ସୀମାରେ ଚାଇନା ସହିତ ତୁଟିଲା ବିବାଦ, ଏଲଏସିରେ ହେଲା ପାଟ୍ରୋଲିଂ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି
ନୂଆଦିଲ୍ଲୀ: ଏଲଏସି ଉପରେ ବିବାଦକୁ ରୋକିବା କିମ୍ବା ହ୍ରାସ କରିବା ଦିଗରେ ଭାରତ ଏବଂ ଚୀନ୍ ଏକ ସକରାତ୍ମକ ପଦକ୍ଷେପ ନେଇଛି। ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ପାଟ୍ରୋଲିଂ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ…