Latest Odisha News

BREAKING NEWS

ପୋଲିସ ପରେ ସ୍ପାଏ ଅବତାରରେ ଆସୁଛନ୍ତି ଦବଙ୍ଗ ଖାନ ସଲମାନ୍

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ସୁପରଷ୍ଟାର ସଲମାନଙ୍କ ଫିଲ୍ମ ଅନ୍ତିମ୍ । ବକ୍ସ ଅଫିସରେ ଏହି ଫିଲ୍ମକୁ ମିଳିଛି ଅପୂର୍ବ ସଫଳତା । ଅନ୍ତିମକୁ ବାଦ୍ ଦେଲେ ଟାଇଗର୍‌-୩ ମଧ୍ୟ ପାଇପ୍ ଲାଇନରେ ରହିଛି । ଫିଲ୍ମ ଟାଇଗର ସିରିଜରେ ସଲମାନ RAW ଏଜେଣ୍ଟ ଭାବେ ନଜର ଆସିଥିଲେ । ତେବେ ଆଗାମୀ ଦିନରେ…

ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ବାଦ ପତ୍ର ହକର ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ ।…

[ଭିଡିଓ] ମାର୍କଟରେ ନୂଆ ଟ୍ରେଣ୍ଡ ”ମେହେନ୍ଦି ବ୍ଲାଉଜ”

ଭୁବନେଶ୍ୱର : ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି 'ମେହେନ୍ଦି ବ୍ଲାଉଜ' । ହେଲେ ଏହି 'ମେହେନ୍ଦି ବ୍ଲାଉଜ' କଣ ? କହିବାକୁ ଗଲେ ଏହା ଏକ ବ୍ଲାଉଜ ନୁହେଁ । ବରଂ ହୀନା ମେହେନ୍ଦିକୁ ବଡିରେ ଆର୍ଟ କରାଯାଇ ବ୍ଲାଉଜର ରୂପ ଦିଆଯାଇଛି । ଜଣେ ମଡେଲ ଏହି ହିନା ମେହେନ୍ଦିରେ ତିଆରି ବ୍ଲାଉଜକୁ…

ଚନ୍ଦ୍ରରେ ଏତେ ମାତ୍ରାରେ ଅମ୍ଳଜାନ ଅଛି ଯେ, ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କ ଚାହିଦା ପୂରଣ କରିବ !

ନୂଆଦିଲ୍ଲୀ: ପୃଥିବୀ ବ୍ୟତୀତ ଆଉ କେଉଁଠାରେ ଜୀବନଧାରଣ ସମ୍ଭବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଚଲାଇଛନ୍ତ । ଏ ନେଇ ଚନ୍ଦ୍ରପୃଷ୍ଠରୁ ସେମାନଙ୍କୁ ଉତ୍ସାହଜନକ ତଥ୍ୟ ମିଳିଛି । ଚନ୍ଦ୍ରର ଉପରି ଭାଗରେ ଏତେ ମାତ୍ରାରେ ଅମ୍ଳଜାନ ରହିଛି ଯେ, ୮ ବିଲିୟନ ଲୋକ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ନିଶ୍ୱାସ…

ପୁଣି ଚର୍ଚ୍ଚାରେ ଅମିଷା ପଟେଲ, ଏଥର ଗିରଫ ହୋଇପାରନ୍ତି !

ମୁମ୍ବାଇ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମିଷା ପଟେଲ । ଚେକ ବାଉନ୍ସ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ସୋମବାର ଭୋପାଳ କୋର୍ଟ ନୋଟିସ୍ ଜାରି କରିିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଫିଲ୍ମ ନିର୍ମାଣ କରିବା ଲାଗି ଅଭିନେତ୍ରୀ ଅମିଷା ୟୁଟିଏଫ୍ ଟେଲିଫିଲ୍ମସ୍ ପ୍ରାଇଭେଟ୍…

କଙ୍ଗନାଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ : ବଲିଉଡର ପଙ୍ଗା କୁଇନଙ୍କ ପିଛା ଛାଡୁନି ବିବାଦ । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହତ୍ୟା କରିବା ନେଇ ଧମକ ମିଳୁଥିବାରୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି କଙ୍ଗନା । ଏହି ଅଭିଯୋଗର କପି ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି କଙ୍ଗନା । କଙ୍ଗନା ତାଙ୍କ ଇଷ୍ଟାଗ୍ରାମ…

ସ୍ୱାସ୍ଥ୍ୟଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପରାମର୍ଶ: ବୈଠକ ପରେ ଡ଼ାକ୍ତର ରମାରମଣ ମହାନ୍ତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କଲେ କେନ୍ଦ୍ର ସରକାର । ଆଜି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଓମିକ୍ରନ ପ୍ରସଙ୍ଗରେ ବୈଠକ କରିଛନ୍ତି । ବୈଠକ ପରେ ଡ଼ିଏମଇଟି ରମାରମଣ ମହାନ୍ତି କହିଛନ୍ତି, ଯେଉଁମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର…

ପୁନର୍ବାର ଘୁଂଚିଲା ରଣବୀର-ଆଲିୟାଙ୍କ ବିବାହ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କ ବିବାହ ତାରିଖ ବାରମ୍ବାର ପରିବର୍ତନ ହେବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଏହାକୁ ଡିସେମ୍ବର ୨୦୨୨କୁ ଘୁଂଚାଇ ଦିଆଯାଇଛି । ପ୍ରଥମେ ଏହି ଚର୍ଚ୍ଚିତ ଯୋଡି ଡିସେମ୍ବର ୨୦୨୧ରେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା । ଏହା ପରେ…

[ଭିଡ଼ିଓ] ପରିଶୋଧ ହୋଇପାରୁନି ଋଣ, ଟଙ୍କା ଗଣି ଚାଷୀ ନୟାନ୍ତ

ଖଡିଆଳ: ଋଣ ଯନ୍ତାରେ ଚାଷୀ । ଚାଷ କାମ ପାଇଁ ଋଣ ଆଣିଥିଲେ । ତାକୁ ପରିଶୋଧ କରିଚାଲିଥିଲେ ବି ଏଯାଏ ଋଣ ମୁକ୍ତ ହୋଇପାରିନାହାନ୍ତି । ଏ ହେଉଛନ୍ତି ନୂଆପଡ଼ା ଖଡିଆଳ ସାନମହେଶ୍ୱର ଗାଁର ଭୁବନ ଗଉଡ଼ । ବ୍ୟାଙ୍କରୁ ୫୧ହଜାର ଟଙ୍କା ଋଣ ଆଣିଥିବା ବେଳେ ୧୭ ହଜାର ଟଙ୍କାର ସବସିଡି ଥିଲା । ତେବେ ଚାଷ…

ଆଇପିଏଲ ୨୦୨୨: ୭ଟି ଟିମ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଲେ !

ମୁମ୍ବାଇ:ଆଇପିଏଲ ୨୦୨୨ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୭ଟି ଟିମ ସେମାନଙ୍କ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଛନ୍ତି । ତେବେ ଏଥିନେଇ ସେମାନେ ବିଧିବଦ୍ଧ କୌଣସି ଘୋଷଣା କରି ନାହାନ୍ତି । ଚେନ୍ନାଇ ସୁପର କିଙ୍ଗସ: ରବୀନ୍ଦ୍ର…