Latest Odisha News

BREAKING NEWS

ମନ୍ତ୍ରୀଙ୍କ ଚେତାବନୀକୁ ବେଖାତିର, ପୁଣି ୩୦ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ଦେଶର ସମସ୍ତ ଏୟାରଲାଇନ୍ସକୁ କ୍ରମାଗତ ଭାବେ ବୋମାରେ ଉଡାଇଦେବାକୁ ଧମକ ମିଳିବାରେ ଲାଗିଛି। ସୋମବାର ରାତିରେ ୩୦ରୁ ଅଧିକ ବିମାନ କମ୍ପାନୀକୁ ବୋମା ଧମକ ମିଳିଛି। ଏଥିରେ ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆର ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଅନ୍ତର୍ଭୁକ୍ତ ରହିଛି। ଗତ ୮…

ଲୋମଟାଙ୍କୁରା ପ୍ରଦର୍ଶନୀ, ଦେଖିବାକୁ ମିଳେ ଦୁଷ୍କର୍ମ ପୀଡ଼ିତାଙ୍କ ପୋଷାକ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ବୃଦ୍ଧିପାଇବାରେ ଲାଗିଛି ମହିଳା ହିଂସା l ମହିଳାଙ୍କ ପ୍ରତି ହେଉଥିବା ହିଂସା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲାଗିପାରୁନି ରୋକ l କେବଳ ସେତିକି ନୁହେଁ ଦୁଷ୍କର୍ମର ଶିକାର ହେଉଥିବା ମହିଳାମାନେ ମଧ୍ୟ ବାରମ୍ବାର ନିର୍ଯ୍ୟାତିତ…

ବୈବାହିକ ଜୀବନ ସୁନ୍ଦର କରିବା ପାଇଁ କରନ୍ତୁ ଏହି ଉପାୟ, ଆସିବନି ଦୂରତା…

ସ୍ବାମୀ-ସ୍ତ୍ରୀ ସମ୍ପର୍କ ଅତୁଟ ଓ ଯୁଗ ଯୁଗର ବୋଲି କୁହାଯାଏ। ହେଲେ ଆଜିକାଲି ସାମାନ୍ୟ କାରଣ ପାଇଁ ଏହି ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳେ। ବୈବାହିକ ଜୀବନକୁ ସୁଖମୟ ଓ ସୁନ୍ଦର କରିବାକୁ ସମସ୍ତେ ଚେଷ୍ଟା କରିଥାନ୍ତି। ହେଲେ ବର୍ତ୍ତମାନ ସମୟରେ କୌଣସି ନା କୌଣସି କାରଣରୁ ଏହି ସମ୍ପର୍କ…

‘ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରେ ଉଡେଇ ଦିଅ, ୧ କୋଟିରୁ ଅଧିକ ପୁରସ୍କାର ଦେବୁ’

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଲରେନ୍ସ ବିଷ୍ଣୋଇ ଗାଙ୍ଗର ପାଦ୍ରୁଭାବ । ପକେଟ ମାର୍, ଚୋରି ତସ୍କରିରୁ ନିଜର କଳାବଜାରୀ ଆରମ୍ଭ କରିଥିବା କରିଥିବା ଲରେନ୍ସ ଅଣ୍ଡର ଓ୍ବାର୍ଲ୍ଡର ଏକ ବଡ ନାମ ପାଟଲିଲାଣି । ବିଭିନ୍ନ ହାଇପ୍ରୋଫାଇଲ ମର୍ଡରରେ ନିଜକୁ ଖୁଲମ ଖୁଲା ଦାୟୀ କରୁଛି…

ଏହି ଗାଁ ଲୋକଙ୍କ ପାଇଁ ଜୋତା ନିଷେଧ, ଆଦୌ ପିନ୍ଧନ୍ତିନି ଚପଲ

ଚେନ୍ନାଇ: ଭାରତରେ ଏପରି ଅନେକ ଗ୍ରାମ ଅଛି ଯାହାର ନିଜର ଅନନ୍ୟ ପରମ୍ପରା ଏବଂ ରୀତିନୀତି ପାଇଁ ସେ ବେଶ୍ ଜଣାଶୁଣା। ଏହି ଗ୍ରାମଗୁଡିକ ମଧ୍ୟରୁ ଗୋଟିଏ ଏପରି ଗ୍ରାମ ଅଛି ଯେଉଁଠାରେ ଲୋକଙ୍କ ପାଇଁ ଜୋତା ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ। ଆପଣ ଏହା ଠିକ୍ ଶୁଣିଥିବେ, ଦକ୍ଷିଣ ଭାରତର ଏକ ଗାଁ ଅଛି…

ମିଳିଲା ହିଜବୁଲ୍ଲା ବଙ୍କର; ରହିଛି ୫୦୦ ନିୟୁତ ଡ଼ଲାରରୁ ଅଧିକ ସୁନା ଓ ଟଙ୍କା

ନୂଆଦିଲ୍ଲୀ: ହିଜବୁଲ୍ଲା ବଙ୍କର ଠାବ। ହିଜବୁଲକୁ ନେଇ ଏକ ବଡ଼ ଖୁଲାସା କରିଛି ଇସ୍ରାଏଲ। ଇସ୍ରାଏଲ ସେନା (ଆଇଡ଼ିଏଫ)ର ମୁଖ୍ୟ ମୁଖପାତ୍ର ରିୟର ଏଡ଼ମିରଲ ଡ଼େନିୟଲ ହାଗରୀ ଦାବି କରିଛନ୍ତି ଯେ, ହିଜବୁଲ ମୁଖ୍ୟ ହସନ ନସରଲ୍ଲାହଙ୍କୁ ଯେଉଁ ବଙ୍କରରେ ହତ୍ୟା କରାଯାଇଥିଲା ସେଠାରେ ବହୁ ମୂଲ୍ୟବାନ ଜିନିଷ…

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା: କ୍ରିକେଟ, ହକି, ବ୍ୟାଡମିଂଟନ, କୁସ୍ତି ହଟିଲା

ନୂଆଦିଲ୍ଲୀ: ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳାଯିବ । ତେବେ ଏଥିରୁ ଆଶ୍ଚର୍ଯ୍ୟଜନକ ଭାବେ କ୍ରିକେଟ, ହକି, ବ୍ୟାଡମିଂଟନ, କୁସ୍ତି ଓ ଶୁଟିଂ ପରି ଲୋକପ୍ରିୟ ଖେଳକୁ ହଟେଇ ଦିଆଯାଇଛି । ଏପରିକି ଟେନିସ, ସ୍କ୍ୱାଶ ଓ ଟ୍ରାଏଥଲନ ପ୍ରତିଯୋଗିତାକୁ ମଧ୍ୟ ସାମିଲ କରାଯାଇ ନାହିଁ । ବଜେଟକୁ…

କ’ଣ ସତରେ ବିଷ୍ଣୋଇ ସମାଜର ମହିଳାମାନେ କୃଷ୍ଣସାର ମୃଗକୁ ପିଆନ୍ତି ନିଜ କ୍ଷୀର ….

ନୂଆଦିଲ୍ଲୀ: ଥର ଥର କରି ଏହାରି ଭିତରେ ଅନେକ ଥର ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇ ଚାଲିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ l ଏହାରି ଭିତରେ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ଏକ ବିବୃତ୍ତି ଜାରି କରି ସଲମାନ କ’ଣ ପାଇଁ କ୍ଷମା ମାଗିବେ ବୋଲି ଯୁକ୍ତି କରିଛନ୍ତି l…

ଅକ୍ଟେବାର ୨୨: ଚନ୍ଦ୍ରକୁ ପଢିବାକୁ ପ୍ରଥମ ଥର ପାଇଁ ଅଣ୍ଟା ଭିଡିଥିଲା ଭାରତ

ନୂଆଦିଲ୍ଲୀ: ଆଜିର ଦିନରେ ହିଁ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ପଢିବାକୁ ଯାତ୍ରା ଆରମ୍ଭ କରିଥିଲା ଭାରତ । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ ଚନ୍ଦ୍ର ଅଭିମୁଖେ ଉଡାଣ ଭରିଥିଲା । ଆଜି ସେହି ସଫାଳତାକୁ ୧୬ ବର୍ଷ ପୂରିଛି । ଏହି ସଫଳ ପ୍ରୟାସ…

କାଲିଠୁ ପ୍ରବଳ ବର୍ଷିବ; ସବୁ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି

ଭୁବନେଶ୍ବର: ଧୀରେ ଧୀରେ ଘନାଉଛି ସମ୍ଭାବ୍ୟ ବାତ୍ୟା ଦାନା । ଆଜି ସକାଳେ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି ।  ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ପରେ ଏହା ଗଭୀର ଅବପାତର ରୂପ ନେଇ ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହି ବାତ୍ୟା ୨୪ ସକାଳ ଆଡକୁ…