Latest Odisha News

BREAKING NEWS

ପୁଣେ ଟେଷ୍ଟ ପାଇଁ ଧୀମା ଆଉ ଟର୍ଣ୍ଣ କରୁଥିବା ପିଚ !

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ଏହା ଅକ୍ଟୋବର ୨୪ରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ଟେଷ୍ଟରେ ବିଜୟ ହାସଲ କରିବା ପାଇଁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରିଛି । ରିପୋର୍ଟ ମୁତାବକ ପୁଣେ ପିଚ ଧୀମା…

ବାତ୍ଯା ‘ଦାନା’; ଏନଆରଟିଏସ୍ ଓ ସ୍କଲାରସିପ ପରୀକ୍ଷା ସ୍ଥଗିତ କଲା ବିଏସଇ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବାତ୍ଯା 'ଦାନା' କାରଣରୁ ଏନଆରଟିଏସ୍ ଏବଂ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନ୍ୟାସନାଲ ରୁରାଲ୍ ଟାଲେଣ୍ଟ ସ୍କଲାରସିପ୍ (ଏନଆରଟିଏସ୍)…

ବିମାନରେ ବୋମା ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିମାନରେ ବୋମା ଥିବା ନେଇ ଧମକ ମିଳୁଛି। ଯାହାକୁ ନେଇ କଡା ପଦକ୍ଷେପ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଏଭଳି ଗୁଜବ କଲ୍ ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ…

ଜମ୍ମୁ-କଶ୍ମୀର ବିପକ୍ଷ ରୋମାଂଚକ ମ୍ୟାଚରେ ଓଡିଶା ହାତେଇଲା ୩ ପଂଏଟ

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଓଡିଶା-ଜମ୍ମୁ ଏବଂ କଶ୍ମୀର ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ୩ ପଂଏଟ ହାସଲ କରିବାରେ ସଫଳ ହୋଇଛି । ଜମ୍ମୁ ଏବଂ କଶ୍ମୀର ପ୍ରଥମେ ବ୍ୟାଟିଂ କରି ୨୭୦ ରନ ସଂଗ୍ରହ କରିଥିଲା । ଏହାର…

କାହିଁକି କୁହାଯାଏ ‘କୁମ୍ଭୀର କାନ୍ଦଣା’, ମିଛ କାନ୍ଦଣା….

ଭୁବନେଶ୍ବର: ଆମେମାନେ ପିଲାବେଳୁ ଏକ ରୂଢି ବାକ୍ୟ ଶୁଣି ଆସିଛେ, ଯାହା ହେଉଛି ‘କୁମ୍ଭୀର କାନ୍ଦଣା’ । ଅନେକ କଥାରେ ଲୋକେ କୁହନ୍ତି, ହେ ସେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଅର୍ଥ, ମିଛରେ କାନ୍ଦୁଛି । ଅର୍ଥ ହେଲା କପଟୀର ଲୋକ ଦେଖା ପ୍ରଳାପ । ତେବେ କ’ଣ ଆପଣ ଜାଣନ୍ତି, କାହିଁକି ଏହାକୁ…

ସାଉଦି ଆରବରେ ହୋଇପାରେ ଆଇପିଏଲର ମେଗା ନିଲାମ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ସାଉଦି ଆରବରେ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆସନ୍ତା ମାସ ୨୪ ଓ ୨୫ରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ରିୟାଦ ସହରରେ ଆଇପିଏଲ ନିଲାମ କରିବା ପାଇଁ ବିସିସିଆଇ ବିଚାର କରୁଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଅବଶ୍ୟ ବିଧିବଦ୍ଧ…

ପରିବାର ଖାତାରେ ଟିକେଟ୍

ନୂଆଦିଲ୍ଲୀ: କେଉଁଠି ବାପାଙ୍କ ଜାଗାରେ ଝିଅ, ବୋହୂ ତ କେଉଁଠି ସ୍ବାମୀଙ୍କ ଗଡ଼ରେ ସ୍ତ୍ରୀଙ୍କୁ ଟିକେଟ୍ । ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେଉ କି ଲୋକସଭା ନିର୍ବାଚନ ପରେ ଖାଲି ପଡିଥିବା ସିଟରେ ଉପନିର୍ବାଚନ । ପରିବାରରୁ ହିଁ ରାଜନୀତିର ଉତ୍ତରାଧିକାରୀ ବାଛୁଛନ୍ତି ଦଳ ।…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପରେ ଷ୍ଟାଲିନଙ୍କ ଅପିଲ୍, ସମୟ ଆସିଛି ୧୬ ସନ୍ତାନ ଜନ୍ମ କର

ଚେନ୍ନାଇ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଅଧିକ ସନ୍ତାନ ଜନ୍ମ ଉପରେ ଗୁରୁତ୍ବାରୋପ କରିଛନ୍ତି। ୧୬ରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଲୋକଙ୍କୁ ନିବେଦନ କରିଛନ୍ତି।…

ସୀମାରେ ଚାଇନା ସହିତ ତୁଟିଲା ବିବାଦ, ଏଲଏସିରେ ହେଲା ପାଟ୍ରୋଲିଂ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି

ନୂଆଦିଲ୍ଲୀ: ଏଲଏସି ଉପରେ ବିବାଦକୁ ରୋକିବା କିମ୍ବା ହ୍ରାସ କରିବା ଦିଗରେ ଭାରତ ଏବଂ ଚୀନ୍ ଏକ ସକରାତ୍ମକ ପଦକ୍ଷେପ ନେଇଛି। ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ପାଟ୍ରୋଲିଂ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ…

ଦୀପାବଳି ପୂର୍ବରୁ ବିଗୁଡୁଛି ରାଜଧାନୀର ଏକ୍ୟୁଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଦୀପାବଳିର ଏକ ସପ୍ତାହ ପୂର୍ବରୁ ବିଗିଡିଲାଣି ବାୟୁ ଗୁଣବତ୍ତା (ଏକ୍ୟୁଆଇ)। ସୋମବାର ଦିନ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ନିମ୍ନଶ୍ରେଣୀ' କୁ ଖସି ଆସିଛି। ସଫାର-ଇଣ୍ଡିଆ ତଥ୍ୟ ଅନୁଯାୟୀ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ରୁ ଅଧିକ…