ଗ୍ରାହକଙ୍କୁ ଝଟକା: ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ଦର
ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟକା। ମାସ ଆରମ୍ଭରୁ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର। ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବଢ଼ିଲା। ଆଜି ଠାରୁ ଦେଶରେ ବର୍ଦ୍ଧିତ ଦର ଲାଗୁ ହୋଇଛି। ତେବେ ତୈଳ କମ୍ପାନୀଗୁଡିକ ୧୪କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ…