ଇସ୍ରାଏଲରେ ସ୍ଥାପିତ ହେଲା ଥାଡ ପ୍ରଣାଳୀ
ତେଲ ଅଭୀବ: ଇସ୍ରାଏଲରେ ଆମେରିକାର ଅତ୍ୟାଧୂନିକ ଥାଡ ପ୍ରଣାଳୀ ସ୍ଥାପିତ କରାଯାଇଛି । ଏହା ଫଳରେ ଇରାନ ଓ ଇସ୍ରାଏଲ ଏକ ବଡ ଯୁଦ୍ଧ ଆଡେ ମୁହାଁଇଥିବା ଆଶଙ୍କା ବ୍ୟକ୍ତ କରାଯାଇଛି । ଆମେରିକାର ରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଟର୍ମିନାଲ ହାଇ ଅଲଟିଚ୍ୟୁଡ…