Latest Odisha News

BREAKING NEWS

ଲଣ୍ଡନ ସ୍କୁଲ ପାଠ୍ୟକ୍ରମରେ ଯୋଡିହେଲା ସଂସ୍କୃତ ଭାଷା

ନୂଆଦିଲ୍ଲୀ: ସଂସ୍କୃତ ଶିକ୍ଷା ପ୍ରତି ଏବେ ଭାରତ ଅପେକ୍ଷା ବାହାର ଦେଶର ଆଗ୍ରହ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପଶ୍ଚିମ ଲଣ୍ଡନରେ ଥିବା ଘରୋଇ ସେଣ୍ଟ ଜେମ୍ସ ଇଣ୍ଡିପେଣ୍ଡେଣ୍ଟ ସ୍କୁଲ ସମୁହରେ ଏବେ ସଂସ୍କୃତ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହି ସ୍କୁଲର ଜୁନିୟର ବିଦ୍ୟାର୍ଥୀମାନେ…

ବାତ୍ଯା ‘ଦାନା’ ପାଇଁ ବୁଧବାରଠୁ ଶିମିଳିପାଳ ବନ୍ଦ

ବାରିପଦା: ଅକ୍ଟୋବର ୨୫ ସୁଦ୍ଧା ବାତ୍ଯା 'ଦାନା' ଓଡିଶା ଉପକୂଳରେ ପହଞ୍ଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ଯାହାକୁ ନଜରରେ ରଖି ତିନି ଦିନ ପାଇଁ ମୟୂରଭଞ୍ଜ ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବନ୍ଦ ରହିବ ବୋଲି ଅଭୟାରଣ୍ୟ ପକ୍ଷରୁ ଘୋଷଣା କରାଯାଇଛି। କର୍ତ୍ତୃପକ୍ଷଙ୍କ…

ବାତ୍ୟା ‘ଦାନା’ ପାଇଁ ୧୭୮ ଟ୍ରେନ୍‌ ବାତିଲ, ଜାଣନ୍ତୁ… 

ଭୁବନେଶ୍ୱର: ପୂର୍ବ ତଟ ରେଳବାଇ ପକ୍ଷରୁ ବାତ୍ୟା 'ଦାନା'କୁ ନଜରରେ ରଖି ୧୭୮ ଟ୍ରେନ୍ ବାତିଲ କରିଦିଆଯାଇଛି। ଏହି ବାତ୍ଯା ଅକ୍ଟୋବର ୨୪ ଏବଂ ୨୫ରେ ଓଡିଶା ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ଦିନ ରେଳବାଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଉଭୟ ଅପ୍…

ରାଉରକେଲାରେ ଠପ୍ ହୋଇଛି ମୋ ବସ୍ ସେବା

ରାଉରକେଲା : ଷ୍ଟିଲ୍‌ ସିଟି ରାଉରକେଲାରେ ମୋ ବସ୍‌ ସେବା ଠପ୍‌ ହୋଇଛି। ବସ୍‌ଷ୍ଟାଣ୍ଡରେ ଅଟକିଛି  ୧୦୦ ବସ୍‌। ବସ୍‌ କର୍ମଚାରୀମାନଙ୍କ ପ୍ରତିବାଦ କାରଣରୁ ସହରବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ରାଉରକେଲା ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ରାଉରକେଲା ନୂଆ…

ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ହେବେ ପନ୍ତ, ଗିଲ

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ମ୍ୟାଚକୁ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବ । ଷ୍ଟାର ୱିକେଟକିପର ରିଷଭ ପନ୍ତ ଓ ଶୁଭମନ ଗିଲ ଆଘାତ ସମସ୍ୟାରେ ପଡିଥିବାରୁ ସେମାନଙ୍କ ଖେଳିବା ନେଇ ସଂଶୟ…

ଲାଞ୍ଚ ନେଇ ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ

ବରଗଡ: ସରକାରୀ ଚାକିରିରୁ ନିଲମ୍ବନ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ହୃଷିକେଶ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛି ଜିଲ୍ଲା ସ୍ବାସ୍ଥ୍ୟ…

ଆକ୍ସନ୍ ମୁଡରେ ସରକାର: ନଡ଼ା ଜାଳିଲେ ଚାଷୀ, ନିଲମ୍ବିତ ହେଲେ ୨୪ ଅଫିସର୍‌

ନୂଆଦିଲ୍ଲୀ: ଆକ୍ସନ ମୁଡରେ ହରିୟାଣା ସରକାର। ଗତ କିଛି ଦିନ ତଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ହରିୟାଣାର କ୍ୟାଥଲ ଜିଲ୍ଲାରେ ଚାଷୀଙ୍କୁ ନଡା ଜାଳିବା ଅଭିଯୋଗରେ ଗିରଫ କରାଯାଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ହରିୟାଣା କୃଷି ବିଭାଗ ଆଉ…

ପାକିସ୍ତାନ-ଚୀନ୍ -ଇରାନର ମିସାଇଲ ଡ୍ରୋନ୍ କାର୍ଯ୍ୟକ୍ରମ ଉପରେ ଆମେରିକାର କଟକଣା

ୱାଶିଂଟନ: ପାକିସ୍ତାନ, ଇରାନ  ଏବଂ ଚୀନ୍‌ର ମିସାଇଲ - ଡ୍ରୋନ୍ କାର୍ଯ୍ୟକ୍ରମକୁ  ଝଟକା ଦେଇଛି ଆମେରିକା। ୨୬ଟି କମ୍ପାନୀକୁ କଳା ତାଲିକାଭୁକ୍ତ କରିଛି ଶକୃଶାଳୀ ରାଷ୍ଟ୍ର ଆମେରିକା।ଏସବୁ କମ୍ପାନି ପାକିସ୍ତାନ ଏବଂ ଇରାନର ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା…

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ…

୧୪ ଜିଲ୍ଲାରେ ୩ ଦିନ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ ଓ କଲେଜ

ଭୁବନେଶ୍ବର:  ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଏନେଇ ମଙ୍ଗଳବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ…