Latest Odisha News

BREAKING NEWS

ନାଳ ନିକଟରୁ ମାଆ-ଝିଅର ଖପୁରି ଓ କଙ୍କାଳ ଉଦ୍ଧାର! ହତ୍ୟା ସନ୍ଦେହରେ ୨ ଅଟକ

ଭଦ୍ରକ: ବାସୁଦେବପୁର ବ୍ଲକ ଲୁଣାବନ୍ଧ ନାଳ ନିକଟରୁ ଖପୁରି, କଙ୍କାଳ ଓ କିଛି ଦାନ୍ତ ଉଦ୍ଧାର କଲା ପୋଲିସ। ୫୯ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନାଳ ନିକଟରୁ ଖପୁରି ଓ କଙ୍କାଳ ଉଦ୍ଧାର। ଭଦ୍ରକ ଜିଲ୍ଲା ନାୟକାଣୀଡ଼ିହି ଥାନା ପାଞ୍ଚଘେରିଆ ଗାଁ…

ନିଜ୍ଜାର ହତ୍ୟା ମାମଲାରେ କାନାଡ଼ା ପାଖରେ ନାହିଁ ପ୍ରମାଣ: ବଦଳିଲା ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ

ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଚରମ ଚିକ୍ତତା ଦେଖିବାକୁ ମିଳିଛି। ଏହାରି ଭିତରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ତାଙ୍କ ସରକାର ଭାରତକୁ ପ୍ରକୃତ ପ୍ରମାଣ…

ସଲମାନ ଖାନଙ୍କୁ ମାରିବାକୁ ରଚିଥିଲା ଯୋଜନା, ମାଡି ବସିଲା ମୁମ୍ବାଇ ପୋଲିସ୍

ମୁମ୍ବାଇ: ପୋଲିସ୍ ପଞ୍ଝାରେ ପଡିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପ ସୁଟର୍‌ । ହରିୟାଣା ପାନିପତ୍‌ରୁ ଗିରଫ କରିଛି ମୁମ୍ବାଇ ପୋଲିସ । ତେବେ ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଗୁଳିମାଡ଼ ଘଟଣାରେ ସାର୍ପ ସୁଟର ସୁଖାକୁ ବାନ୍ଧିଛି ପୋଲିସ୍ । ତେବେ ବାବା ସିଦ୍ଦିକିଙ୍କ…

ଦଶହରାର ୨୧ ଦିନ ପରେ କାହିଁକି ପାଳନ କରାଯାଏ ଦୀପାବଳି? ଜାଣନ୍ତୁ କଣ କହୁଛି ଗୁଗୁଲ ମ୍ୟାପ

ନୂଆଦିଲ୍ଲୀ: ଶ୍ରୀ ରାମ କାଳ୍ପନିକ, ଏହି ଅଭିଯୋଗର ବିପରୀତରେ ଏପରି ଅନେକ ପ୍ରମାଣ ଅଛି ଯାହା ତାଙ୍କ ଅସ୍ତିତ୍ୱକୁ ପ୍ରମାଣ କରେ । ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟାରେ ନିର୍ମାଣ ହୋଇଛି ଭବ୍ୟ ରାମ ମନ୍ଦିର । କିନ୍ତୁ ବିଶେଷ କଥା ହେଉଛି ଯେ, ରାମାୟଣକୁ କାଳ୍ପନିକ କହୁଥିବା ଲୋକମାନଙ୍କୁ ଏବେ…

ଆଉ ନାହାନ୍ତି ପ୍ରଭାତ ସାମନ୍ତରାୟ

କେନ୍ଦ୍ରାପଡା: ଆଉ ନାହାନ୍ତି ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ । ୭୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି । ତେବେ ଓଡ଼ିଶା ରାଜନୀତିରେ ବିଜେଡିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ପ୍ରଭାତ କୁମାର ସାମନ୍ତରାୟ । ବିଜେଡିର ଜଣେ…

ଅସନ୍ତୋଷ ଝାଡିଲେ ହବିଷ୍ୟାଳି, ଆନ୍ଦୋଳନକୁ ଓହ୍ଲାଇଲେ

ପୁରୀ: ହବିଷ୍ୟାଳିଙ୍କ ପଞ୍ଜିକରଣକୁ ନେଇ ଅସନ୍ତୋଷ ପଞ୍ଜିକରଣ କରିନଥିବା ଝାଡିଲେ ହବିଷ୍ୟାଳି । ପଞ୍ଜିକରଣ ପ୍ରକ୍ରିୟାରେ ବାଦ ପଡିଥିବା ବେଳେ ବୃନ୍ଦାବତୀ ନିବାସ ଆଗରେ ହବିଷ୍ୟାଳିମାନେ ଆନ୍ଦୋଳନ କରିଛନ୍ତି । ପଞ୍ଜିକରଣ କରିନଥିବା ହବିଷ୍ୟାଳି ରହଣୀ ଦାବି କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।…

କିଏ ନିକିତା ପୋରୱାଲ ? ଯିଏ ଫେମିନା ମିସ୍ ଇଣ୍ଡିଆ ୨୦୨୪ର ପିନ୍ଧିଲେ ମୁକୁଟ

ନୂଆଦିଲ୍ଲୀ: ଫେମିନା ମିସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ ଅକ୍ଟୋବର ୧୬ରେ ଆୟୋଜିତ ହୋଇଯାଇଛି। ଭାରତର ଏହି ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟର ୬୦ ତମ ବାର୍ଷିକୀରେ, ମଧ୍ୟପ୍ରଦେଶର ନିକିତା ପୋରୱାଲ ବିଜୟୀ ହୋଇଛନ୍ତି। ସେ ଫେମିନା ମିସ୍ ଇଣ୍ଡିଆ ୨୦୨୪ର ପିନ୍ଧିଲେ ମୁକୁଟ। ତାଙ୍କୁ ଫେମିନା…

ଚନ୍ଦ୍ରଚୂଡଙ୍କ ପରେ ଗାଦି ସମ୍ଭାଳିବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନାଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ…

ଭାରତ ଉପରେ ଅଭିଯୋଗ: ବଢିଲା ଟ୍ରୁଡୋଙ୍କ ସମସ୍ୟା, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିର୍ବାଚନ ଲାଭ ପାଇଁ ନିକଟ ଅତୀତରେ ଭାରତ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ହେତୁ ଦୁଇ ଦେଶ ମଧ୍ୟରେ ଏବେ ତିକ୍ତତା ବଢିବାରେ ଲାଗିଛି । ଖଲିସ୍ତାନୀଙ୍କୁ ଖୁସି କରିବା ପାଇଁ ଟ୍ରୁଡୋ ଭାରତ ଉପରେ ଖଲିସ୍ତାନୀ…

ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଗାନ୍ଧିନଗର ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ଧୂଳିସାତ୍ ହେଲା ସମ୍ପୂର୍ଣ୍ଣ ମନ୍ଦିର । ସେପଟେ ଟ୍ୟାଙ୍କରରେ ଫସି ରହିଥିବା ଡ୍ରାଇଭରକୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ସୂଚନା…