Latest Odisha News

BREAKING NEWS

ଜାତୀୟ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର: ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ ଦ୍ୱାରା ଆୟୋଜିତ ଜାତୀୟ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ଓଡିଶାର ମୁକେଶ ଗମାଙ୍ଗୋ ୟୁଥର ବାଳକ ୫୫ କିଗ୍ରା ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ଓଭରାଲ ୨୦୪ କିଗ୍ରାର ଭାର ଉଠାଇ ଏହି…

ଓପିଏସସି ଅଧ୍ୟକ୍ଷ ଭାର ଗ୍ରହଣ କଲେ ଅରୁଣ ଷଡଙ୍ଗୀ

କଟକ: ଦାୟିତ୍ୱ ଭାର ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ । ଓପିଏସ୍ସି ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ତଥା ପୂର୍ବତନ ଡିଜିପି ଅରୁଣ ଷଡଙ୍ଗୀ । ତେବେ ଗତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ…

ବୁଧବାରଠୁ ଅନଶନରେ ବସିବେ ଅଲ୍ ଇଣ୍ଡିଆ ଡାକ୍ତର ସଂଘ

କୋଲକାତା: ପଶ୍ଚିମବଙ୍ଗର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ବିରୋଧ ଜାରି ରହିଛି। ବର୍ତ୍ତମାନ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (AFIMA) ଦେଶବ୍ୟାପୀ ଅନଶନ ଘୋଷଣା କରିଛନ୍ତି। ଡାକ୍ତର ସଂଘ ଏକ ବୈଠକ କରି ବୁଧବାର…

କମ୍ପୁଛି ଶକ୍ତିପୀଠ, ଚାଲିଛି ମା’ ଭଟ୍ଟାରିକାଙ୍କ ଷୋଡଶ ଉପଚାର

କଟକ: କମ୍ପୁଛି ଶକ୍ତିପୀଠ l ଚାଲିଛି ମା' ଜଗତଜନନୀଙ୍କ ଷୋଡ଼ଶ ଉପଚାର ପୂଜା l ସେଥିପାଇଁ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ l ସେପଟେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ପୀଠରେ ଚାଲିଛି ସ୍ୱତନ୍ତ୍ର ରୀତିନୀତି l ବିଧି ମୁତାବକ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।…

‘ବିଗ୍‌ବସ୍‌ ୧୮’ରେ ନିୟାଙ୍କୁ ମିଳିଲା ନାହିଁ ଏଣ୍ଟ୍ରି, କ୍ଷମା ମାଗିଲେ ଅଭିନେତ୍ରୀ

ମୁମ୍ବାଇ: ଆରମ୍ଭ ହେଲା ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୮’। ରବିବାରଠାରୁ ଏହି ଶୋ’ ଆରମ୍ଭ ହୋଇଯାଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ନିୟା ମଧ୍ୟ ପୂର୍ବରୁ ଉକ୍ତ ରିପୋର୍ଟକୁ ସ୍ଵୀକାର କରିଥିଲେ। ତେବେ ସେ ରବିବାର…

ବଦଳିଲା ଏକଜିଟ୍ ପୋଲ୍ ରିପୋର୍ଟ: ହରିୟାଣାରେ ମ୍ୟାଜିକ୍ ନମ୍ବର ଡେଇଁଲା ବିଜେପି

ନୂଆଦିଲ୍ଲୀ: ଧିରେ ଧିରେ ହୃଦସ୍ପନ୍ଦନ ବଢାଇବାରେ ଲାଗିଛି ଜମ୍ମୁ-କାଶ୍ମୀର ଏବଂ ହରିୟାଣା ନିର୍ବାଚନ ଫଳାଫଳ । ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନୁଯାୟୀ ଜମ୍ମୁରେ ଆଗରେ ରହିଛି କଂଗ୍ରେସ । ହେଲେ ହରିୟାଣାରେ ଏକଜିଟ୍ ପୋଲ୍ ଆକଳନ ସଂପୂର୍ଣ୍ଣ ଓଲଟିଯାଇଥିବା ନଜର ଆସୁଛି । ବିଜେପି ପ୍ରାଥମିକ…

ଭାରତୀୟ ବାୟୁ ସେନା ଦିବସ: ବ୍ରିଟିଶ ସମୟରେ ଭାରତରେ କେତେ ଥିଲେ ସୈନିକ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁ ସେନା ଦିବସ l ପ୍ରତିବର୍ଷ ଅକ୍ଟୋବର 8 ରେ ପାଳନ ହୁଏ ଏହି ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ବାୟୁ ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଚଳିତ ବର୍ଷ ଭାରତ ଏହାର 92 ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି । ଏୟାର ମାର୍ଶଲ ସୁବ୍ରୋତୋ…

ଫେଲ୍ ମାରିବ କି ବିଜେପିର ରଣନୀତି!: ଜମ୍ମୁରେ ଆଗରେ ମେଣ୍ଟ, ପଛରେ ପଡିଲା ବିଜେପି

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଗୋଟେ ପଟେ ବିଜେପିର ପଲଡା ଭାରି ହୋଇଥିବା ବେଳେ ଆଉ ଗୋଟେ ପଟେ ଅପ୍ରତ୍ୟାଶିତ ଭାବେ ଆଗୁଆ ରହିଛି ଏନସି ମେଣ୍ଟ । ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ପ୍ରାଥମିକ ଗଣତି ଏବେ…

ଆକାଶଛୁଆଁ ଟମାଟୋ ଦର: ଏତିକି ଟଙ୍କାରେ ବିକ୍ରି କରିବେ ସରକାର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଆକାଶଛୁଆଁ ହୋଇଛି ଟମାଟୋ ଦର l ଅତିରିକ୍ତ ବର୍ଷା କାରଣରୁ ଟମାଟୋ ଚାଷ ନଷ୍ଟ ହୋଇଛି l ଯେଉଁଥିପାଇଁ ଆମଦାନୀ ମଧ୍ୟ ହ୍ରାସ ପାଇଛି l ପ୍ରଭାବରେ ଏବେ ବଜାରରେ ଟମାଟୋ ଦ୍ୱାରା କିଲୋଗ୍ରାମ ପ୍ରତି 100 ଟଙ୍କା ଛୁଇଁବା ଆରମ୍ଭ କଲାଣି l ଏହି ପରିସ୍ଥିତିର ଟମାଟୋ ଦର…

ଫଳାଫଳ ଆସିବା ପୂର୍ବରୁ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ: ଲିଡ୍ କରୁଛି କଂଗ୍ରେସ-ଏନସି ମେଣ୍ଟ, ଜିତିବା ସୁନିଶ୍ଚତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗଣନା। ପ୍ରଥମ ପର୍ଯ୍ୟାୟ ଗଣନାରେ ଜମ୍ମୁ କଶ୍ମୀରରେ ବିଜେପି ଏବଂ କଂଗ୍ରେସ-ଏନସି ମେଣ୍ଟ ମଧ୍ୟରେ ଏକ କଡା ପ୍ରତିଯୋଗିତା ହେଉଛି। ଜାମ୍ମୁ କାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ଅଛି। ବିଜେପିଠାରୁ ଏନସି ଓ କଂଗ୍ରେସ…