Latest Odisha News

BREAKING NEWS

ରାଜ୍ୟରୁ ବିଦାୟ ନେବ ମୌସୁମୀ, ପାଗ ରହିଛି ଅନୁକୂଳ

ଭୁବନେଶ୍ବର: ରାଜ୍ୟରୁ ବିଦାୟ ନେବ ମୌସୁମୀ। ଏଥିପାଇଁ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ୨ ଦିନ ମଧ୍ୟରେ ଏହା ଓଡ଼ିଶାର କିଛି ଭାଗରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…

ଶପଥ ନେବା ପୂର୍ବରୁ ନାଏବ ସିଂ ସୈନିଙ୍କୁ ହତ୍ୟା ଧମକ

ହରିୟାଣା: ଶପଥ ନେବା ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ହ୍ବାଟ୍ସଆପ୍‌ ଜରିଆରେ ସୈନିଙ୍କୁ ଧମକ ଦେଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗୋଟିଏ ପଟେ ମହାରାଷ୍ଟ୍ର ଏନସିପି ନେତା ବାବା ସିଦ୍ଦିକଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ ହରିୟାଣା…

ଜାଣନ୍ତୁ, ଭୁବନେଶ୍ବରରେ ଆଜି ରାବଣ ପୋଡ଼ି ଦେଖିବାକୁ କେଉଁଠାକୁ ଯିବେ……

ଭୁବନେଶ୍ବର: ଆଜି ଦଶହରା। ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଏଥିପାଇଁ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ ରାବଣ ପୋଡି ଅନୁଷ୍ଠିତ ହେବ । ଏଥିପାଇଁ ଭୁବନେଶ୍ବରର…

କିଏ ପାରାଦୀପର ରାବଣ? ଶାଣିତ ଆକ୍ରମଣ କରି କହିଲେ ମନ୍ତ୍ରୀ

ପାରାଦୀପ: ଆଜି ଦଶହରାରେ ରାବଣ ପୋଡ଼ି ସହିତ ତୁଳନା କରି ବିରୋଧୀଙ୍କୁ ତେର୍ଚ୍ଛା ଟାର୍ଗେଟ କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଆଜି ପାରାଦୀପ ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଇ ଏନେଇ ମନ୍ତ୍ରୀ କହିଛନ୍ତି, ପାରାଦୀପରେ ରାବଣ କିଏ, ଏଠାକାର ଲୋକେ ଜାଣିଛନ୍ତି । ମୁନ୍ନା ପତି, ମହେନ୍ଦ୍ର ସ୍ବାଇଁ…

ଶୀତ ଋତୁରେ ଫ୍ରିଜକୁ କେତେ ନମ୍ବରରେ ସେଟ୍ କରିବା ଜରୁରୀ ? ଅଧିକାଂଶ ଲୋକେ କରନ୍ତି ଭୁଲ

ଶୀତ ଋତୁ ଆସିବାକୁ ଯାଉଛି, ଦିପାବଳୀ ପରେ ପାଗ ଥଣ୍ଡା ହୋଇଯିବ। ବର୍ତ୍ତମାନ ଲୋକମାନେ ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ଅନୁଭବ କରିବା ଆରମ୍ଭ କରିଛନ୍ତି। ଏହି କାରଣରୁ, ଅନେକ ଲୋକ ଫ୍ରିଜରେ ରଖାଯାଇଥିବା ଜିନିଷ ବ୍ୟବହାର କରିବା ବନ୍ଦ କରି ଦେଇଛନ୍ତି। ଶୀତ ଦିନେ କେତେ ଡିଗ୍ରୀ ସେଲସିୟସ୍ ଓ କେତେ…

ମହାପ୍ରଭୁଙ୍କ ମହାପ୍ରସାଦ ନେଇ ବଡ ଘୋଷଣା କଲେ ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ବଡ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି, ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ,…

ବାବା ସିଦ୍ଦିକିଙ୍କୁ ମହଙ୍ଗା ପଡିଲା ସଲମାନଙ୍କ ନିକଟତର ହେବା, ପୂର୍ବରୁ ମିଳିଥିଲା ହତ୍ୟା ଧମକ

ମୁମ୍ବାଇ: ଫେଲ୍ ମାରିଲା Y+ ସୁରକ୍ଷା। କଡ଼ା ସୁରକ୍ଷା ସତ୍ତ୍ୱେ ବି ବିଚ୍‌ ରାସ୍ତାରେ ବାବା ସିଦ୍ଧିକ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଛି। ବାବା ସିଦ୍ଦିକିଙ୍କୁ ତିନି ଜଣ ଗୁଳି କରି ହତ୍ୟା କରିଛନ୍ତି। ଦଶହରା ଦିନ ରାସ୍ତା ମଝିରେ ଘଟିଥିବା ଏହି ହତ୍ୟାକାଣ୍ଡ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ…

ବଲିଉଡ୍ ସହ କିପରି ପରିଚିତ ବାବା ସିଦ୍ଦିକି? ସଲମନ୍ ଶାହରୁକ୍ ଥିଲେ ଖାସ

ନୂଆଦିଲ୍ଲୀ: ଜାତୀୟ କଂଗ୍ରେସ ପାର୍ଟି (ଏନସିପି) ର ବରିଷ୍ଠ ନେତା ବାବା ସିଦ୍ଦିକଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଗୁଳି ବିନିମୟ ପରେ ବାବା ସିଦ୍ଦିକଙ୍କୁ ଆହତ ଅବସ୍ଥାରେ ମୁମ୍ବାଇର ଲିଲାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ କିଛି ସମୟ ପରେ ଚିକିତ୍ସା ସମୟରେ…

ଟି୨୦ରେ ଭାରତ କରିଛି ସର୍ବାଧିକ ଥର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛିି । ଅନ୍ତିମ ମୁକାବିଲାରେ ଦଳ ୧୩୩ ରନରେ ବିଜୟ ହାସଲ କରିଛି । ଟି୨୦ରେ ଚଳିତ ସିଜନରେ ଭାରତ ୭ମ ଦ୍ୱିପାକ୍ଷିକ ସିରିଜ ବିଜୟ ହାସଲ କରିଛି । ରନ ଦୃଷ୍ଟିକୋଣରୁ ଟି୨୦ରେ ଭାରତର ଏହା ତୃତୀୟ ସବୁଠାରୁ ବଡ…

କଟକ ଚାନ୍ଦିନୀଚୌକରେ ନିଆରା ପରମ୍ପରା, ଲାଗିହୁଏ ମାଛ ଭୋଗ

କଟକ: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରଠୁ ପୁରପଲ୍ଲୀ । ପୂଜା ମଣ୍ତପରେ ରୀତିନୀତି ଅନୁସାରେ ଚାଲିଛି ମା…