Latest Odisha News

BREAKING NEWS

ବାବା ସିଦ୍ଦିକ୍‌ ହତ୍ୟା ମାମଲା: ଚିହ୍ନଟ ହେଲା ଚତୁର୍ଥ ଅଭିଯୁକ୍ତ

ନୂଆଦିଲ୍ଲୀ: ବାବା ସିଦ୍ଦିକ୍‌ ହତ୍ୟା ମାମଲା । ପୋଲିସକୁ ମିଳିଲା ଆଉ ଏକ ବଡ ସଫଳତା । ହତ୍ୟା ଘଟଣାର ଚତୁର୍ଥ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ । ଚତୁର୍ଥ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ । ତିନି ଜଣ ସୁଟରଙ୍କ ବ୍ୟତୀତ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିବା…

ଅନନ୍ୟ ଦଶହରା: ଏଠାରେ ହୁଏ ନାହିଁ ରାବଣ ଦହନ

ରାଇପୁର: ପଶ୍ଚିମବଙ୍ଗ, ଓଡ଼ିଶା ଭଳି ବିଭିନ୍ନ ରାଜ୍ୟରେ ପାଳିତ ହୁଏ ଦଶହରା । କେଉଁଠି ଏହାକୁ ଦଶେରା କୁହାଯାଏ ତ କେଉଁଠି ନବରାତ୍ରି, ଦୁର୍ଗାପୂଜା ବୋଲି କୁହାଯାଏ । ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଏହା…

୩୦ ବର୍ଷ ପରେ ପରଦାରେ ଏକାଠି ନଜର ଆସିବେ ଆମୀର ଖାନ-ରଜନୀକାନ୍ତ, ଦର୍ଶକଙ୍କ ମନରେ ଉତ୍କଣ୍ଠା

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ନିଜର ଆଗାମୀ ଚଳଚ୍ଚିତ୍ର ପାଇଁ ଦୀର୍ଘ ସମୟ ଧରି ଚର୍ଚ୍ଚାର ଶୀର୍ଷରେ ରହିଆସିଛନ୍ତି। ଏହି ଫିଲ୍ମଟି ହେଉଛି 'କୁଲି', ଯାହାକୁ ଲୋକେଶ କନଗରାଜ ନିର୍ଦ୍ଦେଶନା ଦେଉଛନ୍ତି। ଲୋକେଶ ହେଉଛନ୍ତି ସେହି ନିର୍ଦ୍ଦେଶକ ଯିଏକି ପୂର୍ବରୁ 'ଲିଓ', 'ବିକ୍ରମ' ଏବଂ…

ଜୀବନକୁ ଖାତିର ନକରି ଭୟଙ୍କର ରିଲ୍ ପ୍ରସ୍ତୁତ କଲେ ମହିଳା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ, ରିଲ୍ କରିବାର ନିଶା ସମସ୍ତଙ୍କୁ ଘାରିଛି । ପ୍ରତ୍ୟେକ ଦିନ ଲୋକମାନେ ନିଜକୁ ପ୍ରସିଦ୍ଧ କରିବା ପାଇଁ ବିଭିନ୍ନ ପ୍ରକାରର ରିଲ୍ ତିଆରି କରୁଛନ୍ତି । ବେଳେବେଳେ ଏହା ଦେଖିବା ଉତ୍ସାହଜନକ ହୋଇଥିବାବେଳେ, ଅନେକ ସମୟରେ ନିଜ ଜୀବନକୁ ଖାତିର ନକରି ଏପରି ଭିଡିଓ…

ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷୀତ ‘ଗେମ ଚେଞ୍ଜର’ ରିଲିଜ୍ ଡେଟ୍

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ମାନେ ବର୍ତ୍ତମାନ ସାଉଥ୍ ସୁପରଷ୍ଟାରଙ୍କ ସହିତ ପରଦାରେ ନଜର ଆସୁଛନ୍ତି । ନିକଟରେ ଜାହ୍ନବୀ କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ବଡ ହିଟ୍ ଫିଲ୍ମ ଦେଇ ଦକ୍ଷିଣରେ ନିଜର ଅଭିନୟ ଅନ୍ଦାଜ ଦେଖାଇଛନ୍ତି । ବର୍ତ୍ତମାନ ଆଲିଆ ଏବଂ ଜାହ୍ନବୀଙ୍କ ପରେ ବଲିଉଡର ଆଉ ଜଣେ…

ଅନୁଭବଙ୍କ ‘କର୍ମ’ର କଲେକ୍ସନ…ଏମିତି କେବେ ହୋଇନଥିଲା!

ଭୁବନେଶ୍ବର: ବକ୍ସ ଅଫିସରେ ଜବରଦସ୍ତ ରୋଜଗର କରୁଛି ଓଡ଼ିଆ ସିନେମା 'କର୍ମ' । ଫିଲ୍ମଟି ରିଲିଜ ହେବାର ମାତ୍ର ତିନି ଦିନ ମଧ୍ୟରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିଛି । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମ ଟି ଗୋଟିଏ ଦିନରେ ୩୭ ଲକ୍ଷ ଟଙ୍କା କଲେକ୍ସନ କରିଛି । ଯାହା…

ମାଟିରେ ଆକାଶର ଭ୍ରମ ସୃଷ୍ଟି କରୁଛି ଯମୁନା: କେବେ ସୁଧୁରିବ ସ୍ଥିତି ?

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି ଯମୁନା । ନଦୀରେ ଭାସୁଛି ବିଷାକ୍ତ ଫେଣ । ସତେ ଯେପରି ଲାଗୁଛି ମାଟିରେ ଆଉ ଆକାଶ ପାଦ ରଖିଲା କି। ନଦୀ ନୁହେଁ ତ ଆକାଶ ଆଉ ଧଳା ବାଦଲର ଭ୍ରମ ସୃଷ୍ଟି କରୁଛି। ଲାଗୁଛି କାଶ୍ମୀର କିମ୍ବା ମନାଲି ବୁଲି ଯାଇଛନ୍ତି ଲୋକେ। ଉପରକୁ ଦେଖିବାକୁ…

ଓଡ଼ିଆ ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ଘଟଣା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ଵର: ନୂଆଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଦୁର୍ବୃତ୍ତମାନେ ଫିଙ୍ଗି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରିଛି ପୋଲିସ । ଏବେ ତାଙ୍କ…

ବାବା ସିଦ୍ଦିକ୍‌ ହତ୍ୟା ଘଟଣା: ବଲିଉଡ ତାରକାଙ୍କ ଚିନ୍ତା

ନୂଆଦିଲ୍ଲୀ: ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇଛି । ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲେ ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା…

ରାଜ୍ୟରୁ ବିଦାୟ ନେବ ମୌସୁମୀ, ପାଗ ରହିଛି ଅନୁକୂଳ

ଭୁବନେଶ୍ବର: ରାଜ୍ୟରୁ ବିଦାୟ ନେବ ମୌସୁମୀ। ଏଥିପାଇଁ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ୨ ଦିନ ମଧ୍ୟରେ ଏହା ଓଡ଼ିଶାର କିଛି ଭାଗରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…