ହରିୟାଣାରେ ଖାତା ଖୋଲିନି ଆପ୍ ; କାମ କଲାନି ଝାଡୁ ମ୍ୟାଜିକ
ଚଣ୍ଡିଗଡ: ହରିୟାଣା ରାଜନୀତିରେ ପଛରେ ପଡିଛି ଆମ ଆଦମୀ ପାର୍ଟି। କାମ କଲାନି କେଜ୍ରିୱାଲଙ୍କ ଝାଡୁର ମ୍ୟାଜିକ। କଂଗ୍ରେସ ସହିତ ମେଣ୍ଟ ନହେବା ପରେ ଆପ୍ ହରିୟାଣାର ମୋଟ ୯୦ ସିଟରୁ ୮୯ ସିଟରେ ଲଢିଥିଲା ନିର୍ବାଚନ। ହେଲେ ଆପକୁ ମାତ୍ର ୧.୬୫ ପ୍ରତିଶତ ଭୋଟ ମିଳିଥିବା କହିଛି ନିର୍ବାଚନ ଆୟୋଗ।…