Latest Odisha News

BREAKING NEWS

ବାତ୍ୟା ଦେଇଯାଇଛି ଦୁଃଖ: କେଉଁଠି ଉଜୁଡିଛି ଚାଷ, ଆଉ କେଉଁଠି ଜଳବନ୍ଦୀ ପରିସ୍ଥିତି

ଭୁବନେଶ୍ବର: ଟଳି ଯାଇଛି ବାତ୍ୟା ଦାନା । ହେଲେ ଦେଇଯାଇଛି ଦୁଃଖ । କେଉଁଠି ମାଟିରେ ମିଶିଛି ଘର ତ ଆଉ କେଉଁଠି ଜଳବନ୍ଦୀରେ ଜୀବନ କାଟୁଛନ୍ତି ଲୋକେ । ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନେକଙ୍କ ଘରେ ପାଣି ପଶି…

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ହେଲେ ସାଂସଦ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ଗଠନ ହେଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟି । ପରାମର୍ଶଦାତା କମିଟିର ସଦସ୍ୟ ହେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ…

କାହିଁକି ‘ଭୁଲ ଭୁଲେୟା ୨’କୁ ରିଜେକ୍ଟ କରିଥିଲେ ବିଦ୍ୟା, ଜାଣନ୍ତୁ କଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ଚଳିତବର୍ଷ ଅକ୍ଟୋବର ୩୧ ତଥା ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ କାର୍ତ୍ତିକ ଆର୍ଯ୍ୟନ, ବିଦ୍ୟା ବାଲାନ ଏବଂ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ 'ଭୁଲ ଭୁଲେୟା ୩' । ଏବେ ସୁଦ୍ଧା ଏହାର ଟିଜର, ଟ୍ରେଲର ଏବଂ କିଛି ଗୀତ ମଧ୍ୟ ରିଲିଜ ହୋଇସାରିଲାଣି । ଚଳଚ୍ଚିତ୍ରର…

ଶରୀରକୁ ନମନୀୟ ଓ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ ଏହି ସହଜ ଯୋଗାସନ

ପ୍ରତିଦିନ ଗୋଟିଏ ସ୍ଥାନରେ ଗୋଟିଏ ଘଣ୍ଟା ବସି କାମ କରିବା, ଭୁଲ ଅବସ୍ଥାରେ ଶୋଇବା ଏବଂ ନିଷ୍କ୍ରିୟ ଜୀବନ ଶୈଳୀ ଯୋଗୁଁ ଜଣଙ୍କୁ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଅଣ୍ଟା ଏବଂ ବେକରେ ଯନ୍ତ୍ରଣା ବ୍ୟତୀତ ଶରୀରରେ ଷ୍ଟିଫ୍‌ନେସ୍ ବା ରକା ପଶିବା ଭଳି ସମସ୍ୟା…

କାହିଁକି ଦୀପାବଳିରେ ବାଣ ଫୁଟାନ୍ତିନି ମାଧୁରୀ, କାରଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ନିଜ ଦମଦାର ଅଭିନୟ ସହ ନିଜ ଡ୍ୟାନ୍ସ ଅନ୍ଦାଜରେ ଲୋକଙ୍କ ମନେର ଆଜି ବି ରାଜ କରୁଛନ୍ତି । ଅଭିନେତ୍ରୀଙ୍କ ଅନେକ ଫ୍ୟାନ ଫୋଲର୍ସ ରହିଛନ୍ତି । ତାଙ୍କର ଦମଦାର ଏକ୍ସପ୍ରେସନ୍ ପାଇଁ ତାଙ୍କୁ ଏକ୍ସପ୍ରେସନ୍ କୁଇନ୍…

ବରୀରେ ଲଜ୍ଜା: ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର: ଯାଜପୁର ବରୀରେ ଲଜ୍ଜା । ୮ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨୩ ତାରିଖରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଏବେ ପର୍ଯ୍ୟନ୍ତ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି । ତେବେ ପୀଡିତାଙ୍କ ଜଣେ ପଡୋଶୀ ଏଭଳି କାଣ୍ଡ…

ବାଘ ନୁହେଁ ବଣଭୂଆଁ, ସ୍ପଷ୍ଟ କଲା ବନବିଭାଗ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ନିକଟରେ ବାଘ ବୁଲୁଥିବାର ଯେଉଁ ଗୁଜବ ଉଠିଥିଲା, ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ତେବେ ରାତି ତମାମ ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୂଆଁ…

ଜମ୍ମୁରେ ପୁଣି ଯବାନଙ୍କୁ ସଫଳତା, ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଯବାନଙ୍କୁ ମିଳିଲା ସଫଳତା। ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ। ଘଟଣାସ୍ଥଳରୁ ପାକିସ୍ତାନୀ ବନ୍ଧୁକ ସହ ହାଣ୍ଡ ଗ୍ରେନେଡ୍‌ ମଧ୍ୟ ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।…

ଚିକିତ୍ସାଧୀନ ଅବସ୍ଥାରେ ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ: ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଛି। ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ ହୋଇଛି।   ସୂଚନା ଅନୁସାରେ ଆଜି ସକାଳ ସମୟରେ ଅସୁସ୍ଥତା କାରଣରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭକରାଯାଇଥିଲା। ସେ ଦୁର୍ବଳ ଅନୁଭବ କରିବ ସହିତ ପେଟ ଓ…

ତିନି ଯୁବକଙ୍କୁ ବନ୍ୟା ପାଣିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲେଶ୍ବର: ବାତ୍ୟା ପରେ ଲଗାଣ ବର୍ଷା ଯୋଗୁ ବାଲେଶ୍ବରରେ  ଜଳବନ୍ଦୀ ପରସ୍ଥିତି ସୃଷ୍ଟି ହୋଇଛି। ସୃଷ୍ଟି ହୋଇଥିବା ବନ୍ୟାରେ ବାଲେଶ୍ୱର ସହର ନିକଟ ଦହପଡ଼ାଠାରେ ବନ୍ୟା ପାଣିରେ ଭାସିଯାଇଥିବା ତିନି ଯୁବକଙ୍କୁ  ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଏକ ରବର ବୋଟ ସାହାଯ୍ୟରେ ସେମାନଙ୍କୁ…