ବାତ୍ୟା ଛନକା, ପରିବା ବଜାରରେ ଝଡ
ଭୁବନେଶ୍ଵର: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଦାନା ସ୍ଥଳଭାଗ ଛଇଁବାକୁ ଆହୁରି ଦୁଇ ଦିନ ଅଛି। କିନ୍ତୁ ଦାନା ପୂର୍ବରୁ ରାଜଧାନୀର ପରିବା ହାଟରେ ସୃଷ୍ଟି ହୋଇଛି ଝଡ଼। ସରକାରଙ୍କ କଥାକୁ ଖାତିର ନକରି ଚଢା ଦରରେ ପରିବା ବିକ୍ରି କରୁଛନ୍ତି ବେପାରି । ଆଉ ବାତ୍ୟା ପୂର୍ବରୁ ଘରେ ସବୁ ଜିନିଷ ସାଇତି…