ରାଜ୍ୟସଭା ନିର୍ବାଚନ: ୟୁପି, ହିମାଚଳରେ ବାଜି ମାରିଲା ବିଜେପି, କର୍ଣ୍ଣାଟକରେ କଂଗ୍ରେସ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ରାଜ୍ୟସଭା ଆସନ ପାଇଁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ଜୋରଦାର ରାଜନୈତିକ ନାଟକ ଦେଖିବାକୁ ମିଳିଛି।
କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗଣତି ଶେଷ ହେବା ପରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅଜୟ…