ମଞ୍ଚରେ ମୁହାଁମୁହିଁ ହେଲେ ରାମ ଓ ରାବଣ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆମରୋହରେ ରାମଲୀଳା ପ୍ରଦର୍ଶନ ହେଉଥିବା ବେଳେ ରାମ ଏବଂ ରାବଣ ସତରେ ମୁହାଁମୁହିଁ ହୋଇଛନ୍ତି।
ଶନିବାର ଦିନ ରାମ ଏବଂ ରାବଣଙ୍କ ଚରିତ୍ରରେ ମଞ୍ଚ ଉପରେ ଅଭିନୟ କରୁଥିବା ବେଳେ ରାମଲୀଳା ଷ୍ଟେଜ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ସୋସିଆଲ ମିଡିଆରେ ସଚିନ ଗୁପ୍ତା…