‘ଏକ୍ସ’ରେ ୨୦୦ ମିଲିୟନ ଫଲୋଅର୍ସ ଟପିଲେ ମସ୍କ, ଜାଣନ୍ତୁ ଟପ୍ ୫ରେ କିଏ
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ'ରେ ଏଲନ ମସ୍କଙ୍କ ଫଲୋଅର୍ସ ସଂଖ୍ଯା ୨୦୦ ମିଲିୟନ ଟପିଛି। ନୂତନ ସଫଳତା ସହିତ ମସ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ହୋଇପାରିଛନ୍ତି।
୨୦୨୨ ମସିହାରେ ଏଲନ୍ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡ଼ଲାରରେ କିଣିଥିଲେ…