ଆଗାମୀ ୪ ଦିନ ପର୍ଯ୍ୟନ୍ତ ସିଝିବ ଓଡ଼ିଶା, ୪୨ ଡିଗ୍ରୀ ଉପରକୁ ଯାଇପାରେ ତାପମାତ୍ରା
ଭୁବନେଶ୍ୱର: ପହିଲା ଏପ୍ରିଲରୁ ରାଜ୍ୟରେ ପ୍ରବଳ ଉତ୍ତାପ ଅନୁଭୁତି ହେଉଛି । ଅନେକ ରାଜ୍ୟରେ ତାପମାତ୍ରା ୩୫ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ଅନୁସାରେ ଆଗାମୀ ୪ ଦିନ ଯାଏଁ ସିଝିବ ଓଡ଼ିଶା। ଏଥିଲାଗି ୟେଲୋ ୱାର୍ଣ୍ଣିଂ…