Latest Odisha News

BREAKING NEWS

ଗୁଗୁଲର ଏହି ପ୍ରାଇଭେସି ସେଟିଂ କରିବା ଜରୁରୀ, ହେବନି ଡାଟା ଚୋରି

ଆଜିକାଲି ଅନଲାଇନ୍ ଡାଟା ଚୋରିର ଅନେକ ମାମଲା ସାମ୍ନାକୁ ଆସୁଛି, ଏଭଳି ପରିସ୍ଥିତିରେ ଡାଟା ଲିକ୍‌ର ଟେନସନ ସମସ୍ତଙ୍କ ମନରେ ରହିଛି। କିନ୍ତୁ ଆମେ ଆପଣଙ୍କ ଟେନସନକୁ ସଂପୂର୍ଣ୍ଣ ରୂପେ ହଟାଇଦେବୁ, ଏଥିପାଇଁ ଆପଣ ଗୁଗୁଲକୁ ଯାଇ ତିନୋଟି ସେଟିଙ୍ଗ୍ କରିବାକୁ ପଡିବ। ନିମ୍ନରେ ଦିଆଯାଇଥିବା…

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ…

ସମ୍ବାଦ-ନବୀନ ସଂପର୍କ…କେବେ ଖଟା କେବେ ମିଠା

ଭୁବନେଶ୍ବର: ସମ୍ବାଦ ଗ୍ରୁପ ସହ ନବୀନଙ୍କ ସଂପର୍କରେ ଟୁଇଷ୍ଟ ! ଦିନେ ସମ୍ବାଦ ସଂପାଦକ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିକୁ ପାଛୋଟି ନେଇଥିଲେ । ପରେ ସଂପାଦକୀୟକୁ ନେଇ ଦଳରୁ କଲେ ବିଦା। ଏବେ ପୁଣି ସଂପର୍କ ଟ୍ରାକକୁ ଫେରାଇବାକୁ ଉଦ୍ୟମ ! ସମ୍ବାଦ ଗ୍ରୁପ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…

କ’ଣ ଏହି ଗୁପ୍ତ ଗୁଣ୍ଡିଚା ଓ ଶାକ୍ତ ଗୁଣ୍ଡିଚା? ଯେଉଁଥିରେ ଏକାଠି ପୂଜା ପାଆନ୍ତି ଦୁର୍ଗାମାଧବ…

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ଶାକ୍ତ ଗୁଣ୍ଡିଚା । ପ୍ରଭୁ ଜଗନ୍ନାଥଙ୍କ ସହିତ ମା ଦୁର୍ଗା ବିମାନରେ ବସି ବିଜେ କରିଛନ୍ତି ନାରାୟଣ ମନ୍ଦିର । ଯାହା ସାରା ଭାରତ ବର୍ଷରେ ବିରଳ । ତେବେ ପ୍ରତିବର୍ଷ ଶାରଦୀୟ ଦୁର୍ଗା ପୂଜା ବେଳେ ପ୍ରଭୁ ଜଗନ୍ନାଥଙ୍କ ସହ ମା’ ଦୁର୍ଗାଙ୍କ ଅନନ୍ୟ ନୀଳା…

ଆଉ ଆସିବନି ସ୍ପାମ୍ କଲ୍ ଓ ମେସେଜ୍, ଏଆଇର ଏହି ଟୁଲ୍ କରିବ ସାହାଯ୍ୟ

ନୂଆଦିଲ୍ଲୀ: ନକଲି କଲ ଏବଂ ମେସେଜ୍‌ଗୁଡ଼ିକୁ ବନ୍ଦ କରିବା ପାଇଁ ଏଆଇ (AI/ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଆଧାରିତ ଠକେଇ ଚିହ୍ନଟ ଉପକରଣଗୁଡ଼ିକ ବର୍ତ୍ତମାନ ବ୍ୟବହୃତ ହେଉଛି। ଏହି ଟେକ୍ନୋଲୋଜି ନକଲି କଲ୍ ଏବଂ ମେସେଜ୍ ଚିହ୍ନଟ କରିବାରେ ଏବଂ ସେମାନଙ୍କୁ ଅବରୋଧ କରିବାରେ ସାହାଯ୍ୟ କରିବ।…

ଗୁଗୁଲର ବଡ ଘୋଷଣା, ଏବେ ହିନ୍ଦିରେ କଥା କହିବ ଜେମିନି

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତରେ ଗୁଗୁଲ୍ ଫର୍ ଇଣ୍ଡିଆ ଇଭେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଗୁଗୁଲ ଦ୍ୱାରା ଏକ ବଡ ଘୋଷଣା କରାଯାଇଥିଲା । କମ୍ପାନୀ କହିଛି ଯେ ବର୍ତ୍ତମାନ ଗୁଗୁଲର ଜେମିନି ଲାଇଭ ହିନ୍ଦୀ ଭାଷା ସପୋର୍ଟ କରିବ । ଏହା ବର୍ତ୍ତମାନ ଇଂରାଜୀ ସହିତ ଆଠଟି ଭାଷାକୁ ସପୋର୍ଟ…

ରିଲିଜ୍ ପୂର୍ବରୁ ‘ଭୁଲ୍‌ ଭୁଲେୟା-୩’ର କଲେକ୍ସନ୍‌ ହେଲାଣି ଏତିକି କୋଟି !

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇଥିବା ଲୋକପ୍ରିୟ ଫିଲ୍ମ ‘ଭୂଲ ଭୂଲୈୟା ଫ୍ରାଞ୍ଚାଇଜ’ର ପାର୍ଟ-୨ ରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ନିଜ କାମର ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଲୋକମାନେ ତାଙ୍କ ଫିଲ୍ମରେ ଅଭିନୟକୁ ବହୁତ ପସନ୍ଦ କରିଥିଲେ। ପ୍ରଶଂସକଙ୍କ ଏହି ଭଲପାଇବାକୁ…

କ୍ୟାମେରାରେ କଏଦ ହେଲା କଳାବାଘ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଆସିଲା କଳାବାଘର ପ୍ରଥମ ଝଲକ । କଳାବାଘଟି କିପରି ଅତି ଆନନ୍ଦର ସହ ବିଚରଣ କରୁଛି ତାହାର ପ୍ରଥମ ଝଲକ ଭିଡିଓଟି କ୍ୟାମେରାରେ କଏଦ ହୋଇଛି । ଜାରି ହୋଇଥିବା ଭିଡିଓରେ ବାଘଟି ବିଚରଣ କରୁଥିବାର ନଜର ଆସିଛି । ଯାହାକୁ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ…

ଏହି ସ୍ଥାନରେ ମା’ ଦୁର୍ଗାଙ୍କ ପରିବର୍ତ୍ତେ ପୂଜା ପାଏ ମହିଷାସୁର

ଭୁବନେଶ୍ୱର: ଦୁର୍ଗା ପୂଜାରେ ସବୁ ସ୍ଥାନରେ ପୂଜା ପାଆନ୍ତି ମା' ଦୁର୍ଗା । ସାରା ଦେଶ ମା'ଙ୍କ ଆଗମନର ଉଲ୍ଲାସ ମନାଇଥାଏ । କିନ୍ତୁ ଆମ ଦେଶରେ କିଛି ସ୍ଥାନରେ ଦୁର୍ଗା ପୂଜା ଅବସରରେ ମା' ଦୁର୍ଗା ନୁହନ୍ତି, ବରଂ ଆସୁରରାଜ ମହିଷାସୁରକୁ ପୂଜା କରା ଯାଇଥାଏ । ଅସୁର ରାଜ ମହିଷାସୁରକୁ ଦେବୀ…

କନଷ୍ଟେବଲଙ୍କୁ ମରଣାନ୍ତକ ଆକ୍ରମଣ; ଖଣ୍ଡା ଚୋଟରେ ଛିଡ଼ିଗଲା ହାତ ପାପୁଲି

ସମ୍ବଲପୁର: ପୋଲିସକୁ ମରଣାନ୍ତକ ଆକ୍ରମଣ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଛିଡିଯାଇଛି ପୋଲିସ କନଷ୍ଟେବଲଙ୍କ ହାତ ପାପୁଲି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ। ଆହତ କନଷ୍ଟେବଲଙ୍କ ନାଁ ସରୋଜ ଭୋଇ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ…