Latest Odisha News

BREAKING NEWS

ଏଣିକି ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି

ଭୁବନେଶ୍ବର: ଏବେ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି । ଉଭୟ ଖଳ ପ୍ରକୃତିର ଡିଲର ଓ ହିତାଧିକାରୀଙ୍କୁ କରିବ ସାବାଡ୍ । ତେବେ ଖାଉଟି ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅଭିଯୋଗ ଆସିବା ପରେ ଏବେ ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ଅତ୍ୟାଧୁନିକ ଓଜନ…

ରିଭିଲ୍ ହେଲା ଦୀପିକା-ରଣଭୀରଙ୍କ ଝିଅର ନାଁ, ସେୟାର କଲେ ଝିଅର ପ୍ରଥମ ଝଲକ

ମୁମ୍ବାଇ: ରିଭିଲ୍ ହେଲା ବଲିଉଡ୍ ଅଭିନେତ୍ରୀଦୀପିକା ପାଦୁକୋନ ଏବଂ ରଣଭୀର ସିଂହଙ୍କ ଝିଅର ନାଁ। ଏହାସହ ଦୀପିକା ଏବଂ ରଣଭୀର ସିଂ ଶୁକ୍ରବାର ଦିନ ନିଜ ଝିଅର ପ୍ରଥମ ଝଲକ ସେୟାର କରିଛନ୍ତି। ସେପ୍ଟେମ୍ବରରେ ଦୀପିକା ଏବଂ ରଣଭୀର ସେମାନଙ୍କର ଶିଶୁ କନ୍ୟାକୁ ସ୍ୱାଗତ କରିଥିଲେ। ଏବେ ଫ୍ୟାନ୍ସଙ୍କ…

ଗମ୍ଭୀର ସମସ୍ୟା: ୨୪ ବର୍ଷ ପରେ ଘରେ ଟିମ ଇଣ୍ଡିଆର ଲଜ୍ଜ୍ୱାଜନକ ହ୍ୱାଇଟୱାଶ

ମୁମ୍ବାଇ: ୱାଙ୍ଖେଡରେ ଭାରତକୁ ୨୫ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ୩ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ ସୁଇପ କରିଛି । ଏଥିସହ ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଭାରତ ୩ କିମ୍ବା ଅଧିକ ମ୍ୟାଚରେ ହ୍ୱାଇଟୱାଶ ହୋଇଛି । ୨୦୦୦ରେ ଦକ୍ଷିଣ ଆଫ୍ରିକା ୨-୦ରେ ଭାରତକୁ ପରାସ୍ତ କରିଥିଲା ।…

ଝାଡଖଣ୍ଡରେ ବିଜେପିର ଇସ୍ତାହାର: ‘ମାଗଣା ସିଲିଣ୍ଡର’ କୁ ‘ଗୋଗୋ ଦିଦି’ ଭାରି ପଡିପାରେ…

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା । ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋର ସୋରରେ ଲାଗିପଡିଛନ୍ତି ଉଭୟ ହେମନ୍ତ ସରକାର ଏବଂ ବିଜେପି । ଏହାରି ଭିତରେ ବିଜେପି ତାର ମାଷ୍ଟର କାର୍ଡ ତଥା ଝାଡ଼ଖଣ୍ଡ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି । ରାଞ୍ଚିରେ…

‘୧୦ ଦିନ ଭିତରେ ଇସ୍ତଫା ଦିଅ ନଚେତ୍…’ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଏଭଳି ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ମୁମ୍ବାଇ ପୁଲିସକୁ ଆସିଲା ଧମକପୂର୍ଣ୍ଣ ମେସେଜ୍। ୧୦ ଦିନ ଭିତରେ ଇସ୍ତଫା ଦେବାକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଧମକପୂର୍ଣ୍ଣ ମେସେଜ ଦିଆଯାଇଛି।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ମଇଳା ପାଣି ଢାଳିଲେ ସାଂସଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସାଂସଦ ସ୍ୱାତୀ ମାଲିୱାଲ ଶନିବାର ଦ୍ୱାରକା ଯାଇଥିଲେ। ସେଠାରେ ଲୋକଙ୍କୁ ମଇଳା ପାଣି ଯୋଗାଇ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସ୍ୱାତୀ ସେଠାରୁ ମଇଳା ପାଣି ନେଇ ମୁଖ୍ୟମନ୍ତ୍ରୀ ଅତିଷୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।…

ରାଜଧାନୀରେ ଭୂମିକମ୍ପ ନା ଅନ୍ୟ କିଛି? କ’ଣ କହୁଛି ଏନସିଏସ୍…

ଭୁବନେଶ୍ଵର: ରବିବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା ଅନୁଭୁତ ହୋଇଥିବା ସାଧାରଣ ଲୋକେ ଦାବି କରିଥିଲେ। ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ଵର ସମେତ ଆଖପାଖ ଅଞ୍ଚଳରେ ଉଚ୍ଚ ଶବ୍ଦ ହେବା ସହ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯଦିଓ ଭୁବନେଶ୍ୱରରେ କୌଣସି ଭୂକମ୍ପ…

ଭାବପ୍ରବଣ ହୋଇ ପଡିଛନ୍ତି ଭେଙ୍କେଟେଶ ଆୟାର

କୋଲକାତା: କୋଲକୋତା ନାଇଟ ରାଇଡର୍ସ ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରି ସାରିଛି । ଦଳକୁ ଗତ ସଂସ୍କରଣରେ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ଭେଙ୍କେଟେଶ ଆୟାରଙ୍କୁ ରିଟେନ କରି ନାହିଁ । ଯାହାକୁ ନେଇ ସେ ଭାବପ୍ରବଣ ହୋଇ ପଡିଛନ୍ତି…

ପୁଣି ବଡ ମହାସ୍ନାନ କଲେ ମହାପ୍ରଭୁ..

ପୁରୀ: ପୁଣି ଆଜି ସକାଳୁ ସକାଳୁ ବଡ ମହାସ୍ନାନ କଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ଛେପ ପଡିବା ପରେ ତିନିଠାକୁରଙ୍କ ବଡ ମହାସ୍ନାନ ନରତି ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କିଛି ସମୟ ପାଇଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ତେବେ ଆଜି ଶ୍ରୀମନ୍ଦିର ଭିତରକାଠ ନିକଟରେ ଛେପ ପଡିଥିବା…

‘ବିକଶିତ ହେବ ବଲାଙ୍ଗୀର, ପୂର୍ବ ସରକାର ଅବହେଳା କରିଥିଲେ’

ବଲାଙ୍ଗୀର: ପୂର୍ବ ସରକାର ଅମଳରେ ବଲାଙ୍ଗୀରକୁ ଅବହେଳା କରାଯାଇଛି । କିନ୍ତୁ ଆମ ସରକାର ଆସିବା ପରେ ବିଭିନ୍ନ ଯୋଜନା ହାତକୁ ନେଇଛି । ଆଗକୁ ବଲାଙ୍ଗୀର ବିକଶିତ ରାଜ୍ୟ ହେବ । ବଲାଙ୍ଗୀର ଗସ୍ତରେ ଯାଇଥିବା ବେଳେ ଆଜି ପ୍ରେସମିଟ୍ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ।…