Latest Odisha News

BREAKING NEWS

କ୍ୟାରିୟରର ଖରାପ ଫର୍ମରେ କିଙ୍ଗ କୋହଲି

ପୁଣେ: ବିରାଟ କୋହଲି ୨୦୦୮ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ତେବେ କିଙ୍ଗ କୋହଲି ଆଖ୍ୟା ପାଇଥିବା ଏହି ମହାନ ବ୍ୟାଟ୍ସମ୍ୟାନ ଏବେ କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତିଚ ୨୦୦୮ରେ କୋହଲି ୫ଟି ମ୍ୟାଚ ଖେଳି ୩୧.୮୦…

ଚିନ୍ତା ବଢାଇଲା ଦିଲ୍ଲୀ ବାୟୁ ପ୍ରଦୂଷଣ, ଅଣନିଶ୍ଵାସୀ ରାଜଧାନୀବାସୀ

ନୂଆଦିଲ୍ଲୀ: ବିଷ ବଳୟରେ ଦିଲ୍ଲୀ ବାୟୁ। ପ୍ରଦୂଷଣ ଉପରେ ଲାଗୁନି ବ୍ରେକ୍‌। ଦିନକୁ ଦିନ ଏହା ବଢ଼ି ଚାଲିଛି। ଏବେଠାରୁ ଜହର ପାଲଟିଲାଣି ଦିଲ୍ଲୀ ବାୟୁ। ଯୁଆଡ଼େ ଦେଖିବ ସିଆଡ଼େ କେବଳ ଧୂଆଁ ଆଉ ଧୂଆଁ। ଫଳରେ ଲୋକେ ଅଣନିଶ୍ଵାସୀ ହେଲେଣି ରାଜଧାନୀବାସୀ। ଏବେଠାରୁ ନିଶ୍ୱାସ ନେବାକଷ୍ଟକର ହୋଇପଡ଼ିଛି।…

ଭାରତ-ଚୀନ୍ ଚୁକ୍ତି: ସଫଳତା ପଛରେ ସେନା ଏବଂ କୂଟନୀତିକୁ ଶ୍ରେୟ

ନୂଆଦିଲ୍ଲୀ: ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ପାଟ୍ରୋଲିଂ ସମ୍ପର୍କରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଚୁକ୍ତିନାମା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାମରିକ ତଥା ଦକ୍ଷ କୂଟନୀତିକୁ ଶ୍ରେୟ ଦେଇଛନ୍ତି। ଚୀନ୍‌ ଓ ଭାରତ ମଧ୍ୟରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ୱ…

୨୦ ଲକ୍ଷ ଲୋକଙ୍କୁ ୬ ମାସ ଭିତରେ ମିଳିବ ଘର

ବାଲେଶ୍ବର: ୬ ମାସ ଭିତରେ ୨୦ ଲକ୍ଷ ଲୋକଙ୍କୁ ଘର ଦିଆଯିବ । ବାଲେଶ୍ବର ସୋରରେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତେବେ ବାତ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ପକ୍କାଘର…

ନିର୍ବାଚନ ଲଢିବ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ! ନାମାଙ୍କନ ପତ୍ର କିଣିଲା ଉତ୍ତର ଭାରତୀୟ ବିକାଶ ସେନା

ମୁମ୍ବାଇ: ନିର୍ବାଚନ ଲଢିବ କି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଉତ୍ତର ଭାରତୀୟ ବିକାଶ ସେନା ନାମକ ଏକ ରାଜନୈତିକ ଦଳ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତରଫରୁ ନାମାଙ୍କନ ଦାଖଲ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଫର୍ମ…

ମୋଦୀଙ୍କ ମନ କି ବାତ୍ ରେ ଛୋଟା ଭିମ୍ ଚର୍ଚ୍ଚା, ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କୀ ବାତ୍ କାର୍ଯ୍ୟକ୍ରମର ୧୧୫ ତମ ଏପିସୋଡରେ ଦେଶକୁ ସମ୍ବୋଧନ କରୁଛନ୍ତି ପିଏମ୍ ମୋଦୀ । କାର୍ଯ୍ୟକ୍ରମରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆଗକୁ ଦୁଇ ମହାନ ବ୍ୟକ୍ତିଙ୍କ ୧୫୦ ତମ ଜନ୍ମ ଜୟନ୍ତି ଆସୁଛି । ଏହି ଅବସରରେ ମୋତେ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ…

ସାଇବର ଠକେଇକୁ ନେଇ ମୋଦିଙ୍କ ମନ୍ତ୍ରଣା, କହିଲେ ଏହି ନମ୍ବରକୁ କଲ୍ କରି ଜଣାନ୍ତୁ…

ନୂଆଦିଲ୍ଲୀ: ଆଜି ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ପୂରା ଦେଶକୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୫ତମ ‘ମନ କୀ ବାତ୍‌ କାର୍ଯ୍ୟକ୍ରମରେ ଆଜି ଆନିମେସନ, ଭୋକାଲ ଫର୍ ଲୋକାଲ, ଆତ୍ମନିର୍ଭର ଭାରତ ଏବଂ ସାଇଭର ଠକେଇ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ…

ବାନ୍ଦ୍ରା ରେଲୱେ ଷ୍ଟେସନରେ ଦଳାଚକଟା, ୯ ଆହତ

ମୁମ୍ବାଇ: ବାନ୍ଦ୍ରା ରେଲୱେ ଷ୍ଟେସନରେ ଦଳାଚକଟା, ୯ ଆହତ । ୯ ଆହତ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ମିଳିଛି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାନ୍ଦ୍ରା-ଗୋରଖପୁର ଟ୍ରେନକୁ ଅପେକ୍ଷା ବେଳେ ୧ନଂ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି…

ବିପଦ ସଂକେତ ଡେଇଁଲା କାଂଶବାଂଶ: ପାଣି ଘେରରେ ୫ ଗାଁ

ସୋର: ଟଳିଯାଇଛି ବାତ୍ୟା । ହେଲେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଏବେ ଦୁଃଖ ବଢାଉଛି । ତୁହାକୁ ତୁହା ବର୍ଷା ଏବେ ପ୍ରମୁଖ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବା ବେଳେ ବିପଦ ସଙ୍କେତ ଟିପିଛି ବାଲେଶ୍ବର ଜିଲ୍ଲାର କାଂଶବାଂଶ ନଦୀ । ଫଳରେ ଜିଲ୍ଲାର ୫ ଗାଁ ପାଣି ଘେରରେ ରହିଛି । ତେବେ…

ଆମେରିକା ନିର୍ବାଚନରେ କାହିଁକି ବ୍ୟବହାର ହୁଏ ଗଧ ଓ ହାତୀ ?

ନ୍ୟୁୟର୍କ: ପାଖେଇ ଆସୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ବର୍ତ୍ତମାନ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି ଏବଂ ଏହା ପଛରେ ଅନେକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ନିର୍ବାଚନକୁ ନେଇ ଅନେକ ଇତିହାସ ମଧ୍ୟ ରହିଛି। ଆମେରିକାର ଦୁଇଟି ବୃହତ୍ ରାଜନୈତିକ ଦଳର ନିର୍ବାଚନ…