୨୦୦ କୋଟି କ୍ଲବରେ ସାମିଲ ହେଲା ଜୁନିୟର ଏନଟିଆରଙ୍କ ‘ଦେବାରା-୧’
ମୁମ୍ବାଇ: ଗତ ସେପ୍ଟେମ୍ବର ୨୭ ତାରିଖରେ ମୁକ୍ତିଲାଭ କରିଥିଲା ଆକ୍ସନ ଷ୍ଟାର ଜୁନିୟର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା-୧’ । ଫିଲ୍ମ ରିଲିଜ ହେବାର ଇତି ମଧ୍ୟରେ ୬ଦିନ ବିତିଗଲାଣି । ଏହି ୬ଦିନ ଭିତରେ ଫିଲ୍ମଟି ଜୋରଦାର ଆୟ ମଧ୍ୟ କରିଛି । ବକ୍ସ ଅଫିସରେ ଚଳଚ୍ଚିତ୍ରଟି…