Latest Odisha News

BREAKING NEWS

ଗୁଳି ବାଜିବା ନେଇ ଗୋବିନ୍ଦାଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ କ୍ରାଇମ ବ୍ରାଂଚ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ମଙ୍ଗଳବାର ଦୁର୍ଘଟଣାବଶତଃ ଗୁଳି ବାଜିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲା ଏବଂ ସେ ଏବେ ସୁସ୍ଥ ଅଛନ୍ତି । ଡାକ୍ତର ତାଙ୍କ ଗୋଡରୁ ଗୁଳି ବାହାର କରି ସାରିଛନ୍ତି ଏବଂ ଖୁବ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ।…

ପୁଣି ବଡ ଯୁଦ୍ଧ!, ନସରଲ୍ଲାହ ମାଟିରେ ଲୀନ ହେବା ପୂର୍ବରୁ ବଦଲା ନେବ ହିଜବୋଲ୍ଲା…ଇସ୍ରାଏଲ ବି ପ୍ରସ୍ତୁତ….

ନୂଆଦିଲ୍ଲୀ: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ନିହତ ହେବା ପରେ ଆସନ୍ତାକାଲି ହିଜବୁଲ୍ଲା ମୁଖିଆ ହସନ ନସରଲ୍ଲାହଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ସେପଟେ ମୁଖ୍ୟ ନେତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ହିଜବୁଲ୍ଲା ଏବେ ପ୍ରତିଶୋଧ ପରାୟଣ ହୋଇଉଠିଲାଣି । ହିଜବୁଲ୍ଲା ଇସ୍ରାଏଲ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ଟାଇଟଲ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଶାରଜା: ୟୁଏଇରେ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯାଇଛି । ଭଲ ପ୍ରଦର୍ଶନ ସତ୍ୱେ ଟିମଇଣ୍ଡିଆ ଟାଇଟଲ ହାସଲ କରିବା ମରୁଡିକୁ ଶେଷ କରିପାରି ନାହିଁ । ଏଥର କିନ୍ତୁ ଭାରତୀୟ ଦଳ ଚାମ୍ପିୟନ ହେବା ଦୌଡରେ ଆଗରେ ରହିଛନ୍ତି । ୧୦ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ଏକମାତ୍ର ଭାରତୀୟ ଟିମ କଡା…

ପ୍ରଥମ ପତ୍ନୀଙ୍କ ଦୁଃଖରେ ପରିବାର ସହ ଛିଡା ହେଲେ ଅମୀର

ମୁମ୍ବାଇ: ଆମୀର ଖାନଙ୍କ ପ୍ରଥମ ତଥା ପୂର୍ବ ପତ୍ନୀ ରୀନା ଦତ୍ତଙ୍କ ପିତାଙ୍କର ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ ଜଣା ପଡିନାହିଁ। ବୁଧବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି କଷ୍ଟ ସମୟରେ ଆମୀର ଖାନ ରୀନାଙ୍କ ପରିବାର ସହିତ ଠିଆ ହୋଇଥିବା ନଜର ଆସିଛନ୍ତି। ରୀନାଙ୍କ ପିତା ଏକଦା…

୪ରେ ଲଘୁଚାପ: ଭିଜିବ ପୂଜା ବଜାର!

ଭୁବନେଶ୍ବର: ପ୍ରବଳ ବର୍ଷିବ । ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଆସନ୍ତାକାଲି…

ଆକ୍ରମଣ ପାଇଁ କ୍ଷେପଣାସ୍ତ୍ର ବାହାର କଲାଣି ଇସ୍ରାଏଲ, ହାତ ଛାଡିଦେବ ଆମେରିକା…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହିଜବୁଲ୍ଲା ସଂଘର୍ଷ ମଧ୍ୟରେ ଲେବାନନରେ ଇସ୍ରାଏଲର କମାଣ୍ଡର ସମେତ ୮ ସୈନିକଙ୍କ ମୃତ୍ୟୁ ହୋଇଛି। ଲେବାନନରେ ପଶି ଅପରେସନ୍‌ କରୁଥିବା ଇସ୍ରାଏଲ ସୈନିକଙ୍କ ଏହା ପ୍ରଥମ ମୃତ୍ୟୁ। ଦିନକୁ ଦିନ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ…

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା। କାଳିନ୍ଦୀକୁଞ୍ଜ ଥାନା ଜୟତପୁର ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଗୁଳିମାଡ଼ କରିବା ପରେ ଏଠାରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନା…

ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଲେ ଦୁର୍ବୃତ୍ତ

ଦଶପଲ୍ଲା: କେନ୍ଦୁପତ୍ର ଫଡ଼ିରେ ପଶି ଲୁଟିନେଲେ କେନ୍ଦୁପତ୍ର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ୍ୟାଞ୍ଚଳ ସାକେଣି କେନ୍ଦୁପତ୍ର ଫଡ଼ିରେ ପଶି ଆତଙ୍କ ଖେଳାଇଲେ ୧୦ ଦୁର୍ବୃତ୍ତ। ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଇଥିବା ଅଭିଯୋଗ। କାମ କରୁଥିବା ଲୋକଙ୍କ ମୋବାଇଲ ମଧ୍ୟ ଛଡ଼ାଇ…

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ: ସପ୍ତାହ ମଧ୍ୟରେ ୫ ମୃତ, ୩୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରାୟଗଡା: ଥମୁନି ଝାଡାବାନ୍ତି ଆତଙ୍କ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର ପରେ ଏବେ ରାୟଗଡାରେ ବ୍ୟାପି ଚାଲିଛି ଝାଡାବନ୍ତି। ରାୟଗଡ଼ା ଜିଲ୍ଲା ଦୁର୍ଗାପାଙ୍ଗାରେ ମହାମାରୀର ରୂପ ନେଉଛି ଝାଡ଼ାବାନ୍ତି । ସପ୍ତାହ ମଧ୍ୟରେ ଗଲାଣି ୫ ଜଣଙ୍କ ଜୀବନ। ସରକାରୀ ଭାବେ ୫ ଜଣଙ୍କ ମୃତ୍ୟୁ…

ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ: ଓଡ଼ିଶାର ସ୍ୱାର୍ଥ ପାଇଁ ଦଳର ରଣହୁଙ୍କାର

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ। ଓଡ଼ିଶାର ସ୍ୱାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେଇଛି ଦଳ। ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ…