Latest Odisha News

BREAKING NEWS

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ସଂକ୍ରମଣରୁ ୬୩ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ…

ଓମିକ୍ରନ୍‌ ଭୟ; ରାଜଧାନୀରେ ୟେଲୋ ଆଲର୍ଟ? ଆଜି ଉଚ୍ଚସ୍ତରୀୟ ବୈଠକ କରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀରେ ଓମିକ୍ରନ୍‌ ମାମଲାରେ ବୃଦ୍ଧି ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିବେ। ମଧ୍ୟାହ୍ନରେ ଦିଲ୍ଲୀ ସଚିବାଳୟରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର…

ମାଟ୍ରିକ ସମେଟିଭ୍-୧ ପରୀକ୍ଷା, ଆଜିଠୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡ଼ମିଟ୍ କାର୍ଡ଼

କଟକ: ଆସନ୍ତା ୫ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା । ପରୀକ୍ଷା ପାଇଁ ଆଜିଠୁ ପରୀକ୍ଷାର୍ଥୀ ଆଡ଼ମିଟ୍ କାର୍ଡ଼ ପାଇପାରିବେ । ବୋର୍ଡ଼ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ପରୀକ୍ଷା ସେଣ୍ଟରଗୁଡ଼ିକୁ ଆଡ଼ମିଟ୍ କାର୍ଡ଼ ପଠାଇ ଦିଆଯାଇଛି । ଏହାସହ ପରୀକ୍ଷାର୍ଥୀ ଚାହିଁଲେ…

ସୌରଭ ଗାଙ୍ଗୁଲିଙ୍କୁ କରୋନା

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କରୋନା । ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି କୋଭିଡ୍ ଟେଷ୍ଟ କରାଇଥିଲେ ଗାଙ୍ଗୁଲି । ଏହାପରେ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ଏହାପରେ ଗାଙ୍ଗୁଲିଙ୍କୁ କୋଲକାତା ସ୍ଥିତି…

୧୨ କୋଟିର ମର୍ସିଡିଜ୍ ଚଢିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମର୍ସିଡିଜ୍-ମେବ୍ୟାକ୍‌ S 650ରେ ଦେଖିବାକୁ ମିଳିବ। ପିଏମ୍‌ ମୋଦୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ନୂଆ ମେବ୍ୟାକ୍‌ ଏସ୍‌ 650 ରେ ପ୍ରଥମ ଥର ପାଇଁ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ…

ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର, ଏକକାଳୀନ ୪ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୨ର ଜୁନିଅର ଇଞ୍ଜିନିୟରଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ବଂଶୀଧର ସେଠୀ । ସେ ଏବେ ଦିଗପହଣ୍ଡି ଆରଡବ୍ଲ୍ୟୁ ସେକ୍ସନ-୧ରେ…

କୁମ୍ଭୀର ଗଣନା ଲାଗି ଜାନୁଆରୀ ୨ରୁ ବନ୍ଦ ରହିବ ଭିତରକନିକା

ରାଜନଗର: କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟ ଜାନୁଆରୀ ୨ରୁ ୧୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ଗଣନା କରାଯାଉଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଡ଼ା ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ…

ପାକିସ୍ତାନର ସାକ୍ଷରତା ହାର ସବୁଠୁ କମ୍‌; ୪୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସ ୨୦୨୧ରେ ୧୩୨ ଅର୍ଥବ୍ୟବସ୍ଥା ମଧ୍ୟରୁ ପାକିସ୍ତାନକୁ ୯୯ ତମ ସ୍ଥାନରେ ରଖିାଯାଇଛି। ପାକିସ୍ତାନର ସାକ୍ଷରତା ହାର ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ଏହାଦ୍ୱାରା ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ନବସୃଜନରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗର ଅଭାବ…

ମହାରାଷ୍ଟ୍ର ଓ ଦିଲ୍ଲୀରେ ମାଡୁଛି ଓମିକ୍ରନ୍, ଦେଶରେ ୬୫୩ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ୨୧ ରାଜ୍ୟରେ ପଶିଲାଣି କରୋନାର ନୂଆ ଭାରିଆଣ୍ଟ । ଦୈନିକ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ବାହାରିଛି ଆଉ ୭୫ ପଜିଟିଭ୍ । ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫୩କୁ ବୃଦ୍ଧି ପାଇଛି । ଗତକାଲି ଏହି…

ବଦଳିଲା ପାଗ, ରାଜ୍ୟରେ ଘନ କୁହୁଡ଼ି ଓ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବଦଳିଛି ପାଗ । ବଙ୍ଗୋପସାଗରରୁ ରାଜ୍ୟକୁ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବ ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ବୃଦ୍ଧି ଘଟିଛି । ଏଥିପାଇଁ ଶୀତ କମିଛି । ହେଲେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି…