Latest Odisha News

BREAKING NEWS

ବାହାଘରର କିଛି ଘଣ୍ଟା ପରେ ଚାଲିଗଲା ପାଇଲଟ ସ୍ୱାମୀଙ୍କ ଜୀବନ

ନୂଆଦିଲ୍ଲୀ: ବାହାଘରର କିଛି ଘଣ୍ଟା ପରେ ଚାଲିଗଲା ପାଇଲଟ ସ୍ୱାମୀଙ୍କ ଜୀବନ। ବାହାଘର ସରିବା ପରେ ବର-କନ୍ୟା ଉଭୟ ବେସ ଖୁସିଥିଲେ। ହେଲେ ସଂସାର ଗଢ଼ିବା ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା। କିଏ ଜାଣିଥିଲା ଆଖି ଆଗରେ ଚାଲିଯିବ ବରଙ୍କ ଜୀବନ । ଆମେରିକାରେ ଏଭଳି ଘଟଣା ସମସ୍ତଙ୍କୁ ଦୁଃଖ…

IPL 2026: ଗୁଜୁରାଟ ଟାଇଟନ୍ସ ବସରେ ନିଆଁ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ଫାଇନାଲରେ ପରାଜୟ ପରେ ଗୁଜୁରାଟ ଟାଇଟନ୍ସ ଦଳ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଟାଇଟଲ୍ ମ୍ୟାଚ୍ ହାରିବା ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ହୋଟେଲକୁ ଫେରୁଥିବା ସମୟରେ ଦଳର ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଯାହା ଫଳରେ…

ଆର୍ଥିକ ମାନ୍ଦାବସ୍ଥାରୁ ମୁକ୍ତି ପାଇଁ ଚୀନ୍‌ର ‘ଛୁଟି’ ଫର୍ମୁଲା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ବା ରିସେସନ୍‌କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ଅର୍ଥନୀତି କୁହାଯାଉଥିବା ଚୀନ୍ ମଧ୍ୟ ଏବେ ଏହି ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଛି। କିନ୍ତୁ ଏହି ସଙ୍କଟରୁ ବାହାରିବା ପାଇଁ ଚୀନ୍ ସରକାର…

ଡ୍ରୋନ୍‌ ଶିକାରୀ ‘ୟୋଲକା’: ରୁଷର ନୂଆ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ଆଧୁନିକ ଯୁଦ୍ଧକ୍ଷେତ୍ରରେ ଏବେ ‘ଡ୍ରୋନ୍’ ସବୁଠାରୁ ବଡ଼ ହତିଆର ପାଲଟିଛି । ଶତ୍ରୁପକ୍ଷର ଏହି ଡ୍ରୋନ୍‌ ଆକ୍ରମଣକୁ ରୋକିବା ପାଇଁ ରୁଷ ଏବେ ମଇଦାନକୁ ଓହ୍ଲାଇଛି ଏକ ସୁପରୱେପନ ବା ମହାଅସ୍ତ୍ର । ଯାହାର ନାଁ ହେଉଛି ‘ୟୋଲକା’ (Yolka) । ରୁଷ ସେନାର ଏହି ନୂଆ ଆଣ୍ଟି-ଡ୍ରୋନ୍…

ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ବାହୁଡ଼ା ଯାତ୍ରା ପାଇଁ ନୀତିନିର୍ଘଣ୍ଟ, ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ଉପରେ ଗୁରୁତ୍ବ

ପୁରୀ: ମହାପ୍ରଭୁଙ୍କ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରାକୁ ନେଇ ସରିଛି ଛତିଶାନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଅନୁମୋଦିତ ହୋଇଛି ।…

ଦିଲ୍ଲୀ ଅଭିମୁଖେ ନବୀନ, ୭ ଦିନିଆ ଗସ୍ତରେ କରିବେ…

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ଏବଂ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୭ ଦିନିଆ ଗସ୍ତ ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯାତ୍ରା ମୁଖ୍ୟତଃ ଏକ ପାରିବାରିକ ବ୍ୟାପାର ବୋଲି କୁହାଯାଉଛି। ସେ ନିଜ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ…

ମଶା ବଂଶ ନିପାତ କରିବ ଗୁଗଲ୍ ମଶା

ନୂଆଦିଲ୍ଲୀ: ଡେଙ୍ଗୁ, ଜିକା ଏବଂ ଚିକୁନଗୁନିଆ ଭଳି ମାରାତ୍ମକ ମଶା ଜନିତ ରୋଗରୁ ମୁକ୍ତି ପାଇଁ ଏବେ ଆଗକୁ ଆସିଛି ସବୁଠାରୁ ବଡ଼ ଟେକ୍ନୋଲୋଜି କମ୍ପାନୀ 'Google'। ମଶାମାନଙ୍କୁ ସେମାନଙ୍କରି ଷ୍ଟାଇଲ୍‌ରେ ମାତ୍ ଦେବା ପାଇଁ ଗୁଗଲ୍ ପ୍ରସ୍ତୁତ କରିଛି ଏକ ଅଦ୍ଭୁତ ଯୋଜନା। ଲାବୋରେଟୋରୀ ବା…

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ନାମାଙ୍କନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କାନ ପ୍ରକ୍ରିୟା । ୯ ତାରିଖରେ ପାର୍ଥିପତ୍ର ଯାଞ୍ଚ । ୧୧ ତାରିଖରେ ପାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ୧୮ ତାରିଖରେ ପଡ଼ିବ ଭୋଟ୍‌ । ବିଧାନସଭା…

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ, ୩୭ରେ ପହଞ୍ଚିଲା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି। ସୋମବାର ଦିନ କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ଅଦାଲତର ବିଚାରପତି ଭାବରେ ୪ଟି ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଣେ ବରିଷ୍ଠ ମହିଳା ସୁପ୍ରିମକୋର୍ଟ ଓକିଲଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ଆଇନ…

ଜୁଆ ଆଡ୍ଡାରେ ଚଢ଼ାଉ: ୨୬ ଜୁଆଡ଼ି ଗିରଫ, ୧୧ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼: ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜାମଝରିଆ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସର ଚଢାଉ । ବିଳମ୍ବିତ ରାତିରେ ହେମଗିର ଥାନା ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡାରେ ଚଢାଉ କରି ୨୬ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଜବତ…