Latest Odisha News

BREAKING NEWS

ଆସାମରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଗୌହାଟି: ଆସାମର ଗୌହାଟିରେ ଭୂକମ୍ପ ଝଟକା। ଆସାମର ଉତ୍ତର-କେନ୍ଦ୍ର କ୍ଷେତ୍ରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିଲା। ବ୍ରହ୍ମପୁତ୍ରର ଉତ୍ତର କୂଳରେ ଥିବା ଉଦଲଗୁଡି ଜିଲ୍ଲାରେ ସକାଳେ ଭୂକମ୍ପ ଅନୁଭୂତ…

୨୦୦୬ରୁ ପଡ଼ିଲାଣି ପୂର୍ଣ୍ଣଚ୍ଛେଦ, ହେଲେ ଏବେ ବି ମୁଣ୍ଡ ଟେକିଛି ବାଲ୍ୟବିବାହ

ନୂଆଦିଲ୍ଲୀ: ଦେଶରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିପାଇଁ ଶିଶୁ ବିବାହ ନିରାକରଣ ଆଇନ ୨୦୦୬ ଠାରୁ ହିଁ ପ୍ରଚଳିତ ହେଇ ଆସୁଛି। କିନ୍ତୁ ଏବେ ବି ବାଲ୍ୟ ବିବାହର  ପାଦ୍ରୁର୍ଭାବ ରାଜ୍ୟ ତଥା ଦେଶରେ ରହିଛି। ରିପୋର୍ଟ କହୁଛି, ଭାରତରେ ୨୦୨୨ରେ ୧୦୦୨ଟି ବାଲ୍ୟବିବାହ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସାଇବାବାଙ୍କର ଦେହାନ୍ତ, କାହିଁକି ସେ ଥିଲେ ଚର୍ଚ୍ଚାରେ ?

ନୂଆଦିଲ୍ଲୀ: ମାଓବାଦୀ ଲିଙ୍କ ଅଭିଯୋଗରେ ସାତ ମାସ ପୂର୍ବେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜି ଏନ ସାଇବାବାଙ୍କର ଦେହାନ୍ତ ହୋଇଛି। ତାଙ୍କର ଏକ ଅପରେସନ ପରେ ଜଟିଳତା ହେତୁ ଶନିବାର ଦିଲ୍ଲୀର ଏକ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତ୍ୟୁ…

ପୁଣି ଷଡ଼ଯନ୍ତ୍ର: ଟ୍ରେଣ୍ଡ କରୁଛି ଟ୍ରାକରେ ସିଲିଣ୍ଡର୍ 

ରୁର୍‌କୀ: ଏବେ ଯେମିତି ଟ୍ରାକରେ ସିଲିଣ୍ଡର ପଡ଼ିବା ଟ୍ରେଣ୍ଡ କରୁଛି। ପୁଣି ଟ୍ରେନ୍‌ ଲାଇନ ଚ୍ୟୁତ ପାଇଁ  ବଡ଼ ଷଡ଼ଯନ୍ତ୍ର ହୋଇଥିବା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ରୁରକୀ ଧନନ୍ଧେରା ଟ୍ରେନ୍‌ ଲାଇନ୍‌ରୁ ଗ୍ୟାସ୍‌ ସିଲିଣ୍ଡର ଠାବ ହୋଇଛି। ଏକ ମାଲବାହୀ ଟ୍ରେନ୍‌ ସେହି ଟ୍ରାକ ଦେଇ…

ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: କିଏ ରଚିଲା ଷଡ଼ଯନ୍ତ୍ର, ସାମ୍ନାକୁ ଆସିଲା ସତ

ମୁମ୍ବାଇ: ମୁମ୍ବାଇରେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହା ପରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି…

ରାବଣ ପୋଡ଼ି ଗାଥା: ଅଭିଶପ୍ତ ଥିଲେ ଲଙ୍କାଧିପତି….

ଭୁବନେଶ୍ୱର: ଆଜି ଦଶହରା, ବିଜୟଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଦଶହରା ପର୍ବ ପାଳନ କରାଯାଏ। ହିନ୍ଦୁ ପଞ୍ଚାଗ ଅନୁସାରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପଡେ। ମା' ଙ୍କ ପୂଜାର ଶେଷ ଦିନ। ଏହିଦିନ ମା' ମହିଷାସୁରକୁ ବଦ୍ଧ କରି ଧରାପୃଷ୍ଠରୁ ପାପ ନାଶ କରିଥିଲେ। ଆହୁରି…

ଟି-ଟ୍ୱେଣ୍ଟିରେ ଓପନର ଭାବେ ଟିମ୍ ଇଣ୍ଡିଆକୁ ମିଳିଲା କି ରୋହିତ ଶର୍ମାଙ୍କ ବିକଳ୍ପ?

ଭୁବନେଶ୍ୱର: ରୋହିତ ଶର୍ମା ଟି-ଟ୍ୱେଣ୍ଟିରୁ ଅବସର ନେବା ପରେ ଦଳ ପାଇଁ ଏକ ଦୁର୍ଦ୍ଦଶ ଓପନର ଆବଶ୍ୟକ ଥିଲା। କିନ୍ତୁ ଶନିବାର ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ସଞ୍ଜୁ ସାମସନଙ୍କ ବ୍ୟାଟିଂ କିଛି ସମୟ ପାଇଁ ପ୍ରଶଂସକଙ୍କୁ ମନେ ପକାଇ ଦେଇଛି ରୋହିତଙ୍କ ଭଳି କେହି ଜଣେ କ୍ରିଜରେ…

ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ଗ୍ୟାଙ୍ଗ, ସଲମାନଙ୍କ ପାଇଁ ଗଲା ଜୀବନ!

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ବରତା। ବରିଷ୍ଠ ଏନସିପି ନେତା ବାବା ଜିଆଉଦ୍ଦିନ ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜଣା ଯୁବକ ତାଙ୍କ ପେଟ ଓ ଛାତିରେ ଗୁଳି ଚଲେଇଥିବା ବେଳେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ…

ବଡ ଧରଣର ଅଗ୍ନିକାଣ୍ଡ: ଜଳିଗଲା ୧୫ ଦୋକାନ

ଗଞ୍ଜାମ: ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୫ରୁ ଅଧିକ ଦୋକାନ। ଗଞ୍ଜାମ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ୧୫ ଦୋକାନ ଜଳିଯାଇଛି। ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଘଟଣା ସ୍ଥଳରେ…

ଆଜି ଦଶହରା, ପବିତ୍ର ବିଜୟ ଦଶମୀ: ଆସିଲାଣି ମାଆଙ୍କୁ ମେଲାଣି ଦେବା ସମୟ…..

ଭୁବନେଶ୍ୱର: “ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା । ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ ।।” ସରି ସରି ଆସିଲାଣି ଦିନ। ମେଲାଣି ନେବେ ମାଆ। ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଦୁର୍ଗତୀନାଶିନୀ ମା’…