Latest Odisha News

BREAKING NEWS

ଜିଦରେ ଅଟଳ ଡାକ୍ତର ସଂଘ; ଏସମା ଲାଗୁ ପରେ ବି ଆନ୍ଦୋଳନ ଜାରି…

ଭୁବନେଶ୍ବର: ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ, ୧୯୮୮ (ଏସମା) ଅନୁଯାୟୀ ଡାକ୍ତରଙ୍କ ଧର୍ମଘଟକୁ ନିଷେଧ କରାଯିବା ପରେ ମଧ୍ୟ ଜିଦରେ ଅଟଳ ଡାକ୍ତର ସଂଘ। ସରକାରୀ ଡାକ୍ତରମାନେ ବୁଧବାର ଦୁଇ ଘଣ୍ଟା ପାଇଁ ଓପିଡି ସେବାକୁ ସ୍ଥଗିତ ରଖି ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି।…

ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ବୁଧବାର ନ୍ୟୁଜିଲାଣ୍ଡ ଦଳର ଘୋଷଣା କରାଯାଇଛି । ମିଚେଲ ସାଂଟେନରଙ୍କ ନେତୃତ୍ୱରେ ଏହି ଦଳ ଘୋଷଣା କରାଯାଇଛି । ଅଭିଜ୍ଞତା ସମ୍ପନ୍ନ ଖେଳାଳିଙ୍କ ଉପରେ ନ୍ୟୁଜିଲାଣ୍ଡ ଗୁରୁତ୍ୱ ଦେଇଛି । ଜ୍ୟାକବ ଡଫି ନିକଟରେ ନିଜ ଦେଶର…

ସ୍ପଷ୍ଟ କଲେ କରୀନା, ମୁଁ କାର୍ତିକଙ୍କୁ…….

ମୁମ୍ବାଇ:ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନଙ୍କ ସହ ଏକ ରହସ୍ୟମୟୀ ମହିଳାଙ୍କ ସମ୍ପର୍କ ବେଶ ଚର୍ଚ୍ଚାର କାରଣ ସାଜିଛି । ଦୁଇଜଣ ଯାକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଛୁଟି କଟାଇଥିଲେ । କାର୍ତିକଙ୍କ ସହ ସମ୍ପର୍କକୁ ନେଇ ରହସ୍ୟମୟୀ ମହିଳା କରୀନା କୁବିଲିୟଟେ ଖୁଲାସା କରିଛନ୍ତି । ସେ…

Bhitarkanika Closed: ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା

ପଟ୍ଟାମୁଣ୍ଡାଇ: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା। କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ ରହିବ। ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା। ଏନେଇ ସୂଚନା ଦେଇଛନ୍ତି ରାଜନଗର DFO। କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ…

ICC World Cup T20 ପୂର୍ବରୁ ବାଂଲାଦେଶକୁ ଝଟକା: ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ନୂଆଦିଲ୍ଲୀ: ICC World Cup T20 ପୂର୍ବରୁ ବାଂଲାଦେଶକୁ ଝଟକା। ଭାରତରୁ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡର ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ପ୍ରତ୍ୟାଖ୍ୟାନ କରିଛି। ଜାତୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି। ଦୁଇ ସଂସ୍ଥା ମଧ୍ୟରେ ଏକ…

Trump “Absolutely” Wants Greenland: ଭେନେଜୁଏଲା ପରେ, ଏହି ଦେଶ ଉପରେ ଟ୍ରମ୍ପଙ୍କ ଆଖି…

ନୂଆଦିଲ୍ଲୀ: ଭେନେଜୁଏଲାକୁ ନିଜ ଅକ୍ତିଆରକୁ ନେଇଛନ୍ତି ଟ୍ରମ୍ପ! ମାଦୁରୋଙ୍କୁ ଗିରଫ ପରେ ନିଜ ଇସାରରେ ଚଳାଉଛନ୍ତି ଦେଶ ପୁଣି ଆଉ ଏକ ଦେଶ ଉପରେ ପକେଇଲେଣି ଲୋଲୁପଦୃଷ୍ଟି ରୁଷ, ଚୀନ୍ କୁ ମାତ୍ ଦେବାକୁ ଯୋଜନା ଭେନେଜୁଏଲା ଉପରେ ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ…

Kavitha Resignation: ବିଧାନ ପରିଷଦରୁ କେ କବିତାଙ୍କ ଇସ୍ତଫା ଗ୍ରହଣ, ବିଦାୟ ବେଳେ ହେଲେ ଭାବୁକ

ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିର ଏକ ପ୍ରମୁଖ ଅଧ୍ୟାୟ ଆନୁଷ୍ଠାନିକ ଭାବରେ ଶେଷ ହୋଇଛି। ଭାରତ ରାଷ୍ଟ୍ର ସମିତି (ବିଆରଏସ) ସଦସ୍ୟ କାଲଭାକୁନ୍ତଳା କବିତାଙ୍କ ବିଧାନ ପରିଷଦ (ଏମଏଲ୍‌ସି)ରୁ ଇସ୍ତଫା ଶେଷରେ ଗ୍ରହଣ କରାଯାଇଛି। ବିଧାନସଭା ପରିଷଦ ଅଧ୍ୟକ୍ଷ ଗୁଟ୍ଟା ସୁଖେନ୍ଦର ରେଡ୍ଡି ଗୃହରେ…

China face 100,000 casualties: ‘ଚୀନର ଲକ୍ଷେ ସୈନ୍ୟଙ୍କ ଜୀବନ ଯିବ…’, ରିପୋର୍ଟରେ…

ନୂଆଦିଲ୍ଲୀ: ଚୀନ୍ ଗତ କିଛି ମାସ ଧରି ତାଇୱାନକୁ ନିରନ୍ତର ଭୟଭୀତ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏକ ସାମ୍ପ୍ରତିକ ରିପୋର୍ଟ ଡ୍ରାଗନର ଆଖି ଖୋଲିପାରେ। ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ଦ୍ୱାରା ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି ଚୀନ୍ ତାଇୱାନ ଉପରେ ନୌସେନା ଆକ୍ରମଣ କରେ, ତେବେ ଏହାକୁ ୧…

Court Summons Rahul Gandhi: ଅମିତ ଶାହଙ୍କୁ ହତ୍ୟାକାରୀ କହିବା ପ୍ରସଙ୍ଗ, ୧୯ରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ…

ସୁଲତାନପୁର: ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବା ମାମଲାରେ ମଙ୍ଗଳବାର ଦିନ ସୁଲତାନପୁରର ସାଂସଦ/ବିଧାୟକ କୋର୍ଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଶୁଣାଣି ହୋଇଥିଲା। ପ୍ରାୟ ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ପରେ, କୋର୍ଟ ରାହୁଲ…

Steve Smith: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍‌ଙ୍କ ବିସ୍ଫୋରକ ପ୍ରଦର୍ଶନ! ଭାଙ୍ଗିଲେ ୯୬ ବର୍ଷର…

ସିଡ୍‌ନି: ଅଷ୍ଟ୍ରେଲିଆର ସିଡ୍‌ନି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପଞ୍ଚମ ଏବଂ ଅନ୍ତିମ ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଏକ ସଫଳତା ହାସଲ କରିଛନ୍ତି ଯାହା କ୍ରିକେଟ୍ ଇତିହାସରେ ତାଙ୍କ ନାମକୁ ଆହୁରି ଉଚ୍ଚ କରିଛି। ଇଂଲଣ୍ଡ ବିପକ୍ଷରେ ତୃତୀୟ…