ମହାରାଷ୍ଟ୍ରରେ ଓଲିୟମ୍ ଗ୍ୟାସ୍ ଲିକ୍, ୨୦୦୦ ଲୋକଙ୍କୁ ସ୍ଥାନାନ୍ତର
ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ରାସାୟନିକ ୟୁନିଟ୍ରୁ ଓଲିୟମ୍ ଗ୍ୟାସ୍ ଲିକ୍। ଏହି ଘଟଣାରେ ୧,୬୦୦ ଛାତ୍ରଙ୍କ ସମେତ ୨୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଗ୍ୟାସ୍ ଲିକ୍ ହେବା ଫଳରେ ପାଞ୍ଚ କିଲୋମିଟର…