ ଘୁ ଶବ୍ଦକୁ ମଧ୍ୟ ଶ୍ରୀମନ୍ଦିର…

ଆମ୍ବଟାକୁଆ ଜାଉ ଘଟଣା: ଦୁଇ ଗୁରୁତର ଏସସିବି ସ୍ଥାନାନ୍ତର

କଟକ: କନ୍ଧମାଳରେ ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା । କଟକ ଏସସିବିରେ ଭର୍ତ୍ତି ହେଲେ ଦୁଇ ଗୁରୁତର । ଗୁରୁତର ଟୁନି ମାଝୀ ଓ ଜିତା ମାଝୀ ଏସସିବି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏମକେସିଜିରୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ଏହି ଦୁଇ ଜଣ…

ସପ୍ତମାତୃକା ବେଶର ଚତୁର୍ଥ ଦିନ: ସିଂହବାହିନୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ବେଶ ଅନୁଷ୍ଠିତ ହୋଇଛି। ଶାନ୍ତ ସ୍ଵରୂପା ମାଆ ଭଦ୍ରକାଳୀ ଆଜି ସିଂହବାହିନୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।…

ଅମୃତସର-ହାୱଡା ଟ୍ରେନରେ ବିସ୍ଫୋରଣ, ଚଳନ୍ତା ଗାଡିରୁ ଡେଇଁ ପଡିଲେ ଯାତ୍ରୀ

ଫତେହଗଡ: ପଞ୍ଜାବର ଫତେହଗଡ ସାହିବରେ ଅମୃତସର-ହାୱଡା ଟ୍ରେନରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୦.୩୦ ସମୟରେ ଅମୃତସରରୁ ହାୱଡା ଅଭିମୁଖେ ଯାଉଥିବା ଏକ ଟ୍ରେନର କୋଚରେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦ ଶୁଣି ଲୋକମାନେ…