Latest Odisha News

BREAKING NEWS

ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ଜୟପୁରରେ ବିସିସିଆଇରେ ହେବାକୁ ଥିବା ଆଗାମୀ ୧୯ ବର୍ଷରୁ କମ ଭିନୁ ମଙ୍କଡ ଟ୍ରଫି ପାଇଁ ୧୭ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି । ସମ୍ବିତ ବେଜ ଦଳର ନେତୃତ୍ୱ ନେବେ । ଓଡିଶା କ୍ରିକେଟ ଆସୋସିଏଶନ ଜୁନିୟର ଚୟନ କମିଟି ସଦସ୍ୟ ଶୁଭ୍ରଜିତ ସାହୁ ଏବଂ ଦଳର କୋଚ ପ୍ରଭଞ୍ଜନ ମଲିକ ଦଳ…

ପୁଣି ମୁଣ୍ଡ ନୁଆଁଇଲା କାଙ୍ଗାଳ ପାକିସ୍ତାନ: ସର୍ତ୍ତ ବଦଳରେ ଆଇଏମଏଫ୍ ଦେଲା ଋଣ

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ସ୍ଥିତି ଭଲ ନାହିଁ । ଋଣ ଭାରରେ ବୁଡି ରହିଛି ଦେଶ । ଦେବାଳିଆ ଭଳି ସ୍ଥିତି । ଚୀନ୍ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଠାରୁ ଋଣ ମିଳୁଛି ସତ, କିନ୍ତୁ ସର୍ତ୍ତରେ । ଦିନକୁ ଦିନ ପାକିସ୍ତାନର ଆର୍ଥିକ ଦୁର୍ଗତି ବଢୁଥିବା ବେଳେ ଏବେ ପୁଣି ଋଣ ଦେଇଛି…

୨୩ ବର୍ଷରୁ କମ ଇଣ୍ଡିଆନ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ ଉଦଯାପିତ: ଓଡିଶାକୁ ୭ ପଦକ

ଭୁବନେଶ୍ୱର: ବିହାରର ପାଟନାରେ ୪ର୍ଥ ୨୩ ବର୍ଷରୁ କମ ଇଣ୍ଡିଆନ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ ଉଦଯାପିତ ହୋଇଯାଇଛି । ଓଡିଶାର ୧୮ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ୩ ଦିନ ଚାଲିଥିବା ଏହି ଚାମ୍ପିୟନଶିପରେ ୫ ସ୍ୱର୍ଣ୍ଣ ଓ ୨ ରୌପ୍ୟ ସହ ଓଡିଶା ଓଭରାଲ ୭ ପଦକ ହାସଲ କରି ତୃତୀୟ ସ୍ଥାନରେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ବାପାଙ୍କ ଠାରୁ ଭିନ୍ନ ହୋଇଥିବା ପୁଅକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ…

ତେଲକୋଳେଇ ଥାନା ମାମଲା: ଦୀପାଳି ଦାସଙ୍କୁ ମିଳିଲା ଆଗୁଆ ଜାମିନ

କଟକ: ଗତ ୨୧ତାରିଖରେ ଝାରସୁଗୁଡ଼ାର ତେଲକୋଳେଇ ଥାନା ଅଞ୍ଚଳରେ ଥିବା କୋଲ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଧାରଣା ଘଟଣା । ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଆଗୁଆ ଜାମିନ । ଖବର ମୁତାବକ, ସ୍ଥାନୀୟ ବିସ୍ଥାପିତଙ୍କ ସମସ୍ୟା ପୂରଣ…

ମହାରାଷ୍ଟ୍ରରେ ଗାଈକୁ ମିଳିଲା ‘ରାଜ୍ୟମାତା’ ମାନ୍ୟତା

ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ଦେଶୀ ଗାଈକୁ ନେଇ ମହାରାଷ୍ଟ୍ରର ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଦେଶୀ ଗାଈଙ୍କୁ 'ରାଜ୍ୟମାତା-ଗୋମାତା' ମାନ୍ୟତା ଦିଆଯିବା ନେଇ ଘୋଷଣା କରାଯାଇଛି। ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଦେଶୀ ଗାଈମାନଙ୍କର ଲାଳନପାଳନ…

ଆଗୁଆ ଜାମିନ ଆବେଦନ କଲେ ୫ ନିଲମ୍ବିତ ପୁଲିସ କର୍ମୀ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । କୋର୍ଟରେ ଆଜି ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ୪ ଜଣ ପୋଲିସକର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।…

ସ୍କୁଲରେ ପାଠ ପଢ଼ିଲେ ଲଡୁ ଗୋପାଳ, ଭଲ ମାର୍କ ବି ରଖିଲେ

ଆଗ୍ରା: ବିଶ୍ୱାସ ନ ହେଲେ ବି ସତ । ଲଡୁ ଗୋପାଳ ସ୍କୁଲରେ ପାଠ ପଢ଼ୁଛନ୍ତି ଏବଂ ଭଲ ନମ୍ବର ମଧ୍ୟ ରଖୁଛନ୍ତି । ଘଟଣାଟି ଉତରପ୍ରଦେଶର ଆଗ୍ରାର । ଏଠାରେ ଭଗବାନ ଶ୍ରୀକୃଷ୍ଣ ପ୍ରତି ଅତ୍ୟଧିକ ମୋହ ରଖିଥିବା ଗୋଟିଏ ପରିବାରର ୩ଜଣ ମହିଳା ଲଡୁ ଗୋପାଳଙ୍କୁ ଅନ୍ୟ ଛୋଟପିଲାଙ୍କ ପରି ସ୍କୁଲରେ ଦାଖଲ…

ଅର୍ଥ ହେରଫେର ମାମଲାରେ ସିଦ୍ଧରମେୟାଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ: ମୁଦା ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଅଡୁଆ ବଢିପାରେ। ଇଡି ପିଏମଏଲଏ ଅଧୀନରେ ଏକ ମାମଲା ରୁଜୁ କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ନିୟମକୁ ବେଖାତିର କରି…

ଡିସ୍କୋ ଡ୍ୟାନସରଙ୍କୁ ଦାଦାସାହେବ ଫାଲକେ

ମୁମ୍ବାଇ: ବଲିଉଡର ଡିସ୍କୋ ଡ୍ୟାନ୍ସର ଭାବେ ପରିଚିତ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ହେଉଛି ଦାଦାସାହେବ ଫାଲକେ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ…