Latest Odisha News

BREAKING NEWS

ଲିଫ୍ଟରେ କାହିଁକି ଲାଗିଥାଏ କାଚ, ଜାଣନ୍ତୁ ଏହା ପଛର କାରଣ… 

ନୂଆଦିଲ୍ଲୀ: ଆପଣ ଯେବେ ବି କୌଣସି ବିଲ୍ଡିଂ, ହୋଟେଲ କିମ୍ବା ମଲ୍‌ର ଲିଫ୍ଟରେ ପ୍ରବେଶ କରୁଥିବେ, ଆପଣ ନିଶ୍ଚିତ ଭାବରେ ଭିତରେ ଦର୍ପଣ ଥିବା ଦେଖିଥିବେ । ଅଧିକାଂଶ ସମୟରେ ଲୋକମାନେ ଲିଫ୍ଟ ଭିତରକୁ ପ୍ରବେଶ କରିବା ମାତ୍ରେ ନିଜକୁ ଦର୍ପଣରେ ଦେଖନ୍ତି। ସେମାନେ ନିଜ କେଶକୁ ସଜାଡି ବା ସହ ପୋଷାକ…

ହତ୍ୟା ଧମକ ପରେ ବି ଚାଲିଛି ସଲ୍ଲୁଙ୍କ ସୁଟିଂ, ‘ସିଙ୍ଘମ୍ ଏଗେନ୍’ରେ କେମିଓ କରିବେ ଭାଇଜାନ

ମୁମ୍ବାଇ: ଅନେକ ବଡ ଅଭିନେତା ଏକାଠି 'ସିଙ୍ଘମ୍' ରେ ସ୍କ୍ରିନ୍ ସେୟାର କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ସହ ରୋହିତ ଶେଟ୍ଟୀ ଏହି ଚଳଚ୍ଚିତ୍ରରେ ବହୁ ବଡ ବଡ଼ କଳାକାରଙ୍କୁ ମଧ୍ୟ ସାମିଲ କରାଇଛନ୍ତି। କୁହାଯାଉଥିଲା ଯେ ସଲମାନ ଖାନ ମଧ୍ୟ…

ଆଇଆରସିଟିସିର ଭିଆଇପି ଲାଉଞ୍ଜରେ ଜୀଅନ୍ତା ବିଛା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଛି। ବନ୍ଦେ ଭରତ ଟ୍ରେନର ପାନ୍ଟ୍ରି କାର ସହିତ ସାଧାରଣ ଟ୍ରେନରେ ମଧ୍ଯ ଖରାପ ଖାଦ୍ୟ ପରିବେଷଣ କରାଯାଉଥିବାର ନଜର ରହିଛି। ଏହାରି ମଧ୍ୟରେ ଦିଲ୍ଲୀର ଜଣେ ବ୍ୟକ୍ତି ଟ୍ରେନର ଭିଆଇପି ଲାଉଞ୍ଜର ଏକ ଆଶ୍ଚର୍ଯ୍ୟଜନକ…

ସମ୍ଭାବ୍ୟ ବାତ୍ୟା ‘ଦାନା’ : ଟେରାକୋଟା ପ୍ରଦର୍ଶନୀ “ମୃତ୍ତିକା” ଘୁଞ୍ଚିଲା

ଭୁବନେଶ୍ୱର :  ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାନ ମୋହିବ ଟେରାକୋଟା ପ୍ରଦର୍ଶନୀ " ମୃତ୍ତିକା"। ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ  ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ଅକ୍ଟୋବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ  "ମୃତ୍ତିକା-୨୦୨୪'  ଆୟୋଜନ ହେବ । ଦୀପାବଳିକୁ ଦୃଷ୍ଟିରେ ରଖି  ଅକ୍ଟୋବର ୨୨ରୁ ୨୯…

ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦିଙ୍କ ପରଲୋକ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦିଙ୍କ ୬୪ ବର୍ଷ ବୟସରେ ମଙ୍ଗଳବାର ସକାଳରେ ପରଲୋକ ହୋଇଛି। ସୂଚନା ଅନୁଯାୟୀ, ସୋମବାର ଦେହ ଅସୁସ୍ଥ  କାରଣରୁ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ…

ରୋମାନ୍ସ କରନ୍ତୁ ନାହିଁ ଏହା ଓୟୋ ନୁହେଁ….

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ସହରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ କ୍ୟାବ ଡ୍ରାଇଭରଙ୍କ ସହ ଜଡିତ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ୱତନ୍ତ୍ର ଅନୁରୋଧ ସହିତ ଏକ ପୋଷ୍ଟର ସେ କାରରେ ବସିଥିବା ଯାତ୍ରୀମାନଙ୍କ ପାଇଁ…

ବାତ୍ଯା ‘ଦାନା’; ୧୦ ଜିଲ୍ଲାକୁ ଗଲେ ଓଡ୍ରାଫ ଟିମ୍

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ଯା 'ଦାନା' ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ଓଡ଼ିଶା ସରକାର ୨୦ଟି ଓଡ୍ରାଫ ଟିମ୍ ପଠାଇଛନ୍ତି। ଏହି ବାତ୍ୟା ପାଇଁ ଅକ୍ଟୋବର ୨୩ରୁ ଉପକୂଳ ତଥା ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ୱକଫ୍ ବିଲ୍‌କୁ ନେଇ ଜେପିସି ବୈଠକ: ବିଜେପି-ଟିଏମ୍‌ସି ମୁହାଁମୁହିଁ, ଟିଏମସି ସାଂସଦ ଆହତ

କୋଲକାତା: ୱକଫ ସଂଶୋଧନ ବିଲ୍ ଉପରେ ଜେପିସି ବୈଠକରେ ପୁଣି ଆଲୋଡ଼ନ ସୃଷ୍ଟି ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ବିଜେପିର ଅଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା। ବୈଠକରେ ଉଭୟ ନେତା ମୁହାଁମୁହିଁ ହୋଇଥିଲେ। ଟିଏମସି ସାଂସଦ କଲ୍ୟାଣ…

‘ଦାନା’ ମୁକାବିଲା ପ୍ଲାନ୍…ସ୍କୁଲ ବନ୍ଦ, ଛୁଟି ବାତିଲ୍

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଓଡ୍ରାଫ୍, ଏନଡିଆରଏଫ୍ ଟିମ୍ । ଡାକ୍ତରଙ୍କ ଛୁଟି ବାତିଲ, ଷ୍ଟାଣ୍ଡବାଏ ମୋଡରେ ହସପିଟାଲ । କାଲି ରାତି ସୁଦ୍ଧା ସ୍ଥାନାନ୍ତର ହେବେ ଲୋକ । ଆସନ୍ତାକାଲିଠୁ ସମ୍ଭାବ୍ୟ ବାତ୍ୟା…

ଆସୁଛି ଦାନା ! ଏଇଠି କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ବର: ଉପକୂଳମୁହାଁ ସମ୍ଭାବ୍ୟ ବାତ୍ୟା। ୨୪ ଓ ୨୫ତାରିଖ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଆଇଏମଡିର ଆକଳନ, ଉତ୍ତର ଓଡିଶାରେ ପଡିବ ବେଶୀ ପ୍ରଭାବ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଓ୍ବେଲମାର୍କ ଲୋ ପ୍ରେସର । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି…