ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍ ଟିକେଟ
ନୂଆଦିଲ୍ଲୀ: ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍ ଟିକେଟର ଆଡଭାନ୍ସ ବୁକିଂ । ଏବେ ୧୨୦ ଦିନ ପୂର୍ବରୁ ନୁହେଁ ୬୦ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିବା ପାଇଁ ସମୟ ସୀମା ହ୍ରାସ କଲା ରେଲୱେ ବିଭାଗ । ଆଉ ୪ ମାସ ନୁହେଁ ,ଏଣିକି ୨ ମାସ ପୂର୍ବରୁ ଟିକେଟ କରିବା ନେଇ ଏକ ଚିଠି ଜାରି କରି…