Latest Odisha News

BREAKING NEWS

ୱାଙ୍ଖେଡରେ ଇତିହାସ ରଚି ପାରିବ ତ ଟିମ ଇଣ୍ଡିଆ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୯ ୱିକେଟ ବିନିମୟରେ ୧୭୧ ରନ କରି ୧୪୩ ରନର ଅଗ୍ରଣୀ ହାସଲ କରିଛି । ହାତରେ ବାକି ଥିବା ଗୋଟିଏ ୱିକେଟରେ ନ୍ୟୁଜିଲାଣ୍ଡ ଅଧିକରୁ…

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ଚାଉଳ ଅଭାବରୁ ମୃତ୍ୟୁ ହୋଇନାହିଁ

କନ୍ଧମାଳ : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଆମ୍ବ ଟାକୁଆ ଜନିତ ମୃତ୍ୟୁ। ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ବିଜେପି ବିଜେଡ଼ିର ପ୍ରତିକ୍ରିୟା ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଆମ୍ବ ଟାକୁଆ ଜନିତ ମୃତ୍ୟୁକୁ ବିଜେପି ଚପାଇ ଦେବାକୁ ଚାହୁଁଥିବା ବେଳେ ରାଶାନ ଚାଉଳ ନପାଇବାରୁ ସେମାନେ…

ପ୍ରେମ କଲା ବାୟା, ପୁଅ ବୟସର ଯୁବକକୁ ବିବାହ ପାଇଁ ଭାରତ ଆସିଲେ ବ୍ରାଜିଲ ମହିଳା

ଭିଣ୍ଡ: କୁହାଯାଏ, ପ୍ରେମରେ ବୟସ ଦେଖାଯାଏ ନାହିଁ। ମଧ୍ୟପ୍ରଦେଶର ଭିଣ୍ଡରେ ଘଟିଯାଇଛି ଏଭଳି ଏକ ଘଟଣା। ବ୍ରାଜିଲର ଜଣେ ମହିଳା ଭିଣ୍ଡର ଜଣେ ଯୁବକଙ୍କୁ ବିବାହ କରିବାକୁ ଆସିଛନ୍ତି ଯିଏକି ତାଙ୍କ ପୁଅ ବୟସର। ଭିଣ୍ଡରେ ରହୁଥିବା ପୱନ ଗୋୟଲ ଏବଂ ବ୍ରାଜିଲ ବାସିନ୍ଦା ରୋଜିନାଇଡ ସେକିରା ଶୀଘ୍ର…

ଗ୍ୟାସ୍‌ ଟାଙ୍କି ଫାଟି ରୋଷେଇ ଘର ଛାରଖାର; ବର୍ତ୍ତିଗଲେ ପରିବାର

ଆମ୍ବପଳାସ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ଏକ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ରୋଷେଇ ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେବେଏହି ଘଟଣାରେ କେହି ଦୁର୍ଘଟଣାର ଶିକାର ହୋଇନାହାନ୍ତି। ସୂଚନା ମୁତବକ, ଗାଁର ସୁବାଷ ମହାପାତ୍ରଙ୍କ ଘରେ ଆଜି ମଧ୍ୟାହ୍ନ ରୋଷେଇ…

ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳି ପାରନ୍ତି ଅଶ୍ୱୀନ

ଚେନ୍ନାଇ: ଆଇପିଏଲ ୨୦୨୫ ମେଗା ନିଲାମରେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ନେବା ପାଇଁ ଚେନ୍ନାଇ ସୁପର କିଙ୍ଗସ ଉଦ୍ୟମ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ନିକଟରେ ଜାରୀ କରାଯାଇଥିବା ରିଟେନଶନ ତାଲିକାରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ରିଲିଜ କରିଥିଲା । ୨୦୧୫ ପର୍ଯ୍ୟନ୍ତ ଅଶ୍ୱୀନ ଚେନ୍ନାଇ ପକ୍ଷରୁ…

ଅମିତ ଶାହଙ୍କୁ କାନାଡାର ଟାର୍ଗେଟ, ଅଧିକାରୀଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀକୁ ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମସୀମାରେ ପହଞ୍ଚିଛି। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଅମିତ ଶାହ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ବୈଦେଶିକ…

ଅପପୃଷ୍ଟି ପ୍ରସଙ୍ଗ ଉଠାଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ଚର୍ଚ୍ଚା ପାଲଟିଛି। ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ।  ସେ କହିଛନ୍ତି, ଏହି…

ଆତଙ୍କବାଦୀ ଆକ୍ରମଣ ପଛରେ ଷଡଯନ୍ତ୍ର: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ଟି ଆତଙ୍କବାଦୀ ଆକ୍ରମଣ ହୋଇଛି। ଯେଉଁଥିରେ ଗତକାଲି ବୁଦ୍ଧଗାମ ଏବଂ ବାନ୍ଦିପୋରାରେ ଗୁଳି ବିନିମୟ ହୋଇଥିଲା ବେଳେ ଆଜି ଶ୍ରୀନଗରରେ ଗୁଳି ବିନିମୟ…

ରାସନ ଚାଉଳ ନ ମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ: ବିଜେଡି

ଭୁବନେଶ୍ୱର: ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ  ୬ ଗୁରୁତର ହୋଇଥିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ବିଜେଡ଼ି ପକ୍ଷରୁ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା ଓ ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟର…

ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ଭାରତ ନିକଟରେ ସୁଯୋଗ

ମୁମ୍ବାଇ: ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୧୪୩ ରନର ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୧୭୧ ରନ…